Webportal
Browsing Category

Breaking

ବସ ଧର୍ମଘଟ ସ୍ତଗିତ

ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଲା ମାଲିକ ସଂଘ।ଅକ୍ଟୋବର ୩୧ ଯାଏ ଘରୋଇ ବସ୍‌ ଧର୍ମଘଟ ସ୍ଥଗିତ।୧୦ରୁ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ୍‌ ମାଲିକ ସଂଘ।ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ।
Read More...

୧୦ରୁ ବସ୍‌ ଧର୍ମଘଟ

୧୦ରୁ ବସ୍‌ ଧର୍ମଘଟ : ମାଲିକ ସଂଘ।ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ।ଅନିର୍ଦ୍ଦିଷ୍ଟ କାଳ ବସ୍‌ ଧର୍ମଘଟ କରିବାକୁ ମାଲିକ ସଂଘର ଘୋଷଣା।ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା।‘ସରକାର ସଂଘର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଧର୍ମଘଟ’।‘୧୦ ତାରିଖ…
Read More...

କଟକ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ରେଡି?

ସକ୍ରିୟ ରାଜନୀତିରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ଚିକିତ୍ସକ ପ୍ରଫେସର୍‌ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।ଡାକ୍ତର ମହାପାତ୍ରଙ୍କୁ ବିଜେପି ରାଜ୍ୟ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି ଯାହାକୁ ନେଇ କଟକ ରାଜନୀତି ହଠାତ ଚଳଚଞ୍ଚଳ ହୋଇ ଉଠିଛି ।ଗୋଆରେ ଥିବା ଡାକ୍ତର ମହାପାତ୍ରଙ୍କ…
Read More...

ଆସୁଛି ବଡ଼ ବର୍ଷା

ଆସୁଛି ବଡ଼ ବର୍ଷା । ଦୁଇ ଦିନ ପ୍ରବଳ ଛେଚିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ। ୨୬ ରେ ଏହା ଅବପାତ ପରିଣତ ହେବ। ଯାହାର ପ୍ରଭାବରେ ଆସନ୍ତା ୨୬ ଓ ୨୭ ଦୁଇନ ଦିନ ଧରି ସାରା ରାଜ୍ୟ ପ୍ରବଳ ବର୍ଷା ହେବ । ବିଶେଷ କରି ଆସନ୍ତା ୩ ଦିନ ପାଇଁ…
Read More...

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ବିଦ୍ୟାଳୟ ଖୋଲିଥିବାରୁ ପିଲା ପାଳି କରି ଦୁଇ ରାଜ୍ୟର ବିଦ୍ୟାଳୟକୁ ଯାଉଛନ୍ତି। ସପ୍ତାହରେ ୩ଦିନ ଆନ୍ଧ୍ର ସ୍କୁଲ ଆର ତିନିଦିନ ଓଡ଼ିଶା ସ୍କୁଲ ଯାଉଛନ୍ତି। ତେବେ ଆନ୍ଧ୍ର ସ୍କୁଲଗୁଡିକରେ ଓଡ଼ିଆ ସ୍କୁଲ ଅପେକ୍ଷା…
Read More...

ହୋଟେଲ ଅଳିଆ କୁ ସେହି ହୋଟେଲ ସାମ୍ନାରେ ପକାଗଲା

ଭୁବନେଶ୍ୱର ରେ  ଏମସି କମିଶନରଙ୍କ ଉପସ୍ଥିତିରେ ଦୋକାନର ଅଳିଆକୁ ଦୋକାନ ସାମ୍ନାରେ ଟ୍ରାକ୍ଟର ଲଗାଇ ପକାଇଛନ୍ତି। କଳ୍ପନା ଛକ ନିକଟରେ ଥିବା ଏକ ହୋଟେଲରୁ ନିର୍ଗତ ଅଳିଆ ଦୀର୍ଘ ଦିନ ଧରି ରାସ୍ତା ଉପରେ ପଡି ରହିଥିଲା, ଯାହା ଫଳରେ ସ୍ଥାନୀୟ ଲୋକ ନାହିଁ ନଥିବା ହଇରାଣ ହେଉଥିଲେ। ତେବେ ବିଏମସି…
Read More...

ଓଏଏସ ସ୍ଥରରେ ବ୍ୟାପକ ବଦଳି

ରାଜ୍ୟ ସରକାର ଆଜି ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ୨୫ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ।ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରଣପୁର ତହସିଲଦାର ଇପସିତ୍ କୁମାର ସାହୁଙ୍କୁ ଇଡକୋ ଅତିରିକ୍ତ ଲ୍ୟାଣ୍ଡ ଅଫିସର, ରବିନ୍ ଚର୍ଚ୍ଚିଲଙ୍କୁ…
Read More...

ଟପ୍ପର ହୋଇଥିବା ପିଲା ପରୀକ୍ଷା ଦେଇଥିବା ବିଷୟର ନାଁ ଜାଣିନାହାନ୍ତି

ସରକାରୀ ନିଯୁକ୍ତି ପରୀକ୍ଷାରେ ଟପ୍ପର ହୋଇଥିବା ପିଲା ପରୀକ୍ଷାରେ କେଉଁ ସବୁ ବିଷୟ ରହିଥିଲା ବୋଲି ପ୍ରଶ୍ନ କରାଯିବାରୁ ସମସ୍ତ ୮ ବିଷୟର ନାଁ କହିବାକୁ ସକ୍ଷମ ହୋଇନାହାନ୍ତି।ମଧ୍ୟପ୍ରଦେଶ କର୍ମଚାରୀ ଚୟନ ବୋର୍ଡ ପକ୍ଷରୁ ଏପ୍ରିଲ ୨୬ରେ ପରୀକ୍ଷା କରାଯାଇଥିଲା। ଏହାର ରେଜଲ୍ଟ ମେ’ ଓ ଜୁନ ମାସରେ…
Read More...

ହାତୀ ଆକ୍ରମଣରେ ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ପୋକତୁଙ୍ଗା ମନ୍ଦିର ନିକଟରେ ହାତୀ ଆକ୍ରମଣରେ ଆମ୍ଭ ଗ୍ରାମର ଜଣେ ଗୁରୁତର ହୋଇଛନ୍ତି।ସେ ହେଉଛନ୍ତି ଷଣ୍ଢ ଛକର ରାଖେଲ ପ୍ରଧାନ। ଆଜି ସକାଳେ ମନ୍ଦିର ରାସ୍ତା ରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ହାତୀ ଆକ୍ରମଣ କରିଥିଲା।ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି…
Read More...

ନୟାଗଡ଼ ଜିଲ୍ଲାରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ ମିଳିଛି । ଖୁଣ୍ଟୁପଡା ଗାଁ ନିକଟରେ ଥିବା ଛେଳିଆ ଡୁବୁରୀ ପାହାଡ଼ରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ ମିଳିଛି । ଗତକାଲି ଠାରୁ ଏହାର ଅନୁସନ୍ଧାନ ମୂଳକ ଖନନ ଆରମ୍ଭ ହୋଇଛି । ସାଟେଲାଇଟ୍‌ ରିପୋର୍ଟ ଆଧାରରେ ଜିଓଲୋଜିକାଲ ସର୍ଭେ ଅଫ୍‌…
Read More...