Webportal

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ର ଜାତୀୟ ପ୍ରେସ ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଫଳତା ଦିଗରେ ବିଚାରବିମର୍ଶ ଅନୁଷ୍ଠିତ ହୋଇଯାଇଅଛି । ମହାସଂଘର ସଦସ୍ୟ ମାନଙ୍କ ଦ୍ୱାରା…

ଓଡ଼ିଶା ହିନ୍ଦୁ ପ୍ରଜା ସମିତିର ପ୍ରଶ୍ନ; ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ ମିଳିଲା…

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗୋତମରାଠାରେ ଓଡିଶା ହିନ୍ଦୁ ପ୍ରଜା ସମିତି ଆନୁକୁଲ୍ୟରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ହିନ୍ଦୁ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତା ଉପସ୍ଥିତ ହୋଇ ଆଜି ଭାରତରେ ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ…

ଆଜି ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ ଡାକରା

ଆଜି ତାଳଚେର ଓ ପାଲଲହଡା ୧୨ ଘଣ୍ଟିଆ ବନ୍ଦ । ତାଳଚେର ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଥିବା ବେଳେ ଅନେକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ମୁଖ୍ୟତଃ ତାଳଚେର ପୁଲିସ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ଆଣିବା ସହ ତାଳଚେର କୋର୍ଟରେ କାର୍ଯ୍ୟରତ କୋର୍ଟ ସବ…

ମଦ ପିଇଥିବାର ମିଛ ଚାଲାଣ କଟିବା ନେଇ ଥାନା ର ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ ଟାଉନ୍ ଥାନା ତୁରଙ୍ଗ ଅଞ୍ଚଳରେ ରହୁଥିବା ମିନା ଚୌଧୁରୀ ନାମଙ୍କ ମହିଳା ଙ୍କର ମିଛ ଚାଲାଣ କଟିବା ନେଇ ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ମହିଳା ଙ୍କ ଅଭିଯୋଗ ଯେ, ଗତ ୩ ତାରିଖ ଦିନ ଶିମିଳିପଡା ଛକ ନିକଟରେ ଯାଉଥିବା ସମୟରେ ଅନୁଗୋଳ ପରିବହନ ବିଭାଗ ତରଫରୁ ଗାଡି ଚେକିଂ ଚାଲିଥିଲା। ମହିଳା…

ବ୍ରହ୍ମା କୁମାରୀ ବିଶ୍ୱ ଵିଦ୍ୟାଳୟ ର ସୁବର୍ଣଜୟନ୍ତି ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ର ସୁବର୍ଣ୍ଣ ଜୟନ୍ତୀ ସମରୋହ ପାଳନ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଅନୁଗୁଳ ଶାନ୍ତି ଅନୁଭୂତି ଧାମ ପରିସରରେ ଆୟୋଜିତ ଏହି ସମ୍ମିଳନୀ ରେ ଅନୁଗୁଳ ଶାଖା ମୁଖ୍ୟ ବି କେ ମିନତୀ, ଉଷା ଭଉଣୀ ଓ ବିଜୟ ଭାଇ…

କଳାକାର ର ବୋଇତ ବନ୍ଦାଣ ଉତ୍ସବ

ଅନୁଗୁଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୭ ତମ ବୋଇତ ବନ୍ଦାଣ ମହୋତ୍ସବ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ୍, କେନ୍ଦେରା ବାଦକ ତ୍ରିପୁର ଜେନା ଏବଂ ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ…

ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ଜଣଙ୍କ ଏକ ଘରୋଇ କ୍ଲିନିକର ଡାକ୍ତର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ତାଳଚେର ଅଞ୍ଚଳର ଏକ ଦମ୍ପତ୍ତି ତାଙ୍କ ୧୩ ବର୍ଷୀୟ ଝିଅର…

ସାମ୍ବାଦିକଙ୍କ ପତ୍ନୀଙ୍କ ବେକରୁ ଝାଂପିନେଲେ ମଙ୍ଗଳସୂତ୍ର, ଥାନାରେ ଲିଖିତ ଅଭିଯୋଗ

ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମରେ ରହୁଥିବା ୱେବ୍ ମିଡ଼ିଆ ସାମ୍ବାଦିକ ସୁଧାକର ସାହୁଙ୍କ ପତ୍ନୀ ସକାଳ ସମୟରେ ପୂଜା ପାଇଁ ଫୁଲ ତୋଳୁଥିବା ସମୟରେ ଜଣେ ଚୋର ଅତର୍କିତ ଭାବରେ ଆସି ତାଙ୍କ ବେକରୁ ପିନ୍ଦୀ ଥିବା ସୁନା ମଙ୍ଗଳସୁତ୍ର ଟିକୁ ନେଇ ଖୁବ ଜୋରରେ ଦୌଡ଼ି ପଳେଇ…

ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ୍ ରେ ରାଜସ୍ଥାନ ର ଟିମ୍ ଚମ୍ପିୟାନ

ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ…

କଲେଜ କୁ ପଢିବାକୁ ଯାଇ ନାବାଳିକା ନିଖୋଜ

ଅନୁଗୁଳ ଜିଲ୍ଲା ନିଶା ଥାନା ଜରଡ଼ା ସାନ ଜାମୁଣ୍ଡା ଗ୍ରାମର ଜଣେ ନାବାଳିକା ନିଖୋଜ ।ସୁବେଇ ପ୍ରଧାନ ଙ୍କ ଝିଅ ପ୍ରିୟଙ୍କା ପ୍ରଧାନ (ନାବାଳିକା) ଜରପଡା କଲେଜ କୁ ପାଠ ପଢିବାକୁ ଯାଇ ନିଖୋଜ ।ସମ୍ପୃକ୍ତ ନାବାଳିକା ଯୁକ୍ତ ୨ କଳା ବିଭାଗରେ ପାଠ ପଢୁଥିଲେ।ନାବାଳିକା ଘରକୁ ଫେରି ନ ଥିବାରୁ ବହୁ…