Webportal

କାମ ନକଲେ କଟକ ଛାଡ

କାମ କରି ନ ହେଲେ କଟକ ଛାଡ । ଆଜି କିଛି ଏଭଳି ଚେତାବନୀ ଦେଇ ବର୍ଷିଛନ୍ତି କଟକ -ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । କଟକ ବାଲିଯାତ୍ରାରେ ଅବ୍ୟବସ୍ଥାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତକାଲି ଯାତ୍ରା ଦେଖିବାକୁ ଯାଉଥିବା ବେଳେ କରେଣ୍ଟ ଲାଗି ଛାତ୍ରଙ୍କ ମୃତ୍ୟୁ ଓ ବାଲିଯାତ୍ରା…

ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ପ୍ରତିବର୍ଷ ନଭେମ୍ବର ମାସ ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସମାନ ଚିନ୍ତାଧାରା ରଖୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ ଅନୁଗୁଳ ପ୍ରେସ ଚାମ୍ବର ଦ୍ଵାରା ଲଗାତାର ଦ୍ଵିତୀୟ ବର୍ଷ ପାଈଁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ଅନୁଗୁଳ ର ଏକ ହୋଟେଲ ରେ…

ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ

ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ।ଉଚ୍ଚ ପଦାଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ।ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ।ଡିସେମ୍ବର ୮ରେ ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ, ଚାଷୀମାନେ ପାଇବେ…

6th Battalion ପରିସରରେ ୭୯ ତମ ଫୁଟବଲ ଚାମ୍ପିଅନସିପ ଉଦଯାପିତ

ଆଜି OSAP 6th Battalion ପରିସରରେ 79 ତମ ଫୁଟବଲ ଚାମ୍ପିୟନସିପ -2024 ଉଦଯାପିତ ହୋଇଯାଇଛି । ADGP( Law & Order) ଶ୍ରୀ ସଞ୍ଜୟ କୁମାର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳି ଓ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଜିର ଫାଇନାଲ ମ୍ୟାଚ…

ଭାରତ ଇଂଲଣ୍ଡ କଟକ କ୍ରିକେଟ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଘୋଷଣା

କ୍ରିକେଟ ମ୍ୟାଚ କୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅହେତୁକ ଆଗ୍ରହ ରହୁଥିବା କୁ ଦେଖି ଆସନ୍ତା ଭାରତ ଇଂଲଣ୍ଡ କଟକ କ୍ରିକେଟ ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ଆଜି ଘୋଷଣା କରିଥିବା ବିଭିନ୍ନ ପ୍ରକାର ର ଟିକେଟ ମୂଲ୍ୟ କୁ ଦେଖିଲେ ଦର୍ଶକଙ୍କୁ ଲୁଟିବା ପାଇଁ ସୁନିଶ୍ଚିତ ଯୋଜନା…

ଅନୁଗୁଳରେ ଭୟାବହ ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲେ ଦୋକାନ ଗୃହ

ଅନୁଗୁଳ ସହର ମଝିରେ ଥିବା ପୌରପାଳିକା ଡେଲି ମାର୍କେଟ ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଜଳି ପାଉଁଶ ହୋଇଗଲା। ତିନୋଟି ଦମକଳ ବାହିନୀ ଗାଡ଼ି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣା ପଡ଼ିଛି। ଡେଲି ମାର୍କେଟ ର କିଛି ଦୋକାନ ଗୃହ ଭିତରେ ଲୋକେ…

ବିଜେଡି କର୍ମୀଙ୍କ ଦ୍ଵାରା ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି

ବିଜେଡି କର୍ମୀଙ୍କ ଦ୍ଵାରା ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି।ସୋମବାର ଦିନ ରାଜ୍ୟ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଦ୍ଵାରା ଅନୁଗୁଳ ଜିଲ୍ଲା ପାଳଲହଡା ଅଂଚଳରେ ଉଦଘାଟିତ ହେବାକୁ ଥିବାବିଭିନ୍ନ ପ୍ରକଳ୍ପ ର ଫଳକ କୁ ଭାଙ୍ଗିଥିଲେ…

ନାଲକୋ ସ୍ମେଲଟର ପ୍ଲାଣ୍ଟ ରେ ଟ୍ରଲର ଚାପାରେ ଶ୍ରମିକ ମୃତ

ବର୍ତମାନର ଅତି ଦୁଃଖଦାୟକ ଖବର । ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଣ୍ଟ ର କାଷ୍ଟ ହାଉସ ୨ ରେ ଟ୍ରଲର ତଳେ ଚାପି ହୋଇ ମନୋଜ କୁମାର ପାଲ ନାମକ ୪୫ ବର୍ଷୀୟ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମନୋଜଙ୍କ ଘର ପୁରୁଣାଗଡ ରେ। ସୁରକ୍ଷା ବ୍ୟବସ୍ଥା ରେ ରହିଥିବା ତ୍ରୁଟି ପାଇଁ ଏ ଦୁର୍ଘଟଣା ଘଟିଥିବା…

ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ

ସାରା ଦେଶରେ ୭୫, ଓଡିଶାରେ ୫ଟି ବତୀଘରର ବିକାଶ କରାଯାଇଛି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ସହିତ ବତୀଘର ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଯୋଡିହେଲା, ବାଲିଯାତ୍ରା ସହିତ ବତୀଘର ଗୁଡିକ ଓଡିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ପ୍ରତିଫଳିତ କରିବ ଆଜି ପୁରୀରେ ଦୁଇ…

ସାତକୋଶିଆ କୁ ପୁନଶ୍ଚ ଆସିବେ ମହାବଳ ବାଘ

ସାତକୋଶିଆ କୁ ପୁନଶ୍ଚ ଆସିବେ ମହାବଳ ବାଘ।ବାଘଙ୍କ ଭବିଷ୍ୟତ ବିଷୟରେ ଆକଳନ କରିବା ମୁସ୍କିଲ।ବନବିଭାଗ ଅଧିକାରି ମାଲାମାଲ ହେବା ନିଶ୍ଚିତ।ସାତକୋଶିଆ ରେ ଏକ ବଡ଼ ସ୍ବପ୍ନ ଓ ପ୍ରତିଶ୍ରୁତି ସହ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରାଯାଇଥିଲା। କିନ୍ତୁ ସବୁ ଫସର ଫାଟିଗଲା। ବ୍ୟାଘ୍ର ପ୍ରକଳ୍ପ କରାଗଲେ…