Webportal

ଧନ୍ୟ ପୋଷ୍ଟମାଷ୍ଟର; ଅଳିଆ ଗଦା ଓ ମାଟି ତଳୁ ଉଦ୍ଧାର ହେଲା ଆଧାର କାର୍ଡ

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଡରାବ ଗାଁରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ପୋଷ୍ଟମାଷ୍ଟରଙ୍କ ପର୍ଶୁଧର ରଣ ସିଂ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ । ଲୋକଙ୍କ ନାଁରେ ପୋଷ୍ଟ ଅଫିସକୁ ଆସିଥିବା ଆଧାର କାର୍ଡ କୁ ଲୋକଙ୍କ ପାଖରେ ନ ପହଞ୍ଚାଇ ତାକୁ ଅଳିଆ ଗଦାକୁ…

ପୋଲିସ ମେସରେ ଖରାପ ଖାଦ୍ୟ, କାନ୍ଦିଲେ କର୍ମଚାରୀ

ପୋଲିସ ମେସରେ ଖରାପ ଖାଦ୍ୟ?  କାନ୍ଦି କାନ୍ଦି କହିଲେ ପୋଲିସ କନଷ୍ଟେବଳ। ବୁଧବାର ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ଜଣେ ପୋଲିସ୍ କନଷ୍ଟେବଳଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  ରାସ୍ତାରେ ଠିଆ ହୋଇ ପୋଲିସ୍ ମେସରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଉପରେ କହି କାନ୍ଦୁଛନ୍ତି…

ଜମିବାଡ଼ି ବିବାଦକୁ ନେଇ ବଡ଼ ଭାଇକୁ ପିଟିପିଟି ମାରିଦେଲେ ବାପା ଓ ପୁଅ

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲରେ ବିଭତ୍ସ ହତ୍ୟା। ବଡ଼ ଭାଇକୁ ପିଟିପିଟି ମାରିଦେଲେ ବାପା ଓ ପୁଅ। ମୃତକ ହେଲେ ଯୁବରାଜପୁର ଗ୍ରାମର ଝରିଆ ବାରିକ। ଝରିଆଙ୍କୁ ବାପା ସୁବାଷ ବାରିକ ଓ ପୁଅ ଅଶିତ ବାରିକ ବଜାର ଉପରେ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିପିପିଟି ହତ୍ୟା କରିଛନ୍ତି। ଜମିବାଡ଼ି…

ପୁଣି ଭାରରେ ବୁହାହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା। ଭାରରେ ବୁହାହେଲେ ଗର୍ଭବତୀ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ଦୟାନୀଧି କଣ୍ଡାଗରୀଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି କଣ୍ଡାଗରୀଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ଵୁଲାନ୍ସ…

ଛାତିଏ ପାଣିରେ ପଶି ନାଳ ଡେଇଁ ମଶାଣି ଗଲା ମୃତଦେହ

ଛାତିଏ ପାଣି ବୋହୁଥିବା ନାଳାକୁ ଡେଇଁ ଶ୍ମଶାନ ଗଲା ଶବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଗାଁ ଶ୍ମଶାନକୁ ରାସ୍ତା ନଥିବାରୁ ମୃତକଙ୍କ ଆତ୍ମୀୟ ସ୍ୱଜନ ୪-୫ଫୁଟ୍‌ ପାଣି ବୋହୁଥିବା ଏକ ନାଳ ପାର ହୋଇ ଶବକୁ ଶ୍ମଶାନକୁ ନେଇଥିଲେ । ନାଳ ଆର ପାଶ୍ୱର୍ରେ ଥିବା ଶ୍ମଶାନରେ ସତ୍କାର…

କର୍ମଚାରୀଙ୍କ ଦରମାରୁ କାଟି ରେଲୱେ ଦେବ ପ୍ରତ୍ୟେକଙ୍କୁ ତ୍ରିରଙ୍ଗା: ଜୋର୍ ଧରିଲା ପ୍ରତିବାଦ 

ସ୍ୱାଧୀନତା ଦିବସ ପୂର୍ବରୁ ୧୩ରୁ ୧୫ ଅଗଷ୍ଟ ଯାଏଁ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକାରୀ କରିବ। ଏନେଇ ମୋଦି ସରକାରଙ୍କ ଆହ୍ବାନ ପରେ ଏହି ଅଭିଯାନରେ ରେଲୱେର ପ୍ରତ୍ୟେକ କର୍ମଚାରୀ ନିଜ ଘରେ ଜାତୀୟ ପତାକା ଉଡାଇବେ । ଏଥିପାଇଁ ରେଲୱେ ନିଜର ପ୍ରତ୍ୟେକ କର୍ମଚାରୀଙ୍କୁ ଘରେ ଉଡାଇବା ପାଇଁ…

ଦୋଷୀ ସାବ୍ୟସ୍ତ ହେଇ ଅଦାଲତରୁ ଫେରାର ହେଲେ ଉତ୍ତର ପ୍ରଦେଶ ମନ୍ତ୍ରୀ

ଶନିବାର ଦିନ ‘୧୯୯୧ ଆର୍ମସ୍‌ ଆକ୍ଟ୍‌’ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ‘ଏମ୍‌ଏସ୍‌ଏମ୍‌ଇ’ ମନ୍ତ୍ରୀ ରାକେଶ ସଚାନ୍‌ ରାୟ ଶୁଣାଣି ପୂର୍ବରୁ ଅଦାଲତରୁ ବାହାରି ଚାଲିଯାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ପରେ ରାକେଶ…

ଚୀନରେ ଲକ୍ ଡାଉନ୍ ପାଇଁ ଫସିଲେ ୮୦ ହଜାର ପର୍ଯ୍ୟଟକ

ପ୍ରାୟ ୧ ନିୟୁତ ଲୋକ ବସବାସ କରୁଥିବା ଚୀନ୍‌ ହାଇନାନ ପ୍ରଦେଶର ରାଜଧାନୀ ସାନ୍ୟା ନଗରୀ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା। ଅନେକ ସମୟରେ ଏହାକୁ ‘ଚୀନ୍‌ର ହାୱାଇ’ ବୋଲି କୁହାଯାଏ। କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଶନିବାର ଚୀନ୍ ସରକାର ଏହି ମହାନଗରୀକୁ ତାଲାବନ୍ଦ ଘୋଷଣା…

ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର? କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ

ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ସରକାରକୁ ଟ‌ାର୍ଗେଟ କରିଛନ୍ତି। ବରୁଣ ଗାନ୍ଧୀ ଟୁଇଟ୍ କରି ପଚାରିଛନ୍ତି ଯେ, ‘ସରକାରୀ ରାଜକୋଷ ଉପରେ ପ୍ରଥମ ଅଧିକାର କାହାର ଅଛି?’ ଏଥିସହ ସେ କହିଛନ୍ତି ଯେ, ବାଣ୍ଟୁଥିବା ଲୋକଙ୍କଠାରୁ ସତର୍କ ରହିବା ଉଚିତ୍ ବୋଲି ସରକାର କହୁଥିବା ବେଳେ ନିଜେ…

ନୀତିଶ କୁମାରଙ୍କ ପରେ ନୀତି ଆୟୋଗ ବୈଠକକୁ ମଧ୍ୟ ଯିବେନି କେସିଆର, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ

ଆଜି ନୂଆଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ୭ମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ୨୦୧୯ ପରେ ଏହା ପ୍ରଥମ ପ୍ରତ୍ୟକ୍ଷ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । କିନ୍ତୁ ଏହି ବୈଠକରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)…