Webportal
Browsing Category

Breaking

ବଡ ମଦ ବ୍ୟବସାୟୀଙ୍କ ଉପରେ ସକାଳୁ ସକାଳୁ ଆୟକର ବିଭାଗର ଚଢଉ

ଅନୁଗୁଳ କରଡଗାଡିଆ ବାସିନ୍ଦା ମଦ ବ୍ୟବସାୟ ର ମହାରାଜା ବୋଲାଉଥିବା ବିକ୍ରମ ସାହୁଙ୍କ ଘରେ ବଡ ଧରଣର ଆୟକର ବିଭାଗର ରେଡ଼ ହୋଇଛି। ଅନୁଗୁଳ ସହିତ ତାଳଚେର, କାମାକ୍ଷାନଗର ଢେଙ୍କାନାଳ, ଭୁବନେଶ୍ୱର ଏବଂ ପୁରୀରେ ଏକକାଳୀନ ରେଡ଼ ହେଉଥିବା ସୂଚନା ମିଳିଛି। ଆୟକର ଫାଙ୍କିଥିବା ଅଭିଯୋଗ ନେଇ ଏହି…
Read More...

ଆଶା ଆଶଙ୍କା ମଧ୍ୟରେ ୯ ମାସ ପରେ ସୁନିଶ୍ଚିତ ହେଲା ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା

ଆଶା ଆଶଙ୍କା ମଧ୍ୟରେ ୯ ମାସ ପରେ ସୁନିଶ୍ଚିତ ହେଲା ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା।ଭାରତୀୟ ସମୟ ବୁଧବାର ଭୋର ୩.୨୭ ରେ ଫ୍ଲୋରିଡା ରେ କରିବେ ଅବତରଣ।ଆରମ୍ଭ ହେଲା ସୁନିତାଙ୍କ ଘରବାହୁଡ଼ା ପ୍ରକ୍ରିୟା।ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଦିନ…
Read More...

ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ କଇଁଚିରେ କାଟିଲେ ଚୁଟି

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ଘଟଣା।ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସଫଳ ନହେବାରୁ କଇଁଚିରେ ଚୁଟି କାଟି ତାଙ୍କ ସମ୍ମାନ ହାନି ଭଳି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଅନୁସାରେ ଗତ ଶନିବାର ଦିନ ହୋଲି ଥିବାବେଳେ ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ କବୁତି…
Read More...

ହୋଲିରେ ହୃଦୟ ବିଦାରକ ଘଟଣା; ଟ୍ରକ ଧକ୍କାରେ ବାପା ମା ଓ ପୁଅଙ୍କ ଉଡିଗଲା ପ୍ରାଣବାୟୁ

ହୋଲିରେ ହୃଦୟ ବିଦାରକ ଘଟଣା; ଟ୍ରକ ଧକ୍କାରେ ବାପା ମା ଓ ପୁଅଙ୍କ ଉଡିଗଲା ପ୍ରାଣବାୟୁ।ଚମ୍ପୁଆରେ ଅଭାବନୀୟ ଘଟଣା।ଟ୍ରକ୍ ଧକ୍କାରେ ବାପା ମା ଓ ପୁଅଙ୍କ ମୃତ୍ୟୁ।ଚମ୍ପୁଆ ଥାନା ଦୋଳିତା ଛକ ନିକଟରେ ଆଜି ଭୋର୍ ୫ ଟା ବେଳେ ଏକ ଆଇରନ ବୋଝେଇ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜଣା…
Read More...

ଆଇଆରବି କନଷ୍ଟେବଳ ନିଯୁକ୍ତିରେ ରୋକ ​​ଲଗାଇଲେ ଓଡ଼ିଶା ହାଇକୋର୍ଟ

ଆଇଆରବି କନଷ୍ଟେବଳ ନିଯୁକ୍ତିରେ ରୋକ ​​ଲଗାଇଲେ ଓଡ଼ିଶା ହାଇକୋର୍ଟ।ବୟସ ଯୋଗ୍ୟତା ଦୃଷ୍ଟିରୁ ଓଡିଶାରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) କନଷ୍ଟେବଳ ନିଯୁକ୍ତି ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦ ମାର୍ଚ୍ଚ, ୨୦୨୫ରେ ହେବ ବୋଲି ଧାର୍ଯ୍ୟ…
Read More...

