Webportal

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ଜେଜେଏମ୍‌ ଯୋଜନାରେ ୩ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ…

ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜେଜେଏମ୍‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି। ରାଜ୍ୟର ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ…

ଡୋନାଲ୍‌ଡ ଟ୍ରମ୍ପ ହ୍ବାଇଟ୍ ହାଉସ୍ କାଗଜପତ୍ର ପାଇଖାନାରେ ଫ୍ଲସ୍ କରୁଥିଲେ

ଆମେରିକୀୟ ସାମ୍ବାଦିକ ମାଗି ହାବରମ୍ୟାନ ଦାବି କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଖାନାରେ ପକାଇ ଫ୍ଲସ୍ ମାରିଦେଉଥିଲେ। ସିଏନ୍‌ଏନ୍‌ ପକ୍ଷରୁ ସୋମବାର ଏ ସମ୍ପର୍କିତ ଏକ ଫଟୋ ପ୍ରକାଶ କରାଯାଇଛି, ଯେଉଁଥିରେ…

ମମତାଙ୍କୁ ଆଲ୍ଲାଙ୍କ ସହ ତୁଳନା: ବିବାଦରେ ଟିଏମ୍‌ସି ବିଧାୟକ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲ୍ଲାଙ୍କ ସହ ତୁଳନା କରି ଅଡ଼ୁଆରେ ପଡ଼ିଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ଡକ୍ଟର ନିର୍ମଳ ମାଜି। ମାଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଲିକତା ହାଇକୋର୍ଟରେ ଏକ ପିଆଇଏଲ ଦାଖଲ କରାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି, ବିଧାୟକ…

ମହଙ୍ଗା ପାଇଁ କ’ଣ ମୋ ଛୁଆଙ୍କୁ ମାରି ପକାଇବି: ପାକିସ୍ତାନୀ ମହିଳା

ମୁଦ୍ରାସ୍ଫୀତି ଯୋଗୁଁ ପାକିସ୍ତାନରେ ବିଶେଷ କରି କରାଚୀ ନଗରୀରେ ଔଷଧ, ତେଜରାତି ଏବଂ ବିଜୁଳି ଦର ଅତ୍ୟନ୍ତ ମହଙ୍ଗା ହୋଇଯାଇଥିବାରୁ ବ୍ୟତିବ୍ୟସ୍ତ ହୋଇ ଜଣେ ମହିଳା କହିଛନ୍ତି, ମୋ ପିଲାଙ୍କୁ ଖାଇବାକୁ ଦେବି ନା, ମାରି ପକାଇବି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓରେ…

ବିମାନ ଟିକଟ ଉପରୁ ହଟିଲା କଟକଣା: ଆସନ୍ତା ମାସରୁ କମିବ ଭଡ଼ା

କରୋନା ମହାମାରୀ ସମୟରେ ୨୦୨୦ ମେ’ ୧ ତାରିଖରେ ବିମାନ ଟିକଟ ଦାମ୍‌ର ଯେଉଁ ସୀମା ନିର୍ଧାରଣ କରାଯାଇଥିଲା ତାହାକୁ ଅଗଷ୍ଟ ୩୧ରୁ ପ୍ରତ୍ୟାହାର କରାଯିବ ବୋଲି ଆଜି ଘୋଷଣା କରାଯାଇଛି। ଏହି କଟକଣା ହଟିବା ପରେ ବିମାନ ଟିକଟ ଦାମ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଦେଶ ଭିତରେ ବିମାନ ଚଳାଚଳ…

ଗୋରୁ ଚୋରାଚାଲାଣ ମାମଲାରେ ମମତା ବାନାର୍ଜୀଙ୍କ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ‘ସିବିଆଇ’

୨୦୨୦ ଗୋରୁ ଚୋରାଚାଲାଣ ମାମଲାରେ ଆଜି ‘ସିବିଆଇ’ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଘନିଷ୍ଠ ସହଯୋଗୀ ତଥା ବୀରଭୂମ ଜିଲ୍ଲା ‘ଟିଏମ୍‌ସି’ ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି। ଏହା ପୂର୍ବରୁ ମଣ୍ଡଳ ୧୦ ଥର ‘ସିବିଆଇ’ର ସମନ୍‌ ଏଡ଼ାଇ ଥିଲେ।…

