Webportal

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ୩୫ ହଜାର ଜରିମାନା

ଦୀର୍ଘ ୮ ବର୍ଷ ତଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି । କୁଜଙ୍ଗ ବାମଦେଇପୁରର ମକର ମଳିକକୁ ଜଗତସିଂହପୁର ଫାଷ୍ଟ ଟ୍ରାକ ବିଚାରପତି ଅଜୟକୁମାର ମହାନ୍ତିଙ୍କ କୋର୍ଟ ଦୋଷୀ ସାବ୍ୟସ୍ତ କରିବାସହିତ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୫ ହଜାର ଟଙ୍କା ଜୋରିମାନା ପାଇଁ…

ଆଇଟିଆଇ (ITI) ଆଡ଼ମିଶନ

ନାମଲେଖାରେ ସାରା ଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି ବ୍ରହ୍ମପୁର ଆଇଟିଆଇ।କେବଳ ନାମଲେଖାରେ ଦ୍ବିତୀୟ ହୋଇଛି ତାହା ନୁହେଁ ବରଂ ଛାତ୍ରୀଙ୍କ ନାମଲେଖା ମଧ୍ୟ ଚଳିତ ବର୍ଷ ବୃଦ୍ଧି ପାଇଛି । ଆଇଟିଆଇରେ ରହିଥିବା ୨୭ଟି ଟ୍ରେଡ଼ରେ ମୋଟ ୨ ହଜାର ୧୯୨ଟି ସିଟ୍‌ ରହିଥିବା ବେଳେ ଏଥିରେ ମୋଟ ୮୧୪…

ନଗର ଉନ୍ନୟନ ମନ୍ତ୍ରୀ ଅପଦସ୍ତ

ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ ନାୟକଙ୍କୁ ଆଜି ହଟହଟା ହୋଇ ଚାକିରିରୁ ବିଦା ହେବାକୁ ପଡ଼ିଛି । ମାତ୍ର ମାସକ ପୂର୍ବରୁ ତାଙ୍କୁ ‘ଜାଗା ମିଶନ’ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଥଇଥାନ କରିଥିଲେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କିନ୍ତୁ ଶ୍ରୀ ନାୟକଙ୍କ ଏହି ପୁନଃଥଇଥାନ…

ଉଦଯାପିତ ହେଲା ପ୍ୟାରିସ ଅଲମ୍ପିକ୍ସ

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହେଲା ପ୍ୟାରିସ୍ ଅଲିମ୍ପିକ୍ସ ଉଦଯାପନୀ ସମାରୋହ। ଦର୍ଶକଙ୍କ ମନ ମୋହିଲେ ଟମ୍ କ୍ରୁଜଙ୍କ ସମେତ ବହୁ ଅନ୍ତର୍ଜାତୀୟ ସେଲିବ୍ରିଟି। ଭାରତର ଧ୍ୱଜା ଧରିଲେ ଡବଲ୍ ମେଡାଲଧାରୀ ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍…

ମନ୍ଦିରରେ ଦଳାଚକଟା : ୭ ମୃତ, ୯ ଗୁରୁତର

ବିହାର ଜେହନାବାଦ ଜିଲ୍ଲାର ଏକ ମନ୍ଦିରରେ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଜେହନବାଦ ଜିଲ୍ଲାରେ ଶ୍ରାବଣ ଶେଷ ସୋମବାର ଥିବାରୁ ୱାଣାବର ବାବା ଶମ୍ଭୁଶ୍ୱରନାଥ ବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ପ୍ରବଳ ଭିଡ଼ ଥିଲା। ଏହି ସମୟରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଥିଲା। ଫଳରେ ଦଳାଚକଟାରେ ୩…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ ଯୋଗେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସହିତ ଆଲେଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଲେ ଯେ ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ…

ବାଂଲାଦେଶରେ ସୁପ୍ରିମକୋର୍ଟ କବଜା କଲେ ଆନ୍ଦୋଳନକାରୀ

ବାଂଲାଦେଶରେ ସୁପ୍ରିମକୋର୍ଟ କବଜା କଲେ ଆନ୍ଦୋଳନକାରୀ।କୋର୍ଟ କୋଠାକୁ ନେଇଯାଇଥିଲେ କବଜାକୁ । ଆଉ ପ୍ରଧାନ ବିଚାରପତିଙ୍କୁ ଇସ୍ତଫା ପାଇଁ ଦେଇଥିଲେ ଅଲଟିମେଟମ । ପରିଣାମ ସେଇଆ ହିଁ ହେଲା । ସମସ୍ତ ବିଚାରପତିଙ୍କ ସମେତ ପ୍ରଧାନ ବିଚାରପତି ପଦରୁ ଦେଇଥିଲେ ଇସ୍ତଫା । ଆଉ ସେପଟେ ସଂଖ୍ୟାଲଘୁଙ୍କ…

ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ 

ଆଜି ପୂର୍ବାହ୍ନରେ ଅନୁଗୁଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଫାଇଲେରିଆ (ବାତଜ୍ବର) ନିରାକରଣ ଅଭିଯାନ ଅନ୍ତର୍ଗତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ…

ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ରେଳ ପ୍ରକଳ୍ପ ଘୋଷଣା

ଗତକାଲି କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ…

ପୁଣି ବଢୁଛି କୋଭିଡ: ନୂଆ ଭାରିଆଣ୍ଟ ପାଇଁ ସତର୍କ କଲା WHO

ଯଦି ଆପଣ ଭାବୁଛନ୍ତି ଯେ କୋଭିଡ୍-19 ଆଉ ଚିନ୍ତାର କାରଣ ନୁହେଁ, କିମ୍ବା ଏହାର ପ୍ରଭାବ ହ୍ରାସ ପାଇଛି, ତେବେ ଏହି ଖବର ଆପଣଙ୍କ ବିଶ୍ୱାସକୁ ବଦଳାଇଦେଇପାରେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ କରିଛି ଯେ ଗତ ସପ୍ତାହରେ 84 ଟି ଦେଶରେ ପଜିଟିଭ ହାର ବୃଦ୍ଧି ପାଉଛି। ମିଳିତ ଜାତିସଂଘର…