ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ
ବ୍ରହ୍ମପୁରରେ ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ।ବଡ଼ବଜାର ଥାନା ସପ୍ତମ ଗଳିରେ ଘରେ ଶ୍ରାଦ୍ଧ ଦିଆଯିବା ବେଳେ ଅଘଟଣ।ଛୁରାମାଡ଼ରେ ୧୩ ବର୍ଷର ଭଉଣୀ ମୃତ, ଅନ୍ୟ ଜଣେ ଭାଇ ଗୁରୁତର।ଛୁରାମାଡ଼ର କାରଣ ଅସ୍ପଷ୍ଟ, ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର।୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ଓ…