Webportal

୨୦୨୪ ରେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ବାଟ ଖୋଲୁଛି ବିଜେପି

ଏକଥା କୁ କୌଣସି ରାଜନୈତିକ ଦଳ ମନା କଲି ପାରିବେ ନାହିଁ ଯେ ଦଳ ଚଳାଇବା ପାଇଁ ଓ ନିର୍ବାଚନ ଲଢ଼ିବା ପାଇଁ ଆଜି ଯୁଗରେ ଅଜସ୍ର ଟଙ୍କାର ଆବଶ୍ୟକତା ରହିଛି। ତେଣୁ ଚାନ୍ଦା ଆଦାୟ ହେଉ, ଦୁର୍ନୀତି କରି ହେଉ କିମ୍ବା ଅନ୍ୟ କେଉଁ ଆକାରରେ ହେଉ ଶାସକ ଏବଂ ବିରୋଧି ସମସ୍ତ ରାଜନୈତିକ ଦଳ ଓ…

ପଶ୍ଚିମବଙ୍ଗ ରାସନ୍ ମଡେଲ’ ଲାଗୁକର ; ଦାବିକଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ

ଦରବୃଦ୍ଧିକୁ ବିରୋଧ କଲେ ପ୍ରଧାନମନ୍ତ୍ରୀଙ୍କ ଭାଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ତଥା ଅଲ ଇଣ୍ଡିଆ ଫେୟାର ପ୍ରାଇସ ସପ୍ ଡିଲର ଫେଡେରେସନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦୀ ମଙ୍ଗଳବାର ଦିନ ସଂଗଠନର ବିଭିନ୍ନ ଦାବି ସହିତ ନୂଆଦିଲ୍ଲୀ ଯନ୍ତରମନ୍ତରରେ ଧର୍ମଘଟ କରିଥିଲେ। ପ୍ରହ୍ଲାଦ…

ମଦ ବିକ୍ରି ପାଇଁ ଆଇନକାନୁନକୁ ଜଳାଞ୍ଜଳି ଦେଉଛି ଅବକାରୀ ବିଭାଗ

ଜନଗହଳିପୂର୍ଣ୍ଣ ରାସ୍ତା କଡରେ ମଦ ବାର ଖୋଲିବାକୁ ସବୁ ନିୟମକୁ ଜଳାଞ୍ଜଳି ଦେଇଛି ଅବକାରୀ ବିଭାଗ । ଯେଉଁ ରାସ୍ତା ଦେଇ ପ୍ରତିଦିନ ଶହଶହ ଛାତ୍ର ଛାତ୍ରୀ ସ୍କୁଲ ଓ କଲେଜ ଯାଉଛନ୍ତି ସେହି ରାସ୍ତା କଡରେ ମଦ ବାର ଖୋଲିବା ପାଇଁ କାହିଁକି ଅବକାରୀ ବିଭାଗ ତତ୍ପର ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।…

୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ରାଜସ୍ୱ ନିରୀକ୍ଷକ; ଭିଜିଲାନ୍ସ କଲା ଗିରଫ

ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଆରଆଇ ହେଲେ ଡଲି ସେଠୀ। ସୂଚନା ଅନୁସାରେ ବଇଞ୍ଚା ଆର୍‌ଆଇ ଡଲି ସେଠୀ  ମୃତ୍ୟୁକାଳୀନ ସହାୟତାର…

ଜଙ୍ଗଲ ହୋଇନାହିଁ ବନୀକରଣ; ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦେଇଛି ବିପୁଳ ରାଜସ୍ବ ହାନି : ସିଏଜି

ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ରିପୋର୍ଟ ଉପସ୍ଥାପନ ହୋଇଛି । ରିପୋର୍ଟରେ ରାଜ୍ୟ ସରକାରଙ୍କ କେତେକ ବିଭାଗ ଓ ଉଦ୍ୟୋଗର କେତେକ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଜାତୀୟ ଜଙ୍ଗଲ ନୀତି…

ଭୋଟର ତାଲିକାରେ ଆଧାର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ

କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି | ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ କରାଯାଇଛି। ୩ ଦିନ ପୂର୍ବରୁ ଅଧିବେଶନ ଶେଷ ହୋଇଛି । ଜୁଲାଇ ୨ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। ୨୧ଟି କାର୍ଯ୍ୟ ଦିବସ ବସିଥିଲା। ଏହି ସମୟ ମଧ୍ୟରେ ୧୧ଟି…

ଆତ୍ମହତ୍ୟା କଲେ ଏନ ଟି ରାମାରାଓଙ୍କ ଝିଅ ଉମା ମାହେଶ୍ବରୀ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ସାନ ଝିଅ କେ. ଉମା ମାହେଶ୍ବରୀଙ୍କ ମୃତ ଦେହ ତାଙ୍କ ହାଇଦ୍ରାବାଦ ଜୁବୁଲି ହିଲସ୍ଥିତ ବାସଭବନରୁ ମିଳିଛି । ସେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ନିଜର ଖରାପ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ସେ ବିଗତ କିଛି ମାସ ଧରି ମାନସିକ…

ପଶ୍ଚିମବଙ୍ଗରେ ହେବ ୭ଟି ନୂଆ ଜିଲ୍ଲା: ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ୭ଟି ନୂଆ ଜିଲ୍ଲା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବରୁ ପଶ୍ଚିମବଙ୍ଗରେ ୨୩ଟି ଜିଲ୍ଲା ଥିଲା ଏବେ ଏହାକୁ ବଢାଇ ୩୦ କରାଯିବ ବୋଲି କହିଛନ୍ତି । ୭ଟି ନୂଆ ଜିଲ୍ଲାରେ…

ବିଜେପି ଶାସନ ସହିତ ଇଂରେଜ ଶାସନର ତୁଳନା କଲେ ଶରତ ପାୱାର

ସଂସଦରେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିର ଅହଂକାର ବହୁତ ବଢ଼ିଯାଇଛି। ଦେଶରେ ବିଜେପି ଶାସନକୁ ଇଂରେଜ ଶାସନ ସହ ତୁଳନା କରି ଏନସିପି ନେତା ଶରଦ ପାୱାର ଏହା କହିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଅହଂକାର ସାଧାରଣ ଜନତାଙ୍କ ଆଗରେ କିଛି ନୁହେଁ। ଯଦି ଜନତା ଏକଜୁଟ ହୋଇଯିବେ ତେବେ ବିଜେପିକୁ…