Webportal

ରଙ୍ଗୀଲା ନକଲି ପୁଲିସ୍‌ ଇନ୍ସପେକ୍ଟରଙ୍କୁ ବାନ୍ଧିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌

ବୟସ ୫୫, ଦୁଇଥର କରିଛନ୍ତି ବିବାହ, ୨୫ ବର୍ଷର ପୁଅ ଟିଏ ରହିଛି।ହେଲେ ନିଜକୁ ପୁଲିସ୍‌ ଇନ୍ସପେକ୍ଟର କହି ପୁଣି ଜଣେ ଯୁବତୀଙ୍କୁ ବିବାହ କରିଥିଲେ।ଦୁଇ ଜଣଙ୍କୁ ବିବାହ କରିବା ପରେ ନିଜକୁ ପୁଲିସ୍‌ ଇନ୍ସପେକ୍ଟର କହି ଫେସ୍‌ବୁକ୍‌ରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରବର୍ତ୍ତୀ ସମୟରେ…

CHSE ପିଅନ ଚାକିରିରୁ ରେକର୍ଡ ସପ୍ଲାଏର ହୋଇଥିବା କର୍ମଚାରୀଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ଠାବ

CHSE ପିଅନ ଚାକିରିରୁ ରେକର୍ଡ ସପ୍ଲାଏର ହୋଇଥିବା କର୍ମଚାରୀଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ଠାବ।ଆଉ ୩ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଆଜି ଅଚାନକ ମାଡ଼ି ବସିଲା ଭିଜିଲାନ୍ସ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ରେ ରେକର୍ଡ ସପ୍ଲାଏର ଥିବା ପୁରେନ୍ଦ୍ର କୁମାର ସେଠୀଙ୍କ…

ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ମେନ୍ (ଲିଖିତ) ପରୀକ୍ଷାରେ ମୋଟ ୧୩୬୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ

ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ମେନ୍ (ଲିଖିତ) ପରୀକ୍ଷାରେ ମୋଟ ୧୩୬୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ।ସେପ୍ଟେମ୍ବର ୯ତାରିଖରୁ ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପର୍ସନାଲଟି ଟେଷ୍ଟ କରାଯିବ।ଓଡ଼ିଶା ପ୍ରଶାସନିକ ସେବା-୨୦୨୨ରେ ମୋଟ ୩୯୯ଟି ପଦବୀ ନିମନ୍ତେ ଓଡ଼ିଶା ଲୋକସେବା…

ରକ୍ତ ଦାନ ଶିବିର : ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ରକ୍ତ ଦାନ ଶିବିର କୁ ଉଦଘାଟନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଅନୁଗୁଳ ସହରର ଶିମିଳିପଡ଼ା ଠାରେ ସୋମବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ,  ଶିମିଳିପଡ଼ା ଏସ ବି ଆଇ ରାସ୍ ମେକ୍ ବ୍ରାଞ୍ଚ ଠାରେ ଶ୍ରୀ ଏଣ୍ଟରପ୍ରାଇଜ ଏବଂ ଦିବ୍ୟମ ଆସୋସିଏଟ୍ ପ୍ରାଇଭେଟ…

ପଡିଆ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ପଡିଆ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର। ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ସୌଭାଗ୍ୟ ନଗର ସ୍ଥିତ ହୋମ୍ ଗାର୍ଡ ଅଫିସ ନିକଟରେ ଥିବା ଏକ ପଡିଆ ରୁ ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଯେ, ଆଜି ସକାଳ ସମୟରେ ପଡିଆ କୁ କିଛି ମହିଳା ମାନେ ଶୌଚ ହେବାକୁ ଯାଉଥିବା ବେଳେ ଜଣେ…

ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ର ମୋହର

ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ର ମୋହର।ସୁଭଦ୍ରା ଯୋଜନା ପାଇଁ ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।୨୧ ବର୍ଷରୁ ୬୦ ବର୍ଷ ବୟସ୍କ ମହିଳା ପାଇବେ ସୁବିଧା।ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ ସହାୟତା ରାଶି।ପ୍ରତିବର୍ଷ ରାଖି ପୂର୍ଣ୍ଣିମା ଓ ମହିଳା ଅନ୍ତର୍ଜାତୀୟ ଦିବସରେ…

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ, ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରାସ୍ତାରେ କୁଦୁଅପାଳ ପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ , ମୃତକ ହେଲେ ସେହି ଗାଁର କିଶୋରୀ ନାଏକ । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ଟାୟାର…

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା।ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ।ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା…

ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ରୋନାଲ୍ଡୋଙ୍କ ନାଁରେ ୟୁଟ୍ୟୁବ କୁ ନେଇ ବିଶ୍ୱ ରେକର୍ଡ।

ବିଶ୍ୱ ଫୁଟବଲର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନାଁରେ ଯୋଡ଼ି ହୋଇଯାଇଛି ବିଶ୍ୱ ରେକର୍ଡ।ସେ ବୁଧବାର ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଥିବା ବେଳେ ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଏହାର ସବସ୍କ୍ରାଇବରଙ୍କ ସଂଖ୍ୟା ୧୦ ମିଲିୟନ ପାର କରି ଯାଇଛି। ଏତେ କମ…

ଭାରତ ବନ୍ଦ ବାହାନାରେ ଅନୁଗୁଳ ସହରରେ ଆତଙ୍କରାଜ

ବନ୍ଦ ବାହାନାରେ ଅନୁଗୁଳ ସହରରେ ଆତଙ୍କରାଜ।କି କାମକୁ ଗଣତନ୍ତ୍ର ଓ କି କାମକୁ ପୋଲିସ।ବନ୍ଦ ପାଳନ ପାଇଁ ଅପର୍ଯ୍ୟାପ୍ତ ଅର୍ଥ ଦେଉଛି କିଏ।ଯଦି ବିଶ୍ଵର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ବୋଲାଉଥିବା ଆମ ଦେଶରେ ସାଧାରଣ ଲୋକଙ୍କୁ ଗାଳି ଆଉ ମାଡ଼ ମାରି ବନ୍ଦ ପାଳନ କରାଯାଉଛି ଓ ପୋଲିସ ଏକଦମ ଚୁପ…