Webportal

ଜମ୍ମୁ-କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକ ମଧ୍ୟ ସେଠାରେ ଭୋଟ ଦେଇ ପାରିବେ: ନିର୍ବାଚନ କମିଶନ

ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାର ସୂଚନାଦେଇ କହିଛନ୍ତି ଯେ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର…

ରାହୁଲ ଗାନ୍ଧୀ ଆମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ନୀତିଶଙ୍କ ପ୍ରାର୍ଥୀତ୍ବ ବିଷୟରେ ଜଣାନାହିଁ: ବିହାର ପ୍ରଦେଶ କଂଗ୍ରେସ…

ବିହାରରେ ନୀତିଶ କୁମାର ବିଜେପି ସହ ସମ୍ପର୍କ ଛିନ୍ନ କରି ଆରଜେଡି ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି। ଏହାପରେ ନୀତିଶଙ୍କ ଦଳ ଜେଡିୟୁ ପକ୍ଷରୁ ନୀତିଶ କୁମାର ୨୦୨୪ ନିର୍ବାଚନରେ ମୋଦୀଙ୍କ ବିରୋଧରେ ବିରୋଧୀଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା କରାଯାଉଛି। ତେବେ…

ଭୁବନେଶ୍ବରରେ ଘର ଭିତରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ରାଜଧାନୀ ଭୁବନେଶ୍ବରରେ ଏକ ଘର ଭିତରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଖାରବେଳନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଆଜି କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ମହିଳା ଜଣଙ୍କ ପରିଚୟ ମିଳିଛି । ସେ ହେଉଛନ୍ତି ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ତ୍ରୀ…

ସରକାର କହୁଥିବା ମାଗଣା ଯୋଜନା ଗରିବଙ୍କ ଆବଶ୍ୟକତା: ଅର୍ଥନୀତିଜ୍ଞ ଅରବିନ୍ଦ ସୁବ୍ରମଣ୍ୟନ

ସରକାରଙ୍କ ମାଗଣା ଯୋଜନାକୁ ନେଇ ଚାରିଆଡ଼େ ଆରମ୍ଭ ହୋଇଛି ବିତର୍କ। ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାରଙ୍କ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ। ସେ କହିଛନ୍ତି ଯେ ଜଣଙ୍କ ପାଇଁ ଯାହା ମାଗଣା, ଅନ୍ୟ ଜଣକ ପାଇଁ ତାହା ହେଉଛି…

ମାଗଣା ବଣ୍ଟନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇପାରିବୁ ନାହିଁ : ସୁପ୍ରିମକୋର୍ଟ

ସମାଜ କଲ୍ୟାଣ ନାଁରେ ରାଜନୈତିକ ଦଳମାନେ କରୁଥିବା ମାଗଣା ବଣ୍ଟନ ପ୍ରସଙ୍ଗରେ ପୁଣି ନିଜର ମତ ରଖିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହାକୁ ରୋକିବାକୁ କୋର୍ଟ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । ସରକାରଙ୍କ କର୍ତ୍ତବ୍ୟ ହେଉଛି (ଜନ) କଲ୍ୟାଣମୂଳକ କାମ…

୫୦୦ ଟଙ୍କା ବାଜିରୁ ବିବାଦ ସୃଷ୍ଟି; ମୁଣ୍ଡ କାଟି ୨୫ କି.ମି. ଦୂର ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଲଗାଇ ଥିବା ୫୦୦ ଟଙ୍କା ବାଜିକୁ କେନ୍ଦ୍ର କରି ବିବାଦ ହେବାରୁ ଗାଁ ଭାଇର ମୁଣ୍ଡକାଟି ପକାଇଥିବା ଆସାମର ଜଣେ ବ୍ୟକ୍ତି କଟାମୁଣ୍ଡ ଧରି ୨୫ କିଲୋମିଟର୍‌ ଦୂରରେ ଥିବା ଥାନାରେ ଆତ୍ମସମର୍ପଣ କରିଥିବା କଥା ପୁଲିସସୂତ୍ରରୁ ପ୍ରକାଶ। ପ୍ରାପ୍ତ ସୂଚନା ଅନୁସାରେ,…

୨୦୨୪ରେ ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ତାଳଚେର ସାର କାରଖାନା ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏହି କାରଖାନାରୁ ୨୦୨୪ରେ ଉତ୍ପାଦନ ଆରମ୍ଭ ହେବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧୨.୭ ଏଲ୍‌ଏମ୍‌ଟିପି। ଏଥିରେ କୋଇଲା ବାଷ୍ପୀକରଣ ପ୍ରଯୁକ୍ତିକୁ ବ୍ୟବହାର…

ଏକଛତ୍ରବାଦୀ ମୋଦି ସରକାରଙ୍କୁ ହଟାଇବାକୁ ପଡିବ : ଲାଲୁ ଯାଦବ

ବିହାରରେ ପରିବର୍ତ୍ତିତ ରାଜନୈତିକ ସମୀକରଣ ଏବଂ କ୍ୟାବିନେଟ ସମ୍ପ୍ରସାରଣ ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବୁଧବାର ଲାଲୁ ତାଙ୍କର ପୁରୁଣା ଶୈଳୀରେ ନଜର ଆସିଥିଲେ। ୨୦୨୪ ଲୋକ ସଭା ନିର୍ବାଚନ ରଣନୀତି ସମ୍ବନ୍ଧୀୟ ପ୍ରଶ୍ନ ଉପରେ ସେ…

କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା ପାଇଁ କଡ଼ା ଆଦେଶ ଦେଲା DGCA

ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅର୍ଥାତ୍ ଡିଜିସିଏ କଡ଼ା ଆଦେଶ ଦେଇଛି। ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ୍ ଭାବରେ ମାସ୍କ ପିନ୍ଧିବା ଉଚିତ ବୋଲି ଡିଜିସିଏ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଇଛି। ଯଦି ସେମାନେ ଏହା କରନ୍ତି ନାହିଁ…