Webportal

ଉଚ୍ଚଶିକ୍ଷା ଦିଆଯାଉଛି ଏମିତି: ବିଶ୍ଵବିଦ୍ୟାଳୟ ର ୨୩ରୁ ୨୦ ବିଭାଗରେ ନାହାନ୍ତି ପ୍ରଫେସର; ଖାଲି ପଡ଼ିଛି ୭୫ ଅଧ୍ୟାପକ…

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ (ଜିଏମ୍‌ୟୁ)ରେ ଏବେ ଶିକ୍ଷକ ମରୁଡ଼ି। ପ୍ରଫେସର, ଅଧ୍ୟାପକ ସବୁ ପଦ ଖାଲି ପଡ଼ିଛି। ସ୍ଥିତି ଏମିତି ହୋଇଛି ଯେ ଗତ କିଛି ବର୍ଷ ହେଲା ଅତିଥି ଅଧ୍ୟାପକଙ୍କ ଭରସାରେ ଶିକ୍ଷାଦାନ ଚାଲିଛି। ତେବେ, କେତେକ କାରଣରୁ…

ଅନୁଗୁଳ ପୌରପାଳିକା କର୍ମଚାରୀଙ୍କ ନିଆରା ଢଙ୍ଗରେ ଅମୃତ ମହୋତ୍ସବ ପାଳନ

ସାରା ଦେଶ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି।ଅନୁଗୁଳ ପୌରପାଳିକା ଏଥିରୁ ବାଦ ଯାଆନ୍ତା କେମିତି। ସଫେଇ ବା ଅଳିଆ ଉଠାଇବାକୁ ମାସିକ ଫିସ ସହର ବାସୀଙ୍କ ପାଖରୁ ଆଦାୟ କରାଯାଉଛି।ଅଳିଆ ଠିକ ଭାବେ ଉଠୁଛି କି ନା ଏହା ତ ସ୍ଥାନୀୟ ବାସିନ୍ଦା ଭଲ ଭାବେ ଜାଣିଛନ୍ତି।ଏହା ଉପରେ ଏକ…

କାନାଡାରେ ଭାରତୀୟଙ୍କ ଉପରେ ବଢ଼ୁଛି ଘୃଣା ଅପରାଧ; ସାବଧାନ ରହିବାକୁ ପରାମର୍ଶ ଜାରି ହେଲା

କାନାଡାରେ ଅପରାଧ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଏବେ ଭାରତ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏ ପରିପ୍ରେକ୍ଷୀରେ କାନାଡାରେ ରହୁଥିବା ଭାରତୀୟ ନାଗରିକ ଏବଂ ପଢ଼ୁଥିବା ଛାତ୍ରମାନଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମଇଏ)…

ବିକଟ ପରିସ୍ଥିତି: ରାଜ୍ୟରେ ଗତ ୫ ବର୍ଷରେ ୧୪ ହଜାର ୭୫୩ ଶିଶୁ ନିଖୋଜ

ରାଜ୍ୟରେ ଶିଶୁ ନିଖୋଜର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୧୪ ହଜାର ୭୫୩ ଶିଶୁ ନିଖୋଜ ହୋଇଛନ୍ତି। ଓଡ଼ିଶା ପୁଲିସର ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ରିପୋର୍ଟ ଅନୁସାରେ ୨୦୨୧ ବର୍ଷରେ ଶିଶୁ ଗାଏବ ମାମଲା ବିଗତ ବର୍ଷ ମାନଙ୍କ…

ବିଜେପି ନେତାଙ୍କ ବୟାନ:ବିରୋଧୀ ଦଳମାନେ ୨୦୨୪ ନିର୍ବାଚନ ଚିନ୍ତା ଛାଡ଼ି ୨୦୨୯ ପାଇଁ ପ୍ରସ୍ତୁତି କରନ୍ତୁ

ବିରୋଧୀଦଳ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଏବଂ ଦେଶର ଲୋକଙ୍କ ପାଇଁ ସେ କରୁଥିବା କାର୍ଯ୍ୟକୁ ବୁଝିବା ଉଚିତ। ଏହା କହିଛନ୍ତି ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର। ସେ ଆହୁରି କହିଛନ୍ତି ଯେ, ମୁଁ ବିରୋଧୀଙ୍କୁ ପରାମର୍ଶ ଦେଉଛି…