ଅନୁଗୁଳ ଜିଲ୍ଲା ପୋଲିସ କୁ ବାରମ୍ଵାର ଅପରାଧୀଙ୍କ ଚ୍ୟାଲେଞ୍ଜ

ଗୁଳି ମାଡ ରେ ଶାଳା ଭେଣେଇ ଗୁରୁତର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡ ରେ ଶଳା ଭେଣେଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗର ଅଞ୍ଚଳର ଶିବରାମ ନାଏକ (୨୮) ଏବଂ ବିଷ୍ଣୁ ଚରଣ…
Read More...

ପାଲଲହଡ଼ା ରେ ପଟାସ ସାର କୁ ଲୁଣ ଭାବି ଖାଇ ପାଞ୍ଚ ଶିଶୁ ଗୁରୁତ୍ତର

ପଟାସ ସାର କୂ ଲୁଣ ଭାବି ଖାଈ ଗୋଟିଏ ଗ୍ରାମର ପାଞ୍ଚ ଜଣ ଶିଶୁ ଗୁରୁତ୍ତର ହୋଇ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଲୟ ରେ ଚିକିତ୍ସାଧୀନ ଥିବା ଜଣାପଡିଛି। ସୂଚନା ଅନୁଯାଇ ରବିବାର ଅପରାହ୍ନ ୧.୩୦ ମିନିଟ ସମୟରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ପାଲଲହଡ଼ା ସୀମାନ୍ତ ସରୁଆଳୀ ପଞ୍ଚାୟତ…
Read More...

ଗାଧୋଇବା ପାଇଁ ଗଲା ସମୟରେ ପୋଖରୀରେ ବୁଡି ମୃତ

ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ପଞ୍ଚାୟତ ଗୋପିନାଥ ପୁର ଗ୍ରାମର ପୋଖରି ରେ ବୁଡି ଜଣ ଙ୍କ ର ମୃତ୍ୟୁ ଘଟିଛି। ମୃତକ ଜଣ ଙ୍କ ହେଲେ ଗୋପିନାଥ ପୁର ଗ୍ରାମର କାଉଁରୀ ବନ୍ଧୁ ଖିଲାର ଙ୍କ ପୁଅ ସତ୍ୟାନନ୍ଦ ଖିଲାର (୪୮) । ସୂଚନା ଯେ, ଗତ କାଲି ଗୋପିନାଥ ପୁର ଗ୍ରାମରେ ଜଣଙ୍କର ମୃତ୍ୟୁ…
Read More...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଅନୁଗୁଳ ବନଖଣ୍ଡ ପୁରୁଣାଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ।ମୃତ ବୃଦ୍ଧ ହେଲେ ସେହି ଗାଁର ଶମ୍ଭୁ ପ୍ରଧାନ (୬୨ ) ।ଶମ୍ଭୁ ଆଜି ସକାଳେ କୌଣସି କାମରେ ଘର ନିକଟ ଜଙ୍ଗଲକୁ ଯାଇଥିବା ସମୟରେ ଏକ ହାତୀ ଆକ୍ରମଣ କରିଥିଲା ।ଫଳରେ ଘଟଣା ସ୍ଥଳରେ ତାଙ୍କର…
Read More...

୩୫ ଏକର ଧାନ ଫସଲ କୁ ନଷ୍ଟ କଲେ ୪୫ ଟିକିଆ ହାତୀ ପଲ

୩୫ ଏକର ଧାନ ଫସଲ କୁ ନଷ୍ଟ କଲା ୪୫ ଟିକିଆ ହାତୀ ପଲ। ଅନୁଗୁଳ ବନଖଣ୍ଡ ବନ୍ତଳା ପଞ୍ଚାୟତ ଜରାଓପୁର ଗ୍ରାମରେ ୩୫ ଏକର ରୁ ଅଧିକ ଧାନ ଚାଷ କୁ ନଷ୍ଟ କରି ଦେଇଛନ୍ତି ୪୫ ଟିକିଆ ହାତୀ ପଲ । ସୂଚନା ଯେ, ମନ୍ଦିରଗିରି ପାହାଡରେ ରହୁଥିବା ହାତୀ ପଲ ଧାନ ଅମଳ ସମୟରେ ଆଖାପାଖ ଗାଁ କୁ ଯାଇ ଫସଲ ନଷ୍ଟ…
Read More...