Webportal

ଖଟିଆରେ ବୁହାହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା। ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। ଡାକ୍ତରଖାନା ଯିବା ରାସ୍ତାରେ ପ୍ରସବ କଲେ ଗର୍ଭବତୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ମାତ୍ର ୪ କି.ମି.ଭିତରେ ଥିବା ଖମୁଡ଼ିହା ଗ୍ରାମର ପୁରୁଣାପାଣି ସାହିରେ ଏଭଳି ଘଟଣା ଘଟିଛି।…

ଭାରତ ପ୍ରଭାବରେ ଚୀନ୍‌ ଗୁଇନ୍ଦା ଜାହାଜକୁ ରୋକିଲା ଶ୍ରୀଲଙ୍କା

ଭାରତର ଚାପ ଯୋଗୁ ହମ୍ବନଟୋଟା ବନ୍ଦର ଅଭିମୁଖେ ଆସୁଥିବା ଚୀନ୍‌ର ଗୁଇନ୍ଦା ଜାହାଜ ୟୁଆନ ୱାଙ୍ଗ-୫କୁ ଶ୍ରୀଲଙ୍କା ସରକାର ଅଟକାଇଛନ୍ତି । ଏହି ବିଷୟରେ ଅଧିକ ଆଲୋଚନା ନ ହେବା ପର୍ଯ୍ୟନ୍ତ ଉକ୍ତ ଜାହାଜକୁ ବନ୍ଦରକୁ ନ ଆଣିବା ଲାଗି ଶ୍ରୀଲଙ୍କା ସରକାର ଚୀନ୍‌କୁ ଅନୁରୋଧ କରିଥିବା ଜଣାପଡିଛି ।…

ଗୁଜରାଟରେ ୨୭ ବର୍ଷ ଲଗାତାର ଶାସନର ଫଳ: ବଢ଼ିଯାଇଛି ବିଜେପିର ଅହଙ୍କାର ଓ ମଦ ବେପାର : ଅରବିନ୍ଦ କେଜ୍ରିୱାଲ

ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ୍) ନିଜ ନିଜର ରଣକ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଦୁଇଦିନିଆ ଗୁଜରାଟ ଗସ୍ତରେ ଆସିଥିବା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ଭାଜପାକୁ ଟାର୍ଗେଟ…

ଚୋରା ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଟ୍ରକ୍: ୧୦ରୁ ଅଧିକ ଗାଈଙ୍କର ମୃତ୍ୟୁ

ଚୋରା ଚାଲାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଗୋରୁ ବୋଝେଇ ଟ୍ରକ୍ । ଫଳରେ ୧୦ ରୁ ଅଧିକ ଗାଈ ମୃତ୍ୟୁ ବରଣ କରିଛନ୍ତି। ୧୬ ଜାତୀୟ ରାପଥ ନିକଟ ବ୍ରଜନଗର ଠାରେ ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଛି ଗୋରୁ ବୋଝେଇ ଗାଡ଼ି । ସୂଚନା ଅନୁଯାୟୀ, ରବିବାର ସକାଳୁ ଭଦ୍ରକରୁ ଭୁବନେଶ୍ୱର ଆଡ଼କୁ…

ଆକ୍ରମଣ ଭୁଲିଗଲେ ବିରୋଧୀ: ଗୋଟିଏ ବି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଦେଖାଇଲେନି

ବିଧାନସଭା ଅଧିବେଶନର ଶେଷ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଗୃହ କମିଟି ଗଠନ ହୋଇଥିଲା। ତିନି ମାସ ମଧ୍ୟରେ କମିଟିର ସମୟ ହେଲାନି ପୁରୀ ଯିବାକୁ। କାହିଁକି କମିଟି ପୁରୀ ଗଲାନି, ତାହାର କାରଣ ଏଥର ଅଧିବେଶନରେ ଖୋଜିଲେନି ବିରୋଧୀ। କାଶୀପୁରରେ ହଇଜାରେ ମୁଣ୍ଡ ଗଡ଼ିଲା।…

ରାଜସ୍ଥାନ ବିଧାୟକଙ୍କୁ ରାଜ୍ୟସଭା ଭୋଟ୍‌ ପାଇଁ ୨୫ କୋଟି ଅଫର୍‌ ମିଳିଥିଲା

ରାଜସ୍ଥାନର ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି, ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନରେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାପାଇଁ ତାଙ୍କୁ ୨୫ କୋଟି ଟଙ୍କା ଅଫର୍‌ ମିଳିଥିଲା। କିନ୍ତୁ ସେ ଏହାକୁ ଅଗ୍ରାହ୍ୟ କରିଥିଲେ। ବହୁଜନ ସମାଜ…

ପ୍ରତିଶ୍ରୁତି ଦେଇଥିଲେ ୭ଟି ଡାକ୍ତରଖାନା କରିବାକୁ କେଜ୍ରିୱାଲ; ହେଲେ ବର୍ଷକ ମଧ୍ୟରେ ଗୋଟିଏ ବି ହେଲାନାହିଁ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେଖାଯାଇଥିବା ସ୍ୱପ୍ନର ବାସ୍ତବତା ନେଇ ଏବେ ଏକ ସୂଚନା ଅଧିକାର ରିପୋର୍ଟରେ ପ୍ରକାଶ ପାଇଛି। ଗତ ବର୍ଷ ଦିଲ୍ଲୀରେ ଡାକ୍ତରଖାନା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଫମ୍ପା ଥିଲା ଏବଂ ତାହା…

ମୁକ୍ତା ଯୋଜାନା ଅଧୀନରେ ୫୦ ମିନି ପାର୍କ ନିର୍ମାଣ କରିବ BMC

ସହରରେ ସବୁଜ ଆବରଣ ବୃଦ୍ଧି ଓ ସ୍ଥାନୀୟ ସମ୍ପ୍ରଦାୟର ଶାରୀରିକ ବ୍ୟାୟାମ ପାଇଁ ଉପଯୁକ୍ତ ସ୍ଥାନ ଯୋଗାଇବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ସହରରେ ୫୦ଟି ମିନି ପାର୍କ ନିର୍ମାଣ କରିବାକୁ ଯୋଜନା କରିଛି। ସରକାରୀ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଯଥା…

ଅନୁଗୁଳରେ ଟ୍ରକ୍ ଟର୍ମିନାଲ କିପରି ହେବ ; ସରକାରୀ ନା ନିଜସ୍ଵ ଜାଗାରେ

ସଂପ୍ରତି ଅନୁଗୁଳ ଜିଲ୍ଲାପାଳ ଟ୍ରକ୍ ଟର୍ମିନାଲ ପାଇଁ ସ୍ଥାନୀୟ ଟ୍ରକ୍ ମାଲିକ ସଂଘ କୁ ଜାଗା ବା ଜମି ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜମି ଚିହ୍ନଟ ହୋଇଛି ଶାବଳଭଙ୍ଗା ଗ୍ରାମରେ। ଦୀର୍ଘଦିନର ଦାବି ଥିଲା ଜାଗା ଖଣ୍ଡେ ପାଇଁ। କାରଣ ସ୍ଥାନୀୟ ଅଞ୍ଚରରେ ଟ୍ରକ୍ ସଂଖ୍ୟା ବୃଦ୍ଧି…