Webportal
Browsing Category

Angul District

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ।କେଳେଙ୍କାରି ଲୁଚାଇବାକୁ ଯାଇ ଉତ୍କୋଚ ଦେବାକୁ ପ୍ରୟାସ।ଜନତାଙ୍କ ବୃହତ୍ତର ସ୍ୱାର୍ଥରେ ସରକାର ଜିନ୍ଦଲ ର ପରିଚାଳନା ନିଜ ହାତରେ ନେବାର ଆସିଛି ସମୟ।ଆମର ଏ ଖବର ଦେଖିଲେ ଅନେକଙ୍କ ଶରୀର ଝିମଝିମ ମାରିଯିବ। କାରଣ ଜନତାଙ୍କ ସ୍ବାର୍ଥ ବିରୁଦ୍ଧରେ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ।ଜିନ୍ଦଲ ଏକ ଜାଗା ଚୋର ଜମି ଚୋର: କଂଗ୍ରେସ।ଜିନ୍ଦଲ ବିରୁଦ୍ଧରେ କମ ଦାମରେ ଦରକାର ନ ଥିବା ସତ୍ତ୍ୱେ ଲୋକଙ୍କ ଜମି ହଡ଼ପ ଅଭିଯୋଗ।ଆଜି ବୁଧବାର ଅପରାହ୍ନରେ ଅନୁଗୁଳ ସହର ସର୍କିଟ…
Read More...

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ, ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରାସ୍ତାରେ କୁଦୁଅପାଳ ପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ , ମୃତକ ହେଲେ ସେହି ଗାଁର କିଶୋରୀ ନାଏକ । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ଟାୟାର…
Read More...

କଇଁଚି ଭୂଷି ଜଣ ଙ୍କୁ ହତ୍ୟା

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ କଲେଜ ନିକଟରେ ଥିବା ଏକ ଦୁଇ ମାହଲା ଘରୁ ବଅଁରପାଳ ପୋଲିସ ଜଣେ ବ୍ୟକ୍ତି ଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଧାର୍ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି। ସୂଚନା ଯେ, ଯାଜପୁର ରୋଡ ଅଞ୍ଚଳର ମଧୁ ସୁଦନ ନାୟକ ବଅଁରପାଳ…
Read More...

ଅନୁଗୁଳ ରେ ସ୍ଵାଧୀନତା ଦିବସ ପାଳିତ

ଅନୁଗୁଳ ରେ ଜିଲା ସ୍ଥାରୀୟ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଛି ।ଆୟୋଜିତ ଜିଲା ସ୍ଥାରୀୟ ଉତ୍ସବରେ ଜିଲାପାଳ ଅନୁଗୁଳ ମହମ୍ମଦ ଅଵଦ୍ଦୁଲ ଅଖରତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ରାଷ୍ଟ୍ର ଉଦେଶ୍ୟ ନିଜର…
Read More...

ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ

ଉଦଘାଟିତ ହେଲା ଅବକାରୀ ବିଭାଗର ଦୁଇ ଗୋଟି କାର୍ଯ୍ୟାଳୟ।ଅନୁଗୁଳ ଜିଲ୍ଲାରେ ଆଜି ଦୁଇ ଗୋଟି ଅବକାରୀ କାର୍ଯ୍ୟାଳୟ ର ଶୁଭ ଉଦଘାଟନ ହୋଇଛି। ଅନୁଗୁଳ ଜିଲ୍ଲାରେ ଅବକାରୀ ନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ବିଭାଗ କାର୍ଯ୍ୟାଳୟ ଏବଂ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ କାର୍ଯ୍ୟାଳୟ ନଥିବାରୁ ଦୀର୍ଘ ଦିନ…
Read More...

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ, ଦୁଇ ଗିରଫ

ଅନୁଗୁଳ ଅବକାରୀ ବିଭାଗ ଆଜି ମିଳିଛି ବଡ ଧରଣର ସଫଳତା। ସୂଚନା ଯେ, ଫୁଲବାଣୀ ଅଞ୍ଚଳ ରୁ ଏକ ମାରୁତି ସୁଜୁକି କାର ରେ ଗଞ୍ଜେଇ ଯାଉଥିବା ଖବର୍ ଅବକାରୀ ବିଭାଗ ପାଇଥିଲା। ଅବକାରୀ ବିଭାଗ ପଞ୍ଚମହଲା ଠାରେ ଯାଞ୍ଚ କରୁଥିବା ବେଳେ ଏକ ମାରୁତି ସୁଜୁକି କାର ରେ ପ୍ରାୟ ୧୦୦ କେଜି ରୁ ଅଧିକ ଗଞ୍ଜେଇ…
Read More...

ନାଳରେ ଭାସିଗଲେ କଲେଜ ଛାତ୍ରୀ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୁଇଁ ଗାଁରେ ନାଳରେ ଭାସିଗଲେ କଲେଜ ଛାତ୍ରୀ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସୂଚନା ଯେ, ଆଜି ଦିନ ୧ ଘଟିକା ବେଳେ କଲେଜ ରୁ ସାଇକେଲ ଯୋଗେ ସୁନାଭୁଇଁ ଗାଁ ଛାତ୍ରୀ ପ୍ରୀତି ବେହେରା ଫେରୁଥିଲେ।…
Read More...

୩୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ

୩୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ। ଅନୁଗୁଳ ବନ ଖଣ୍ଡ କୁ ମିଳିଛି ବଡ ସଫଳତା । ବନଖଣ୍ଡ ଅନୁଗୁଳ ରେଞ୍ଜ୍ ଅଧୀନରେ ଆସୁଥିବା ସିପିପି ଛକ ଠାରୁ ଏକ ୧୦ ଚକିଆ ଟ୍ରକ ସହ କେନ୍ଦୁପତ୍ର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ଯ ୩୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।…
Read More...

ବଡ ଭାଇ ଟାଙ୍ଗୀଆ ଚୋଟ ରେ ସାନ ଭାଇ ମୃତ ?

ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି ଘଟଣା । ବଡ ଭାଇ ଟାଙ୍ଗୀଆ ଛୋଟ ରେ ସାନ ଭାଇ ମୃତ୍ୟୁ ଘଟିଛି । ସୂଚନା ଯେ, ଜରାସିଂହା ପୁରୁଣା ସାହିର ବଲେହି ନାଏକ ଙ୍କ ପୁଅ ଗଦା ନାଏକ ୪୭ ଗାଁ ପାଖରେ ଥିବା ରାଇସ୍ ମିଲ୍ ରେ କାର୍ଯ୍ୟ କରନ୍ତି। ପ୍ରତ୍ୟକ ଦିନ ଘର ବାହାର ପଟରେ…
Read More...