Webportal

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି

ଲକ୍ଷ୍ମୀ ପୂଜାପାଈଁ ଅନୁଗୁଳ ପୋଲିସ ର ବ୍ୟାପକ ପ୍ରସ୍ତୁତି।ପ୍ରଥମ ଥର ପାଇଁ ବାଇକ ପେଟ୍ରୋଲି ବ୍ୟବସ୍ଥା ଓ ବୁଲିବେ ପୁଲିସର ଶକ୍ତି ବାହିନୀ।ଯୁବା ଏସପି ରାହୁଲ ଜେନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଗୁଳ ଜିଲ୍ଲା ପୋଲିସ ଚକିତ ବର୍ଷ ଲକ୍ଷ୍ମୀପୂଜା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରାଇବା…

ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶି ମାର୍ଲେନା

ଦିଲ୍ଲୀର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେଲେ ଆତିଶି  । ଆଜି ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଙ୍କୁ…

ସୁଭଦ୍ରା ଯୋଜନା କେତେ ଲାଭଦାୟକ ?

ସୁଭଦ୍ରା ଯୋଜନା କେତେ ଲାଭଦାୟକ ?ନିରୀହ ମହିଳା ଠକାମୀ ର ଶିକାର ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତରେ ଆସି ନିଜ ଜନ୍ମଦିନକୁ ସ୍ମରଣୀୟ କହିବାକୁ ରାଜ୍ୟରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଛନ୍ତି।କଣ ସତରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଓଡିଶାର ନିରୀହ ମହିଳା ମାନଙ୍କ ପାଇଁ…

ଭରତପୁର ଥାନା ମାମଲା: ଭିଡିଓ କିଛି କହୁଛି

ଆମକୁ ଭରତପୁର ଥାନା ମାମଲାରେ ମିଳିଥିବା ଭିଡିଓ କିଛି କହିବାକୁ ଚେଷ୍ଟା କରୁଛି। ଭିଡିଓ କୁ ଦେଖିଲେ ସେଦିନ ରାତିରେ ଡିଉଟି ରେ ଥିବା ତମାମ ପୋଲିସ ବାଲାଙ୍କ ଉପରୁ ଆଙ୍ଗୁଠି ଆପେ ଆପେ ହଟୀ ଯାଉଛି।ସମଗ୍ର ରାଜ୍ୟରେ ଚହଳ ପକାଇଥିବା ଭୁବନେଶ୍ବର ଭରତପୁର ଆଦର୍ଶ ଥାନା ମାମଲାର ଭିଡିଓ ଆମ ହସ୍ତଗତ…

ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳକୁ ବୃଦ୍ଧି କଲେ ରାଜ୍ୟ ସରକାର

୧୯୯୦ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଡିଜି ୱାଇବି ଖୁରାନିଆ ସର୍ବନିମ୍ନ ୨ବର୍ଷ ପାଇଁ ରାଜ୍ୟ ପୁଲିସ ଡିଜି ପଦବୀରେ ରହିବେ । ୨୦୨୪ ଅଗଷ୍ଟ ୧୬ତାରିଖରୁ ତାଙ୍କର ଏହି ୨ବର୍ଷିଆ କାର୍ଯ୍ୟକାଳ ଆରମ୍ଭ ହୋଇଛି ଯାହାକି ୨୦୨୬ ଅଗଷ୍ଟ ୧୬ତାରିଖରେ ଶେଷ ହେବ ।ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି…

ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ।କୃଷକ ସମୃଦ୍ଧି ଯୋଜନାରେ ଚାଷୀ ସର୍ବାଧିକ ଲାଭବାନ ହେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ।ଚଳିତ ବର୍ଷରେ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ।ଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ସଂଗ୍ରହ ହେବ।ଇ-ବାହନ ଆପ୍‌ ଯୋଗେ ହେବ…

ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ ବିଜ୍ଞାନ ମେଳା- ୨୦୨୪-୨୫ ଅନୁଷ୍ଠିତ

ଅନୁଗୁଳ ସହର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା -୨୦୨୪-୨୫ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପବିତ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଟାଉନ…

ଛୁରୀ ଭୂଷି ଯୁବକ ଙ୍କୁ ହତ୍ୟା

ଛୁରୀ ଭୂଷି ଯୁବକ ଙ୍କୁ ହତ୍ୟା।ଗତ କାଲି ଆଠମଲ୍ଲିକ ଅଞ୍ଚଳର କର୍ମା ପୂଜାରେ ଏକ ଅଘଟଣ ଘଟି ଯାଇଛି। କିଶୋର ନଗର ଅଞ୍ଚଳର ଦୁଇ ଜଣ ଯୁବକ ଆଠମଲ୍ଲିକ ସହର କୁ କର୍ମା ପୂଜା ଦେଖି ଯାଇଥିଲେ। ଉଭୟ ହେଲେ ବାରଷା ମିର୍ଦ୍ଧା (୨୫) ଏବଂ ତାଙ୍କର ମଉସା ଅନୁଗୁଳ ଅଞ୍ଚଳର ବାପୁନ ବେହେରା ।ଉଭୟ ଆଠମଲ୍ଲିକ…

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଏକ ନିଆରା କାର୍ଯ୍ୟକ୍ରମ ‘ନିନାଦ’

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଏକ ନିଆରା କାର୍ଯ୍ୟକ୍ରମ ‘ନିନାଦ’।ଦିବ୍ୟାଙ୍ଗ ମାନେ ଆମ ଠାରୁ ଅଧିକ କରି ଦେଖାଉଛନ୍ତି। ଭଗବାନଙ୍କର ସେମାନଙ୍କ ଉପରେ ସ୍ବତନ୍ତ୍ର ଆଶୀର୍ବାଦ ରହିଛି।ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ସମାଜର ଦାୟିତ୍ବ –…