Webportal

ବିଦ୍ୟାଳୟ ଫାଟକରୁ ଖସିଲା ଗ୍ରାନାଇଟ୍ ପଥର ଅଳ୍ପକେ ବର୍ତିଲେ ଛାତଛାତ୍ରୀ ଓ ବିଡିଓ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଫାଟକରୁ ଖସିଲା ଗ୍ରାନାଇଟ୍ ପଥର। ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ ଓ ବିଡ଼ିଓ। ସରକାରୀ ବିଦ୍ୟାଳୟ ଗୋଡିକ ଛାତ୍ର ଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବା ପାଇଁ ସମସ୍ତ ବିଦ୍ୟାଳୟକୁ ପାଞ୍ଚ ଟି ଯୋଜନାରେ…

ଭାରସ୍ୟାମ ହରାଇ କାର୍ ଦୁର୍ଘଟଣା; ଜଣେ ମୃତ ତିନି ଗୁରୁତର

ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ପଞ୍ଚାୟତ ବୀର ବନ୍ଧ ଠାରେ ଭାରସ୍ୟାମ ହରାଇ କାର୍ ଦୁର୍ଘଟଣା ଗ୍ରସ୍ତ। ମିଳିଥିବା ସୂଚନା ଅନୁଯାୟୀ କାର ଟି ଅଙ୍ଗାରବନ୍ଧ ଗ୍ରାମରୁ ସାନ୍ତରାପୁର ଗ୍ରାମକୁ ଯାଉଥିବା ବେଳେ ବୀର ବନ୍ଧ ଠାରେ ଭାରସ୍ୟାମ ହରାଇ କାର୍ ଦୁର୍ଘଟଣା ହୋଇ ଥିଲା। କାରଟିରେ ଚାରି ଜଣ ଯାଉ…

ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେବାରୁ ଛାତ୍ରଛାତ୍ରୀ ମାନଙ୍କୁ ଖମାର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା l ସୂଚନା ଯେ, ରଜଡଙ୍ଗ ପ୍ରାଥମିକ ବିଦ୍ୟାଳୟ ରେ ସବୁଦିନ ପରି ଆଜି ମଧ୍ଯ ସରକାର ଙ୍କ ଦ୍ଵାରା…

ଖାଦ୍ୟ, ଗୁଟଖା ବେପାରି ଙ୍କ ଉପରେ ଚଢାଉ, ୨୧ ଦୋକାନ କୁ ଫାଇନ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁମଣ୍ଡ ଏବଂ ପ୍ରଗତି ନଗର ଅଞ୍ଚଳରେ ବେପାର କରୁଥିବା ଗୁଟଖା ଏବଂ ଖାଦ୍ୟ ଦୋକାନୀ ମାନଙ୍କ ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ରେ DPHO ଧନଞ୍ଜୟ ବେହେରା, FSO ହରପ୍ରିୟା ବେହେରା, ଡ୍ରଗ୍ ଇନ୍ସପେକ୍ଟର, FSO ସୁମିତ୍ ସୌରଭ ପରିଡା, MTS ନୀଳାମ୍ବର…

ସମବାୟ ବ୍ୟାଙ୍କ ନିର୍ଦେଶକ ନିର୍ବାଚନରେ ନିଧିଙ୍କୁ ଅଣଦେଖା;ଢେଙ୍କାନାଳ ଓ ଅନୁଗୁଳ ବିଧାନସଭା ଆସନର ୨୦୨୪ ନିର୍ବାଚନୀ…

ଇତି ମଧ୍ୟରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ପଦବୀ ପାଇଁ ନିର୍ବାଚନ ସରିଯାଇଛି।ସନ୍ତୋଷ ପ୍ରଧାନ ନିଜ ଦଳର ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କ ବିରୁଦ୍ଧରେ ୧୫-୦ ଭୋଟ ରେ ବିଜୟୀ ହୋଇଛନ୍ତି।ଏହାର ଅର୍ଥ ହେଲା ଶ୍ରୀ ମଲ୍ଲିକ ମଧ୍ୟ ନିଜ ଭୋଟ ଟି ସନ୍ତୋଷ ବାବୁଙ୍କୁ ଦେଇଛନ୍ତି…

ତଥାଗତଙ୍କ ଇଶାରା କେଉଁଆଡ଼େ

ସମ୍ପ୍ରତି ପୂର୍ବତନ ଢେ଼ଙ୍କାନାଳ ସାଂସଦ ତଥାଗତ ଶତପଥି ଗଣମାଧ୍ୟମରେ ଦେଇଥିବା ବୟାନ କୁ ନେଇ ଚର୍ଚା ଜୋର ଧରିଛି।ଏହା ପୂର୍ବରୁ ଆକଳନ କରାଯାଉଥିଲା ଯେ ତାଙ୍କର ରାଜନୈତିକ ଜୀବନ ଏକ ରକମ ଶେଷ ହୋଇଛି।କିନ୍ତୁ ସଦ୍ୟ ଗଣମାଧ୍ୟମରେ ଦେଇଥିବା ବୟାନରେ ସେ କହିଛନ୍ତି ଯେ ରାଜନୀତି ଆଦୌ ଛାଡିବାର…

ଅନୁଗୋଳ ଜିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

ଅନୁଗୋଳ ଜିଲା  ସାମ୍ବାଦିକ ସଙ୍ଘ  ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷ ଠାରେ ବୁଧୁବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି।  ସଂଘ ସଭାପତି ଦ୍ଵାରିକା ପ୍ରସାଦ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ…

ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଅନୁଗୁଳର ପ୍ରକାଶ

ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବାଙ୍ଗଳାଦେଶ , ଶ୍ରୀଲଙ୍କା , ନେପାଳ ଓ ଭାରତରୁ ପ୍ରାୟ ୧ ହଜାରରୁ ଅଧିକ ଖେଳାଳି ଭାଗ ନେଇଥିଲେ । ଭାରତରୁ ପ୍ରତିନିଧିତ୍ୱ କରୁଥିବା…

ମର୍ମନ୍ତୁତ ଦୁର୍ଘଟଣା; ଜଣେ ମୃତ ଦୁଇ ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଜଗନ୍ନାଥପୁର ଅଞ୍ଚଳରୁ ତିନି ଜଣ ଯୁବକ ମୋଟର ସାଇକେଲରେ ଅନୁଗୁଳ ଆଡକୁ ଆସୁଥଲେ । ତେବେ ମଧୁପୁର ନିକଟରେ ଏକ ଟ୍ରକ ଛିଡା ହୋଇଥିବା ବେଳେ…