କଂଗ୍ରେସର କଟାକ୍ଷ:ରାଜ୍ୟସଭା ଆସନ ଯିବା ପରେ ହିଁ ଆଜାଦ୍‌ଙ୍କୁ ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଛି

କଂଗ୍ରେସରୁ ଇସ୍ତଫା ଦେବା ପରେ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଆସୁଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ତେବେ ଅଜାଦଙ୍କ ଟାର୍ଗେଟକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଦଳ ପକ୍ଷରୁ କୁହାଯାଇଛି ରାଜ୍ୟସଭା ଆସନ ଯିବା ପରେ ହିଁ ଆଜାଦ୍‌ଙ୍କୁ ଏଭଳି ଦିବ୍ୟଜ୍ଞାନ…

ମୋଦିଙ୍କୁ ଆଙ୍ଗୁଠି ଧରେଇ ରାଜନୀତିକୁ ଆଣିବାର ଏତେ ବଡ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଜାଣି ନ ଥିଲି: ଶରତ ପାୱରଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ମନ୍ତବ୍ୟ ନେଇ ବରିଷ୍ଠ ନେତା ଶରଦ ପାୱାର ଏକ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ କହିଥିଲେ ଯେ ଶରଦ ପାୱାରଙ୍କ ଆଙ୍ଗୁଠି ଧରି ସେ ରାଜନୀତିରେ ପାଦ ଦେଇଛନ୍ତି। ଏହାର ଉତ୍ତରରେ ଶରଦ ପାୱାର କହିଛନ୍ତି ମୁଁ ଜାଣି ନଥିଲି ଯେ ଏଥିପାଇଁ ମୋତେ…

ମହିଳା ବିରୋଧୀ ଅପରାଧ ମାମଲାରେ ଓଡ଼ିଶାରେ ଦଣ୍ଡ ବିଧାନ ହାର ମାତ୍ର ୮.୩%

ମହିଳାଙ୍କ ବିରୋଧରେ ଅପରାଧ ମାମଲା ଓ ଏନେଇ ଦଣ୍ଡ ବିଧାନ ହାର ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଦଣ୍ଡ ବିଧାନ ହାର ମାତ୍ର ୮.୩%। ଏନସିଆରବି ରିପୋର୍ଟ-୨୦୨୧ ଅନୁଯାୟୀ ମିଜୋରାମରେ ଦଣ୍ଡ ବିଧାନ ହାର ସର୍ବାଧିକ ୮୧.୮% ଥିବା ବେଳେ…

ଗୃହ ସହାୟିକାଙ୍କୁ ନିର୍ଯାତନା ଅଭିଯୋଗରେ ବିଜେପି ନେତ୍ରୀ ଗିରଫ

ନିଜ ଘରେ ରଖିଥିବା ଜଣେ ଆଦିବାସୀ ଗୃହ ସହାୟିକ‌ାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ବିଜେପି ନେତ୍ରୀ ସୀମା ପାତ୍ର ଗିରଫ ହୋଇଛନ୍ତି। ପୂର୍ବତନ ଆଇଏଏସ୍‌ ଅଫିସରଙ୍କ ପତ୍ନୀ ସୀମାଙ୍କୁ ବୁଧବାର ଭୋରୁ ରାଞ୍ଚି ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ…

ମଧ୍ୟରାତ୍ରୀରେ କୋର୍ଟରେ ହେଲା ଶୁଣାଣି: ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜାକୁ ମିଳିଲା ଅନୁମତି

ପୂର୍ବ ପ୍ରସ୍ତୁତି ଅନୁସାରେ କର୍ଣ୍ଣାଟକର ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜା ସମାରୋହକୁ ଅନୁମତି ମିଳିଛି। ରାତି ଅଧିଆ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଦେଇଥିବା ଆଦେଶକୁ କାଏମ ରଖି ଅଦାଲତ ଗତକାଲି ମଧ୍ୟରାତ୍ରରେ ଭୂମିରେ ବିଘ୍ନନାଶକଙ୍କ…