Webportal
Browsing Category

Breaking

ସଟଡାଉନ ରହିବ ଅନୁଗୁଳ ଜିଲ୍ଲା ବଡ଼ଯୋରଡ଼ା ଗ୍ରାମପଞ୍ଚାୟତ

ଅନୁଗୁଳ ଜିଲ୍ଲା ବଡଯୋରଡ଼ା ଗ୍ରାମପଞ୍ଚାୟତ ଅଞ୍ଚଳରେ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳକୁ ୨୦ ତାରିଖ ଦିନ ୨ ଟାରୁ ୨୬ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା ସରପଞ୍ଚ ଶ୍ରୀମତୀ ସରସ୍ବତୀ ସାହୁଙ୍କ ଦ୍ୱାରା କରାଯାଇଛି।ଏହି ସମୟରେ ଗ୍ରାମପଞ୍ଚାୟତ ର ପ୍ରମୁଖ…
Read More...

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ

ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ଜାଣନ୍ତୁ କାହାକୁ ମିଳିଲା କେଉଁ ଦାଇତ୍ୱ: # କେନ୍ଦ୍ରୀୟ ଡେପୁଟସନ ରୁ ଫେରୁଥିବା ଏମ. ଅକ୍ଷୟ ହେବେ ସିଏମଡି ରାଜ୍ୟ ପୋଲିସ ହାଉସିଂ ବୋର୍ଡ଼ # ଇଣ୍ଟେଲିଂଯେନ୍ସ ଡ଼ାଇରେକ୍ଟର ସତ୍ୟଜିତ ମହାନ୍ତି ହେବେ ଡିଜି, ଏଫଏସ&ସିଜି, ଏଚଜି…
Read More...

ସଂଶୋଧିତ ନିର୍ଦେଶନାମା ଜାରିକଲେ ଅନୁଗୁଳ ଜିଲ୍ଲାପାଳ:ରାଜ୍ୟର ହଟସ୍ପଟ ଅଞ୍ଚଳରୁ ଜିଲ୍ଲାକୁ ଆସିଲେ କ୍ୱାରେଣ୍ଟଟାଇନ…

ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ତାଙ୍କର ପୂର୍ବ ନିର୍ଦେଶନାମା ରେ ସଂଶୋଧନ କରି ଏକ ନୂତନ ନିର୍ଦେଶନାମା ଜାରି କରିଛନ୍ତି।ଏଥିରେ କୁହାଯାଇଛି ଯେ ରାଜ୍ୟର କୌଣସି ହଟସ୍ପଟ ଅଞ୍ଚଳରୁ ଅନୁଗୁଳ ଜିଲ୍ଲାକୁ ଯଦି ସାମ୍ପ୍ରତିକ ପରିସ୍ଥିତିରେ କୌଣସି ବ୍ୟକ୍ତି ଆସନ୍ତି ତେବେ ତାଙ୍କୁ ୧୪…
Read More...

ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ନ ଆସିବାକୁ ନିର୍ଦ୍ଦେଶ ଜାରିକଲେ ଅନୁଗୁଳ ଜିଲ୍ଲାପାଳ

ଅନୁଗୁଳ ଜିଲ୍ଲାରେ ଚିହ୍ନଟ ହେଉଥିବା କରୋନା ପଜିଟିଭଙ୍କ ମଧ୍ୟରୁ ଅଧିକାଂଶ ଗଞ୍ଜାମ ଓ ଯାଜପୁର ଜିଲ୍ଲା ଫେରନ୍ତା ହେଇଥିବାରୁ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଏକ ନିର୍ଦେଶନାମା ଜାରି କରି ଏହି ଦୁଇ ଜିଲ୍ଲାରୁ କୌଣସି ବ୍ୟକ୍ତି ଅନୁଗୁଳ ଜିଲ୍ଲାକୁ ନ ଆସିବାକୁ କହିଛନ୍ତି। ଯଦି…
Read More...

