Webportal

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଅବଧି ଅଗଷ୍ଟ ୩୧ରେ ସରିବ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଅବଧି ଅଗଷ୍ଟ ୩୧ରେ ସରିବ !ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧି। ୨୦୧୮ରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି। ପ୍ରତି ବର୍ଷ…

ପାରାଦୀପରେ ମାଇକ୍‌ରେ ପ୍ରଚାର କଲେ ସାଗର ମିତ୍ର

ପାରାଦୀପରେ ମାଇକ୍‌ରେ ପ୍ରଚାର କଲେ ‘ସାଗର ମିତ୍ର’। ମାଛଧରା ବନ୍ଦର, ସାହି ଓ ବଜାରରେ ଆଜି ଘନଘନ ପ୍ରଚାର କରାଯାଉଛି। କୂଳରେ ବା ସମୁଦ୍ର ଭିତରେ କୌଣସି ସନ୍ଦିଗ୍ଧଙ୍କୁ ଦେଖିଲେ ମେରାଇନ୍ ଥାନା କିମ୍ୱା କୋଷ୍ଟଗାର୍ଡଙ୍କୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି। ବାଂଲାଦେଶୀ ଅନୁପ୍ରବେଶକୁ…

ବ୍ରିଜ୍‌ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁ ପଡ଼ିଲେ ଦମ୍ପତି

ବ୍ରିଜ୍‌ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁ ପଡ଼ିଲେ ଦମ୍ପତି ।ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍‌ରେ ଘଟିଛି।ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳର।ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି।ଖବର ପାଇଁ ଘଟଣାସ୍ଥଳରେ…

ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ

ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ।ଅନୁଗୁଳ ଜିଲ୍ଲାରେ ଆଜି ଦୁଇ ଗୋଟି ଅବକାରୀ କାର୍ଯ୍ୟାଳୟ ର ଶୁଭ ଉଦଘାଟନ ହୋଇଛି। ଅନୁଗୁଳ ଜିଲ୍ଲାରେ ଅବକାରୀ ନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ କାର୍ଯ୍ୟାଳୟ ଏବଂ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ କାର୍ଯ୍ୟାଳୟ ନଥିବାରୁ ଦୀର୍ଘ ଦିନ…

ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ

ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ୫ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ। ନିଶା ଦେଇ ଦୁଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦିଆ ଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରି ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅନୁଗୁଳ ସହର ରେ ମଙ୍ଗଳବାର ରାତିରେ ପିସିଆର୍ ଭ୍ୟାନର…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ଦୁଇ ଗିରଫ

ଅନୁଗୁଳ ଅବକାରୀ ବିଭାଗ ଆଜି ମିଳିଛି ବଡ ଧରଣର ସଫଳତା। ସୂଚନା ଯେ, ଫୁଲବାଣୀ ଅଞ୍ଚଳ ରୁ ଏକ ମାରୁତି ସୁଜୁକି କାର ରେ ଗଞ୍ଜେଇ ଯାଉଥିବା ଖବର୍ ଅବକାରୀ ବିଭାଗ ପାଇଥିଲା। ଅବକାରୀ ବିଭାଗ ପଞ୍ଚମହଲା ଠାରେ ଯାଞ୍ଚ କରୁଥିବା ବେଳେ ଏକ ମାରୁତି ସୁଜୁକି କାର ରେ ପ୍ରାୟ ୧୦୦ କେଜି ରୁ ଅଧିକ ଗଞ୍ଜେଇ…

ନାଳରେ ଭାସିଗଲେ କଲେଜ ଛାତ୍ରୀ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୁଇଁ ଗାଁରେ ନାଳରେ ଭାସିଗଲେ କଲେଜ ଛାତ୍ରୀ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନା ଯେ, ଆଜି ଦିନ ୧ ଘଟିକା ବେଳେ କଲେଜ ରୁ ସାଇକେଲ ଯୋଗେ ସୁନାଭୁଇଁ ଗାଁ ଛାତ୍ରୀ ପ୍ରୀତି ବେହେରା ଫେରୁଥିଲେ।…

ଅନୁଗୁଳରେ ୫୫ ନମ୍ୱର ଜାତୀୟ ରାଜପଥ ରେ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ

ପୁଣି ଜୀବନ ନେଲା ୫୫ ନମ୍ବର ଜାତୀୟ ରାଜପଥ। ଅନୁଗୁଳ ସହର କରଡ଼ାଗାଡିଆ ଛକ ନିକଟରେ ଅଜଣା ଗାଡ଼ି ଧକ୍କା ରେ ବୃଦ୍ଧ ମୃତ। ମୃତକ ହେଲେ କରଡ଼ା ଗାଡିଆ କାଶୀନାଥ ତୁଙ୍ଗ । ସକାଳୁ ଠାକୁରଙ୍କ ପାଇଁ ଫୁଲ ତୋଳି ସାଇକେଲ ରେ ରାସ୍ତା ରେ ଘରକୁ ଫେରୁଥିବା ବେଳେ ମାଡ଼ି ଗଲା ଗାଡ଼ି, ଘଟଣା ଘଟାଇ ଗାଡ଼ି…

ଚଡା ଆଳୁ ଦର ଉପରେ ଲଗାମ ଲଗାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

ରୋଷେଇଶାଳର ମୁଖ୍ୟ ପରିବା ଉପରେ ମାହାଙ୍ଗା ମାଡ଼। ବଢୁଥିବା ଆଳୁ ଦରକୁ ନେଇ ଗ୍ରାହକ ଚିନ୍ତାରେ। ଆଳୁକୂ ନେଇ ବୈଠକ ପୂର୍ବରୁ ଆଳୁ ଗୋଦାମରେ ପହଞ୍ଚି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ଥିତି ପରଖିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି।ମନ୍ତ୍ରୀ ଶ୍ରୀ…

ଓଡିଆ ଅସ୍ମିତା ନାଁରେ ଲୋକଙ୍କୁ ଆଜି ଯାଏଁ ଭୁଆଁ ବୁଲେଇ ଆସିଛି ବିଜେପି

ଓଡିଆ ଅସ୍ମିତା ନାଁରେ ଲୋକଙ୍କୁ ଆଜି ଯାଏଁ ଭୁଆଁ ବୁଲେଇ ଆସିଛି ବିଜେପି।ନିର୍ବାଚନ ସମୟରେ ଓଡିଆ ଅସ୍ମିତା ର ଭାଷଣ କେବଳ ଜିତିବା ପାଇଁ । ସରକାର ଗଠନ ପରେ ଓଡିଆ ଅସ୍ମିତା ର କଥା ବର୍ତ୍ତମାନ ପାଇଁ ଅତୀତ।ତାମିଲ ପାଣ୍ଡିୟାନ ଶାସନ ବ୍ୟବସ୍ଥା ଦେଖିଲେ ଓଡିଆ ଅସ୍ମିତା ବିପଦରେ।ହରିୟାଣା ର ମନୋଜ…