Webportal
Browsing Category

Breaking

T-20 ଅଧିନାୟକ ପଦ ଛାଡିବେ ବିରାଟ କୋହଲି

ଅଧିନାୟକ ପଦ ଛାଡିବେ ବିରାଟ କୋହଲି ।  ୟୁଏଇ ରେ ଅନୁଷ୍ଠିତ ହେବାକୁ ଥିବା ଆସନ୍ତା ଟି-୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କଲେ କୋହଲି । ଟ୍ୱିଟ କରି କେବଳ ଟି-୨୦ ଫର୍ମାଟରୁ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ବିରାଟ । ପୂର୍ବରୁ ବିରାଟ ଅଧିନାୟକ ପଦ ଛାଡିବା ନେଇ…
Read More...

ଆଜି ଦିନ ଚାରିଟା ପରେ ଖୋଲିବ ଅନୁଗୁଳ ଡେରଯେଙ୍ଗ ଡ୍ୟାମ ଗେଟ; ତଳିଆ ଅଞ୍ଚଳକୁ ମାଡି ଆସିବ ପାଣି:ସାବଧାନ ରହିବାକୁ…

ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସ୍ଥିତ ଡେରଯେଙ୍ଗ ଡ୍ୟାମର ଗେଟ ଖୋଲି ଜଳ ନିଷ୍କାସନ କରାଯିବାର ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ।ଆଜି ଦିନ ଚାରିଟା ପରେ ଯେକୌଣସି ସମୟରେ ଜଳ ନିଷ୍କାସନ କରାଯିବ।ଏଥିପାଇଁ ଡ୍ୟାମର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କତା ଅବଲମ୍ବନ କରିବା…
Read More...

ପଶ୍ଚିମବଙ୍ଗରେ ବିଜେପିକୁ ଲାଗିପାରେ ଜୋରକା ଝଟକା;୨୪ ଭାଜପା ବିଧାୟକ ଟିଏମସି ସହ ଯୋଗାଯୋଗରେ ଥିବାର ଖବର

ଭାଜପା ବିଧାୟକ ସୋମେନ ରାୟ ତୃଣମୂଳ କଂଗ୍ରେସ( ଟିଏମସି)କୁ ଫେରିବାର କିଛି ଦିନ ବିତିଛି। ଏବେ ଦଳୀୟ ନେତା ମୁକୁଲ ରାୟ ଦାବି କରିଛନ୍ତି ଯେ ଆଗାମୀ ଦିନରେ ବହୁ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇପାରନ୍ତି। ସେ କହିଛନ୍ତି ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କାମ କରିବାକୁ ଚାହୁଁଥିବା ୨୪ ଜଣ…
Read More...

ପୋଲିସକୁ ବେଖାତିର; ଗୁଣ୍ଡାଙ୍କୁ ଭୀଷଣ ଭୟ

ଅନୁଗୁଳ ସହରରେ ଏମିତି କିଛି ନିର୍ଦ୍ଦିଷ୍ଟ ଦୋକାନ ଅଛନ୍ତି ଯାହାକି ସଟଡାଉନ ଓ କର୍ଫ୍ୟୁ ସମୟରେ  ମଧ୍ୟ ପୋଲିସର ତାଗିଦ ସତ୍ତ୍ୱେ ଖୋଲା ରହିବାର ଦେଖାଯାଏ।କାରଣ ଟି ନିୟମକୁ କଡାକଡି ଭାବେ ଲାଗୁ କରିବା ଦାଇତ୍ୱ ରେ ଥିବା ବାବୁମାନେ ଭଲ ଭାବରେ ଜାଣିଥିବେ।କିନ୍ତୁ ଆଜିର ଛଅ ଘଣ୍ଟିଆ ବନ୍ଦ ସମୟରେ…
Read More...

ଏକ ଯୁଗର ଅନ୍ତ:କିମ୍ବଦନ୍ତୀ ଧାବକ ମିଲଖା ସିଂହ ହାରିଗଲେ ଜୀବନ ଯୁଦ୍ଧ

ପତ୍ନୀ ନିର୍ମଳ ମିଲଖା ସିଂହଙ୍କ ମୃତ୍ୟୁର ପାଞ୍ଚ ଦିନ ପରେ ୧୮ ତାରିଖ ବିଳମ୍ବିତ ରାତି ୧୧.୩୦ରେ ୯୧ ବର୍ଷୀୟ ଫ୍ଲାଇଂଗ ଶିଖ ମିଲଖା ସିଂହଙ୍କର ମୃତ୍ୟୁ ଘଟିଛି। ୯୧ ବର୍ଷ ବୟସ୍କ ମିଲଖା ୧୯୫୮ କମନ ୱେଲଥ ଗେମରେ ଚାମ୍ପିୟନ ହୋଇଥିଲେ ଓ ୧୯୬୦ ରୋମ ଅଲମ୍ପିଆନ ଭାବେ ପରିଚିତ। ଗତ ମାସ ୨୦ ତାରିଖରେ…
Read More...

ଓଡିଶା ପୋଲିସ ରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡିଶା ପୋଲିସରେ ନିଯୁକ୍ତି ସୁଯୋଗ । ଆଜି ୪୭୭ ସବ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ପାଇଁ ୧୬୦ଟି ପଦବୀ ରହିଛି । ଏହି ପଦବୀ ଗୁଡିକ ପାଇଁ ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ଅଧିକ ଏବଂ ୧.୧.୨୦୨୧ ସୁଦ୍ଧା ୨୫ ବର୍ଷରୁ କମ୍ ହୋଇଥିବା…
Read More...

କୋଭିଡ-୧୯: ଲକଡାଉନ ସମୟରେ ସହରାଞ୍ଚଳ ଉଠାଦୋକାନୀ ମାନଙ୍କ ପାଇଁ ସହାୟତା ଘୋଷଣା କଲେ ଓଡ଼ିଶା ସରକାର

କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର (street vendor) ଉଠାଦୋକାନୀ ଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି…
Read More...

5G ବିରୁଦ୍ଧରେ କୋର୍ଟ ଗଲେ ଅଭିନେତ୍ରୀ ଜୁହି ଚାଓଲା

ଦେଶରେ 5G ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ-ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚି ନାଗରିକ, ପ୍ରାଣୀ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ବିକିରଣ ପ୍ରଭାବ ସମ୍ପର୍କିତ ପ୍ରସଙ୍ଗ ଉଠାଇଛନ୍ତି।ଜଷ୍ଟିସ୍ ସି ହରି ଶଙ୍କର, ଯେ ଏହି ମାମଲାରେ ଶୁଣାଣି…
Read More...