ବ୍ରାହ୍ମଣୀ ପବ୍ଲିକ ସ୍କୁଲର ୨୧ତମ ବାର୍ଷିକ କ୍ରୀଡା ସମାରୋହ ର ଉଦଯାପିତ ଦିବସ ଅନୁଷ୍ଠତ
ଢେଙ୍କାନାଳ ଜିଲ୍ଲା ଖଡଗପ୍ରସାଦ ସ୍ତିତ ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ଆଜି ୨୧ତମ ବାର୍ଷିକ କ୍ରୀଡା ସମାରୋହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଚେୟାରମ୍ୟାନ, ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ,…