Webportal
Browsing Category

Breaking

ଏଟିଏମ ଭାଙ୍ଗୀ ଟଙ୍କା ଲୁଟ

ଅନୁଗୁଳ ସହରରେ ମାତିଲେ ଏଟିଏମ ଲୁଟେରା। କରଡାଗାଡ଼ିଆ ଛକ ନିକଟରେ ଥିବା ଏସବିଆଇ ଏଟିଏମ ମେସିନ କୁ ଗ୍ୟାସକଟର ରେ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କା ।୫୫ ନମ୍ବର ଜାତୀୟ ରାଜପଥ କଡରେ ଜନବହୁଳ ଅଞ୍ଚଳରେ ଥିବା ସତ୍ୱେ ବିଳମ୍ବିତ ରାତିରେ ଏଟିଏମ ରୁ ଟଙ୍କା ଲୁଟି ନେଇଛନ୍ତି ଦୃବୃତ।ପୂର୍ବରୁ ଏହି…
Read More...

ଅଗଷ୍ଟ ୮ ଓ ୯ ତାରିଖରେ ଅନୁଗୁଳ ଜିଲ୍ଲା ସଟଡାଉନ ରହିବ ନାହିଁ

ଚଳିତ ମାସର ଦ୍ଵିତୀୟ ଶନିବାର ଓ ରବିବାର (୮ ଓ ୯ ) ତାରିଖ ଅନୁଗୁଳ ଜିଲ୍ଲାରେ ସଟଡାଉନ ରହିବ ନାହିଁ।ମାସର ଅନ୍ୟ ଶନିବାର ଓ ରବିବାର ଗୁଡିକରେ ସଟଡାଉନ ସମ୍ବଧିୟ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ସମୟରେ ନିଆଯିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଆଦି…
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର

ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଅଜଣା ଗାଡି ଧକ୍କାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।  ସୂଚନା ମୁତାବକ ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ ଉଦ୍ୟାନ ପାଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଅକାଳରେ…
Read More...

ଅଗଷ୍ଟ ମାସ ପାଇଁ ଆସିଲା ଅନୁଗୁଳ ଜିଲ୍ଲାପାଳଙ୍କ ସଂକ୍ଷିପ୍ତ ନିର୍ଦେଶନାମା:ବିସ୍ତୃତ ନିର୍ଦେଶାବଳୀ ଆସିବ ପରବର୍ତ୍ତୀ…

ଅନୁଗୁଳ ଜିଲ୍ଲାପାଳଙ୍କ ତାଜା ନିର୍ଦେଶନାମା ଅନୁଯାୟୀ ଅଗଷ୍ଟ ମାସର ପ୍ରଥମ ଶନିବାର ଓ ରବିବାର ଜିଲ୍ଲାରେ ସଟ ଡାଉନ ବଳବତ୍ତର ରହିବ।ମାସର ବାକି ସମୟରେ ସଟ ଡାଉନ ସମ୍ବଧିୟ ନିଷ୍ପତ୍ତି ପରେ ନିଆଯିବ।ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ମଧ୍ୟ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୨ଟା…
Read More...

ପରଲୋକରେ ଲୋକପ୍ରିୟ ଓଡ଼ିଆ ଆଲବମ ଅଭିନେତ୍ରୀ ଦୀପା ସାହୁ

ପରଲୋକରେ ଲୋକପ୍ରିୟ ଓଡ଼ିଆ ଆଲବମ ଅଭିନେତ୍ରୀ ଦୀପା ସାହୁ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀପାଙ୍କ ପରଲୋକ ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନ୍ସରରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ। ଶତାଧିକ ଆଲବମରେ…
Read More...

ଆରପାରିରେ ବରିଷ୍ଠ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକ

୧୯୭୬ ବ୍ୟାଚର ଓଡ଼ିଶା କ୍ୟାଡର ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଆଜି ମୁମ୍ବାଇର ଆପୋଲୋ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।ସେ ଲିଭର କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କୁ ୧୫ ଦିନ ତଳେ ଏଆର…
Read More...

ପରଲୋକରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି

ଏକ ଯୁଗର ଅବସାନ।ଓଲିଉଡ ର ବରିଷ୍ଠ ଅଭିନେତା ୭୦ ବର୍ଷୀୟ ବିଜୟ ମହାନ୍ତି ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି।ଦୀର୍ଘଦିନ ଧରି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିଲେ।
Read More...

କଂଗ୍ରେସ ପକ୍ଷରୁ ଅନୁଗୁଳ ସହର ବନ୍ଦ ଡାକରା

ଆଜି ଅନୁଗୁଳ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିଂଜ୍ଞପ୍ତି ଜାରିକରି ଆସନ୍ତା ୨୨ ତାରିଖ ବୁଧବାର ଦିନ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଗୁଳ ସହର ବନ୍ଦ ଡାକରା ଦିଆଯାଇଥିବା ସୂଚନା ଦିଆଯାଇଛି।ଏଥିରେ କୁହାଯାଇଛି ଯେ ଜିଲ୍ଲା କଂଗ୍ରେସ କମିଟି କରୋନା ମହାମାରୀ ବ୍ୟାପିବାରୁ ରୋକିବା…
Read More...