ଅନୁଗୁଳରେ ପ୍ରଶାସନ ଓ ଗଣମାଧ୍ୟମ କ୍ରିକେଟ; ଜାଣିନାହାନ୍ତି ଗଣମାଧ୍ୟମ: ପ୍ରଶାସନ ହିନ ରାଜନୀତିର ଶିକାର ଆଶଙ୍କା
ଅନୁଗୁଳ ଜିଲ୍ଲାକୁ ୩୦ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଗୁଳ ର ଅନେକ ଗଣମାଧ୍ୟମ ପ୍ରତିନିଧି ନ ଜାଣିଥିବା ସତ୍ତ୍ୱେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ…