Webportal
Browsing Category

Breaking

ଜାତୀୟ ରାଜପଥ ୫୫ ରେ ପୁନର୍ବାର ଦୁର୍ଘଟଣା ରେ ଚାଲିଗଲା ଆଉ ଏକ ବହୁମୂଲ୍ୟ ଜୀବନ

ଆଜି ପୁଣି ଜାତୀୟ ରାଜପଥ ୫୫ ରେ ଯାଇଛି ଆଉ ଜଣଙ୍କ ଜୀବନ ।ସବୁଦିନିଆ କମ୍ପାନୀ ଡ୍ୟୁଟି କୁ ଯାଉଥିବା ବେଳେ ଟ୍ରକ ଚକାତକେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛି । ଅନୁଗୁଳ ଟାଉନ ଥାନା ର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।ମୃତ ବ୍ୟକ୍ତି ଜଣଙ୍କ…
Read More...

ଟ୍ରକ ଧକ୍କାରେ ଚାଲି ଗଲା ମା ପୁଅ ଙ୍କ ଜୀବନ, ବାପା ଗୁରୁତର

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ୫୫ ନମ୍ବର ଜାତୀୟ ରାଜପଥ ର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଟ୍ରକ ଧକ୍କାରେ ଚାଲି ଗଲା ମା ପୁଅ ଙ୍କ ଜୀବନ, ବାପା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ଟାଟା ଷ୍ଟିଲ କାରଖାନା ରେ ରୋହିତ ରାଠୋର…
Read More...

ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର

ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର।ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଓଭର୍ ବ୍ରିଜ ନିକଟରେ ଛିଡା ହୋଇ ଥିବା ହାଇୱା କୁ ଧକ୍କା ଦେଲା ବାଇକ। ଯାହା ଫଳରେ ଣେ ମୃତ ଓ ଜଣେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଅଁରପାଳ ଥାନା ଅଧୀନସ୍ଥ ତୁଳସୀପାଳ…
Read More...

ଜାତୀୟ ରାଜପଥ ପୁନର୍ବାର ନେଲା ଜୀବନ

ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ରେ ମୁଣ୍ଡ ଗଡିବା ଥମୁନାହିଁ। ଆଜି ମଙ୍ଗଳବାର ରାତି ପ୍ରାୟ ୧୦ ଟା ରେ ଗୋଟେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ମୃତୁ ବରଣ କରିଥିବା ଖବର ମିଳିଛି।ସୂଚନା ମୁତାବକ ଆଜି ରାତି ପ୍ରାୟ ୧୦ଟା ସମୟରେ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଅନୁଗୁଳ ସହର ହନୁମାନ ବଜାର…
Read More...

ମା ର ହତ୍ୟାକାରୀ ସାଜିଲା ପୁଅ

ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ…
Read More...

ଅନୁଗୁଳରେ ଭୟାବହ ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲେ ଦୋକାନ ଗୃହ

ଅନୁଗୁଳ ସହର ମଝିରେ ଥିବା ପୌରପାଳିକା ଡେଲି ମାର୍କେଟ ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଜଳି ପାଉଁଶ ହୋଇଗଲା। ତିନୋଟି ଦମକଳ ବାହିନୀ ଗାଡ଼ି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣା ପଡ଼ିଛି। ଡେଲି ମାର୍କେଟ ର କିଛି ଦୋକାନ ଗୃହ ଭିତରେ ଲୋକେ…
Read More...

ନାଲକୋ ସ୍ମେଲଟର ପ୍ଲାଣ୍ଟ ରେ ଟ୍ରଲର ଚାପାରେ ଶ୍ରମିକ ମୃତ

ବର୍ତମାନର ଅତି ଦୁଃଖଦାୟକ ଖବର । ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଣ୍ଟ ର କାଷ୍ଟ ହାଉସ ୨ ରେ ଟ୍ରଲର ତଳେ ଚାପି ହୋଇ ମନୋଜ କୁମାର ପାଲ ନାମକ ୪୫ ବର୍ଷୀୟ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମନୋଜଙ୍କ ଘର ପୁରୁଣାଗଡ ରେ। ସୁରକ୍ଷା ବ୍ୟବସ୍ଥା ରେ ରହିଥିବା ତ୍ରୁଟି ପାଇଁ ଏ ଦୁର୍ଘଟଣା ଘଟିଥିବା…
Read More...

ରଙ୍ଗୀଲା ନକଲି ପୁଲିସ୍‌ ଇନ୍ସପେକ୍ଟରଙ୍କୁ ବାନ୍ଧିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌

ବୟସ ୫୫, ଦୁଇଥର କରିଛନ୍ତି ବିବାହ, ୨୫ ବର୍ଷର ପୁଅ ଟିଏ ରହିଛି।ହେଲେ ନିଜକୁ ପୁଲିସ୍‌ ଇନ୍ସପେକ୍ଟର କହି ପୁଣି ଜଣେ ଯୁବତୀଙ୍କୁ ବିବାହ କରିଥିଲେ।ଦୁଇ ଜଣଙ୍କୁ ବିବାହ କରିବା ପରେ ନିଜକୁ ପୁଲିସ୍‌ ଇନ୍ସପେକ୍ଟର କହି ଫେସ୍‌ବୁକ୍‌ରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରବର୍ତ୍ତୀ ସମୟରେ…
Read More...

ପଡିଆ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ପଡିଆ ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର। ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ସୌଭାଗ୍ୟ ନଗର ସ୍ଥିତ ହୋମ୍ ଗାର୍ଡ ଅଫିସ ନିକଟରେ ଥିବା ଏକ ପଡିଆ ରୁ ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଯେ, ଆଜି ସକାଳ ସମୟରେ ପଡିଆ କୁ କିଛି ମହିଳା ମାନେ ଶୌଚ ହେବାକୁ ଯାଉଥିବା ବେଳେ ଜଣେ…
Read More...

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ, ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରାସ୍ତାରେ କୁଦୁଅପାଳ ପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ , ମୃତକ ହେଲେ ସେହି ଗାଁର କିଶୋରୀ ନାଏକ । କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ଟାୟାର…
Read More...