Webportal

ଅଙ୍ଗନୱାଡି ଚାଉଳ ହେରଫେର; ଏଜେଣ୍ଟଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ହେରଫେର କରିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ୨୦୧୬ – ୧୭ ଓ…

ବାଜି ରାଉତ କପର ଦ୍ଵିତୀୟ ଦିନର ଖବର

ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ଦ୍ୱିତୀୟ ଦିନରେ ତିନୋଟି ସେମିଫାଇନାଲ ମ୍ୟାଚ୍ ଅନୁଗୁଳର କଦମ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।…

ହାତୀ କରିଡ଼ର ର ଚମତ୍କାର; ଜଙ୍ଗଲରେ ଜାଗା ନ ପାଇ ସହର ମୁହାଁ ହୋଇ ମନୁଷ୍ୟ ମାରିଲା ହାତୀ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମୃତ। ମିଳିଥିବା ସୂଚନା ଅନୁଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇ ଥିବା ବ୍ୟକ୍ତି ଜଣଙ୍କ ତାଳଚେର୍ ବନବିଭାଗ ରେ କାର୍ଯ୍ୟରତ ଥିବା ସୂଚନା। ସେ ହାତୀ କୁ ଘଉଡାଇବା  ବେଳେ ଜଙ୍ଗଲି ହାତୀ ତାଙ୍କୁ ଆକ୍ରମଣ…

କାହା ସ୍ୱାର୍ଥରେ ଆଧାରକାର୍ଡ ବାଧ୍ୟତାମୂଳକ ; ପାଖରେ ନଥିବାରୁ ମରିଗଲେ ମା ସହିତ ଯାଆଁଳା ଶିଶୁ

କର୍ଣ୍ଣାଟକର ତୁମକୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଗର୍ଭବତୀ ମହିଳାଙ୍କ ଆଧାର କାର୍ଡ ନ ଥିବାରୁ ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇ ନଥିଲା। ଏହାପରେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଘରକୁ ଫେରିବାକୁ ପଡ଼ିଥିଲା। ଘରେ ସେ ଯାଆଁଳା ଶିଶୁଙ୍କୁ ଜନ୍ମ…

ଧାମନଗର ଉପନିର୍ବାଚନ: ୬୬.୬୩ ପ୍ରତିଶତ ମତଦାନ, ୫ ପ୍ରାର୍ଥୀଙ୍କ ଭାଗ୍ୟର ୬ରେ ଫଳାଫଳ

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ମତଦାନ ଶେଷ ହୋଇଛି।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ସୁଦ୍ଧା ପ୍ରାୟ ୬୬.୬୩ ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।…

ବଳାତ୍କାର, ଏତଲା, ବାହାଘର ଏବଂ ଏବେ କାରାଦଣ୍ଡ

ଅନୁଗୁଳରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ସ୍ୱାମୀ ସ୍ତ୍ରୀ ସାଙ୍ଗ ହୋଇ ଆସିଥିଲେ କୋର୍ଟକୁ। ହେଲେ ସ୍ତ୍ରୀ ଫେରିଲେ ଏକା। ସ୍ବାମୀ ଗଲେ୨୦ ବର୍ଷ ଜେଲ୍‌ । ସ୍ୱାମୀଙ୍କୁ ଜେଲ ଦଣ୍ଡାଦେଶ ଶୁଣିବା ପରେ ସ୍ତ୍ରୀ କାନ୍ଦି କାନ୍ଦି ଗଡି ଯାଉଥିଲେ। ଘଟଣାକୁ ନେଇ ନିଜ ଭାଗ୍ୟକୁ ନିନ୍ଦିଲେ…

କେନାଲରେ ନାବାଳକର ମୃତଦେହ

ଅନୁଗୁଳ ଥାନା ଅମଲାପଡା ଦେଇ ଯାଇଥିବା କେନାଲରୁ ଆଜି ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଶଙ୍କର ଶେଖରଙ୍କ ପାଞ୍ଚ ବର୍ଷର ପୁଅ ଚିକୁ ଶେଖର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଶଙ୍କର ଯାଯାବର ସମ୍ପ୍ରଦାୟର ହୋଇଥିବା ବେଳେ…

ନୂତନ ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ

ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନୁଗୁଳ ବିଜୁ ମୈଦାନ ଠାରୁ ସେ ଶତାଧିକ ସମର୍ଥକଙ୍କ ଗହଣରେ ଆସି ଟାମଡ଼ା କାର୍ଯ୍ୟାଳୟରେ ପହଞ୍ଚି ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଦାୟିତ୍ୱ ଗ୍ରହଣ ସମୟରେ ବିଜୁ…

ଅନୁଗୁଳ ଲକ୍ଷ୍ମୀପୂଜାରେ ଟ୍ରାଫିକ ବ୍ୟବସ୍ଥା ଯଦି ଠିକ୍ ଲାଗୁନାହିଁ ତେବେ ଘରେ ଛୁଟି ମନାନ୍ତୁ

ଚଳିତ ବର୍ଷ ଅନୁଗୁଳ ସହରରେ ଲକ୍ଷ୍ମୀପୂଜା ଶେଷ ପର୍ଯ୍ୟାୟରେ ପହଁଚିଛି। କିନ୍ତୁ ସଠିକ୍ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହୋଇ ପାରିଲା ନାହିଁ। ଏହା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ସାମ୍ବାଦିକଙ୍କ ପକ୍ଷରୁ ଲିଖିତ ଅନୁରୋଧ ମଧ୍ୟ କରା ଯାଇଥିଲା। ପୋଲିସ ବାବୁମାନେ ସେମାନଙ୍କ ଇଚ୍ଛା ଅନୁଯାୟୀ…

ଦୁର୍ନୀତି ନିବାରଣ ଏକ ଧୁଆଁବାଣ ?

ଦୁର୍ନୀତି ନିବାରଣ କେବଳ ଧୁଆଁବାଣ ରେ ସୀମିତ ଥିବାଭଳି ଜଣାପଡୁଛି। ଏହାର ଜ୍ୱଳନ୍ତ ଉଦାହରଣ ଅନୁଗୁଳ ଜିଲ୍ଲାରୁ ଆସିଛି, ଯେଉଁଠି ଏଚଡ଼ି ଏଫ ସି୍ ବା HDFC ବ୍ୟାଙ୍କରେ ଥିବା ସରକାରୀ ଟଙ୍କାକୁ ଜଣେ ଜିଲ୍ଲାପାଳ ଅନିଲ ସାମଲ ତାଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀଙ୍କ ସହାୟତାରେ ଉଠାଇନେଲେ। ଏ…