କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ନେବାକୁ ନେଇ ଉତେଜନା
ଅନୁଗୁଳ ବ୍ଲକ ଶରଧାପୁର ଗାଁରେ କୋଭିଡ ରୋଗୀଙ୍କୁ ଡାକ୍ତରଖାନା ନେବାକୁ କେନ୍ଦ୍ର କରି ଉତେଜନା। ଶତାଧିକ ଗ୍ରାମବାସୀ ଦୁଇଟି ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ଖବର ପାଇ ଗାଁକୁ ପୋଲିସ ପହଂଚି ଥିଲା। କିନ୍ତୁ ଲୋକେ ପୋଲିସ ସହ ମଧ୍ୟ ଯୁକ୍ତି କରିଥିଲେ। ଶେଷରେ ଆମ୍ବୁଲାନ୍ସ କରୋନା…
Read More...
Read More...