Webportal

ସରଗରମ ବିହାର ରାଜନୀତି; ନିତିଶଙ୍କୁ ଛାଡ଼ି ବିଜେପିରେ ଯୋଗଦେଇ ପାରନ୍ତି ରାଜ୍ୟସଭା ଉପାଧକ୍ଷ ହରିବଂଶ ନାରାୟଣ ସିଂ

ରାଜ୍ୟସଭାରେ ଉପାଧକ୍ଷ ଥିବା ଜେଡିୟୁର ହରିବଂଶ ନାରାୟଣ ସିଂହଙ୍କୁ ନେଇ ପୁଣି ବିହାର ରାଜନୀତି ସରଗରମ ହେବାରେ ଲାଗିଛି । କୁହାଯାଉଛି ଯେ ଜେଡିୟୁରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ହରିବଂଶ ନାରାୟଣ ସିଂହ ବିଜେପିରେ ଯୋଗ ଦେଇ ପାରନ୍ତି । ସୂଚନା ଅନୁସାରେ ବିହାର ମୁଖ୍ୟମନ୍ତ୍ରୀ…

ଯାହାର ଘର ନାହିଁ ସେ ତ୍ରିରଙ୍ଗା ଲଗାଇବ କେଉଁଠି ? ଉଦ୍ଧବ ଠାକରେ

ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଏହି ଯୋଜନା ଅନ୍ତର୍ଗତ ଦେଶର ସମସ୍ତ ଘରେ ଅଗଷ୍ଟ ୧୩-୧୫ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ଏହାକୁ ନେଇ…

ଦେଶ ବିଭାଜନର ଭିଡିଓ ଜାରି କରି ନେହେରୁଙ୍କୁ ବିଜେପିର ସମାଲୋଚନା; ପାଲଟା ଯବାବ୍‌ ରଖିଲା କଂଗ୍ରେସ

ଭାରତର ଦ୍ୱିତୀୟ ‘ବିଭାଜନ ବିଷ୍ଣୁ ସ୍ମୃତି ଦିବସ’ ଅବସରରେ ବିଜେପି କଂଗ୍ରେସ ଦଳକୁ ଟାର୍ଗେଟ କରି ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ବିଜେପି ୧୯୪୭ ଘଟଣାରେ ତାହାର ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସାତ ମିନିଟର ଭିଡିଓରେ ଜବାହରଲାଲ ନେହେରୁ ଭାରତ ବିଭାଜନ ପାଇଁ ଦାୟୀ ରହିଥିବା…

ମମତାଙ୍କୁ ବଦନାମ କଲେ ଆମେ ପିଟିବୁ: ଟିଏମସି ବିଧାୟକ

ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ | ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ ଆକ୍ରମଣ କରୁଛି। ଅନ୍ୟପକ୍ଷରେ ଟିଏମସି ନେତାମାନେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଏବଂ ତାଙ୍କ ଉତ୍ତରାଧିକାରୀ ଅଭିଷେକ…

ମଡେଲ ବିଲ୍‌ ଫର୍‌ ଫ୍ଲଡ୍‌ ପ୍ଲେନ ଜୋନିଂ’ ଅଧିନିୟମ: ପାଞ୍ଚ ରାଜ୍ୟ ନେଇନାହାନ୍ତି ପଦକ୍ଷେପ, ଓଡ଼ିଶା ବି ସାମିଲ

ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଆସାମ ପକ୍ଷରୁ ‘ମଡେଲ ବିଲ୍‌ ଫର୍‌ ଫ୍ଲଡ୍‌ ପ୍ଲେନ ଜୋନିଂ’ ଅଧିନିୟମ ପ୍ରସ୍ତୁତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇଛି କି ନାହିଁ ସେ ସଂପର୍କରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ଆକ୍ସନ ଟେକେନ୍‌ ରିପୋର୍ଟ ନିରବ ରହିଛି। ଏହାକୁ ନେଇ…