ରାଜ୍ୟର ଆଉ ପାଞ୍ଚଟି ଜିଲ୍ଲା ହେଲା ମାଓ ମୁକ୍ତ

ନକ୍ସଲ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଜିଲ୍ଲା ତାଲିକାରୁ ୫ଟି ଜିଲ୍ଲା ବାଦ୍ ପଡ଼ିଥିବା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି।ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଥିବା ନେଇ ବି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ, ରାଜ୍ୟ ସରକାର ପାଞ୍ଚଟି ଜିଲ୍ଲା…
Read More...

ଅନୁଗୁଳ ଜିଲ୍ଲାରେ ଚଳିତ ମାସରେ ସଟଡାଉନ ଓ ଅନ୍ୟ ଦିନ ପାଇଁ ଘୋଷଣା ହୋଇଥିବା କଟକଣା ସମ୍ବଧିୟ ତଥ୍ୟ

ଆଜି ଅନୁଗୁଳ ଜିଲ୍ଲାରେ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାକୁ ଚଳିତ ମାସ ପାଇଁ ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି।ସପ୍ତାହର ଅନ୍ୟ ପାଞ୍ଚ ଦିନ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସଟଡାଉନ ସମୟରେ ଚାଲୁ…
Read More...

ଚଳିତ ବର୍ଷ ହେବ ନାହିଁ ରଥଯାତ୍ରା:ରୋକ ଲଗାଇଲେ ସୁପ୍ରିମକୋର୍ଟ

ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେବନାହିଁ।ରୋକ ଲଗାଇଲେ ସୁପ୍ରିମକୋର୍ଟ।ରଥଯାତ୍ରା ବନ୍ଦ କରିବା ପାଇଁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ର ଶୁଣାଣି କରି ଏହା କହିଛନ୍ତି ସୁପ୍ରିମକୋର୍ଟ। କରୋନା ମହାମାରୀ ସମୟରେ  ଭିଡ଼ ହେଲେ ମହାମାରୀ ବ୍ୟାପି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର…
Read More...

ଲାଞ୍ଚ ଅଭିଯୋଗରେ ବାଲିଅନ୍ତା ତହସିଲଦାର ଗିରଫ

ଭୁବନେଶ୍ୱର ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଚାଷଜମିକୁ ଘରବାରୀ କରିବା ପାଇଁ ୧୨୦୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ।ତାଙ୍କୁ ସହଯୋଗ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ।ଏହି ଦୁଇ ଅଭିଯୁକ୍ତଙ୍କ ଘରେ ମଧ୍ୟ ଚଢ଼ାଉ…
Read More...

ଝାରସୁଗୁଡା ରେ ସପିଙ୍ଗ ମଲ ଖୋଲିବା ଅନୁମତି କୁ ନେଇ ଉଠିଲା ପ୍ରଶ୍ନ

କରୋନା ସଂକ୍ରମଣ ଦିନ ପରେ ଦିନ ବଢି ଚାଲିଥିବା ସମୟରେ ଝାରସୁଗୁଡା ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିପରୀତ ସପିଙ୍ଗ ମଲ ଖୋଲିବାକୁ ଅନୁମତି ଦେଇଛନ୍ତି। ଚଳିତ ମାସ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ତାଲା ବନ୍ଦ ସମୟରେ କୌଣସି ସପିଙ୍ଗ ମଲ ରାଜ୍ୟରେ ନାହିଁ ବୋଲି…
Read More...

ଅନଲକ ୧.୦ ପାଇଁ ଘୋଷଣା ହେଲା ଓଡିଶା ସରକାରଙ୍କ ନିଷ୍ପତି

କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଆଜିଠାରୁ ସାରା ଦେଶରେ ଆରମ୍ଭ ହେଲା ଅନଲକ ୧.୦। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଙ୍କ କହିବା ଅନୁଯାୟୀ କରୋନା ସଂକ୍ରମଣ ଦୃଷ୍ଟିରୁ…
Read More...