ମଦ ନିଶାରେ ଘରକୁ ଫେରିବା ପାଇଁ ଚୋରି କଲେ ସରକାରୀ ବସ୍‌

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ବିଳମ୍ବିତ ରାତିରେ ଘରକୁ ଫେରିବା ପାଇଁ କୌଣସି ଉପାୟ ନ ପାଇବାରୁ ଏକ ସରକାରୀ ବସ୍‌ ଚୋରି କରିଛନ୍ତି। ସରକାରୀ ବସ୍ ନିଖୋଜ ହେବା ପରେ ଯେତେବେଳେ ପୁଲିସ ଖୋଜାଖୋଜି ଆରମ୍ଭ କଲା, ସେତେବେଳେ ବସ୍‌ଟି…

ବାହାଘରିଆ ଗାଡ଼ିରେ ଆସି ଆୟକର ଟିମ୍‌ ଜବତ କଲେ ୫୮ କୋଟି ନଗଦ ଟଙ୍କା ଓ ୩୨ କିଲୋ ସୁନା

ଅଗଷ୍ଟ ୧ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟକର ବିଭାଗ ଅଧିକାରୀମାନେ ମହାରାଷ୍ଟ୍ରର ଇସ୍ପାତ, ଲୁଗା ଏବଂ ରିୟଲ୍‌ ଇଷ୍ଟେଟ୍‌ ଡେଭ୍‌ଲପର୍‌ ଆଦି ଶିଳ୍ପପତିଙ୍କ ଘରେ ଚଢ଼ାଉ କରି ୫୮ କୋଟି ନଗଦ ଟଙ୍କା ଏବଂ ୩୨ କିଲୋ ସୁନା ସମତେ ୩୯୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ସାଧାରଣରେ…

କୋଭାକ୍ସିନ ଓ କୋଭିସିଲ୍‌ଡ ନେଇଥିବା ବୟସ୍କ ବ୍ୟକ୍ତି ପ୍ରିକସନ ଡୋଜ୍ ଭାବେ କର୍ବେଭାକ୍ସ ନେଇପାରିବ

ପୂର୍ବରୁ କୋଭାକ୍ସିନ ବା କୋଭିସିଲ୍‌ଡ ଟିକା ନେଇଥିବା ୧୮ ବର୍ଷରୁ ଊର୍ଦ୍ଧ୍ବ ଯେକୌଣସି ବ୍ୟକ୍ତି ପ୍ରିକସନ ବା ବୁଷ୍ଟର ଡୋଜ୍ ଭାବେ ବାୟୋଲୋଜିକାଲ ଇ’ର କର୍ବେଭାକ୍ସ ନେଇପାରିବ ବୋଲି ସରକାର ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମ ଥର ପାଇଁ କୋଭିଡ୍‌-୧୯ର ପ୍ରତିଷେଧ ନିମନ୍ତେ ପ୍ରାଥମିକ…

ପ୍ଲସ ଥ୍ରୀ ବା ଯୁକ୍ତ୩ ନାମଲେଖା ପାଇଁ ଆଜିଠୁ ଆବେଦନ ; ୧୦୦୪ କଲେଜରେ ଅଢ଼େଇ ଲକ୍ଷ ସିଟ୍‌

ଉଚ୍ଚଶିକ୍ଷା ବିଭାଗ ଅଧୀନ ସ୍ବୟଂଶାସିତ ଓ ଡିଗ୍ରି ମହାବିଦ୍ୟାଳୟରେ ସ୍ନାତକ(ଯୁକ୍ତ୩) ପାଠ୍ୟକ୍ରମରେ ନାମଲେଖା ଲାଗି ଗୁରୁବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀ ସାମ୍‌ସ ୱେବସାଇଟ୍ ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍‌) ପୂରଣ କରି ଅଗଷ୍ଟ ୨୫ ପର୍ଯ୍ୟନ୍ତ ଆବେଦନ…