ବଳପୂର୍ବକ ଋଣ ଅସୁଲି କରିବା ମହଙ୍ଗା ପଡ଼ିବ, ନିୟମକୁ ଶକ୍ତ କଲେ ରିଜର୍ଭ ବ୍ୟାଙ୍କ

ଗ୍ରାହକଙ୍କଠାରୁ ଋଣ ଅର୍ଥ ଅସୁଲ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି। କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ ହରକତ ଓ ନିର୍ଯ୍ୟାତନା ନଦେବା ଲାଗି ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ…

ଘରଭଡ଼ା ଉପରେ ୧୮% ଜିଏସ୍‌ଟି ଲାଗିବ

ଦେଶରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ସରକାର ଲୋକଙ୍କ ଉପରେ ଟିକସ ବୋଝ ଲଦିବାରେ ଲାଗିଛନ୍ତି। କିଛି ଦିନ ପୂର୍ବେ ଚୁଡ଼ା, ମୁଢ଼ି ଭଳି ଗରିବ ଲୋକ ଖାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବା ପରେ ଏବେ ଘର ଭଡ଼ା ଉପରେ ୧୮% ଭଳି ଚଢ଼ା ଦରର ଜିଏସ୍‌ଟି ଲାଗୁ କରାଯାଇଛି।…

ଆରବ ସାଗରରେ ଭାରତୀୟ ଜାହାଜ ବୁଡ଼ିଲା ; ୯ ଜଣଙ୍କ ଜୀବନ ବଞ୍ଚାଇଲା ପାକ୍‌ ନୌସେନା

ଭାରତର ଏକ ଜାହାଜ ଗତ ୯ ତାରିଖରେ ଆରବ ସାଗରରେ ବୁଡ଼ି ଯାଇଥିଲା। ଫଳରେ ଜାହାଜରେ ଥିବା କର୍ମଚାରୀ ମଧ୍ୟ ବୁଡ଼ି ଯାଉଥିଲେ। କିନ୍ତୁ ପାକିସ୍ତାନୀ ନୌସେନା ସେମାନଙ୍କୁ ଜଳରୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛି। ବାଲୁଚିସ୍ତାନ ପ୍ରଦେଶର ଗ୍ବାଦର ଉପକୂଳ ସହର ନିକଟରେ ଏହି ଘଟଣା ଘଟିଥିଲା।…

ଗମ୍ଭୀର ଆରୋପ; କର୍ଣ୍ଣାଟକରେ ସରକାରୀ ଚାକିରି ପାଇବା ପାଇଁ ଯୁବତୀମାନଙ୍କୁ ଦେହ ଦାନ କରିବାକୁ ପଡୁଛି: କଂଗ୍ରେସ ନେତା

ସରକାରୀ ଚାକିରି ଖଣ୍ଡେ ପାଇବା ଲାଗି ପୁରୁଷମାନଙ୍କୁ ଲାଞ୍ଚ ଦେବାକୁ ପଡୁଥିବା ବ‌େଳେ ମହିଳାମାନଙ୍କୁ ଦେହ ଦାନ କରିବାକୁ ପଡୁଛି ବୋଲି ‘ବିଜେପି’ ନେତୃତ୍ବାଧୀନ କର୍ଣ୍ଣାଟକ ସରକାର ବିରୋଧରେ ଶୁକ୍ରବାର ଦିନ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ବିଧାୟକ ପ୍ରୟିଙ୍କ ଖଡ୍‌ଗେ…

ଜଳସ୍ତର ବଢୁଥିବାରୁ ହୀରାକୁଦ ଡ୍ୟାମ୍‌ର ବଢୁଛି ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ, ସମ୍ବଲପୁରରେ ୧୦୦୫ ଲୋକଙ୍କୁ…

ଗତ ୪ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କ‌ାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଜି ପୂର୍ବାହ୍ନ ପରଠାରୁ ବିଳମ୍ବିତ ସନ୍ଧ୍ୟା ଯାଏଁ ପର୍ଯ୍ୟାୟକ୍ରମେ ୧୪ଟି ଗେଟ୍‌ ଖୋଲାଯାଇଛି। କାଲି ପର୍ଯ୍ୟନ୍ତ ଜଳଭଣ୍ଡାରରୁ ୨୦ଟି ଗେଟ୍‌ ଖୋଲି…