Webportal
Browsing Category

Breaking

ଆଜି ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ ଡାକରା

ଆଜି ତାଳଚେର ଓ ପାଲଲହଡା ୧୨ ଘଣ୍ଟିଆ ବନ୍ଦ । ତାଳଚେର ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଥିବା ବେଳେ ଅନେକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ମୁଖ୍ୟତଃ ତାଳଚେର ପୁଲିସ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ଆଣିବା ସହ ତାଳଚେର କୋର୍ଟରେ କାର୍ଯ୍ୟରତ କୋର୍ଟ ସବ…
Read More...

କଲେଜ କୁ ପଢିବାକୁ ଯାଇ ନାବାଳିକା ନିଖୋଜ

ଅନୁଗୁଳ ଜିଲ୍ଲା ନିଶା ଥାନା ଜରଡ଼ା ସାନ ଜାମୁଣ୍ଡା ଗ୍ରାମର ଜଣେ ନାବାଳିକା ନିଖୋଜ ।ସୁବେଇ ପ୍ରଧାନ ଙ୍କ ଝିଅ ପ୍ରିୟଙ୍କା ପ୍ରଧାନ (ନାବାଳିକା) ଜରପଡା କଲେଜ କୁ ପାଠ ପଢିବାକୁ ଯାଇ ନିଖୋଜ ।ସମ୍ପୃକ୍ତ ନାବାଳିକା ଯୁକ୍ତ ୨ କଳା ବିଭାଗରେ ପାଠ ପଢୁଥିଲେ।ନାବାଳିକା ଘରକୁ ଫେରି ନ ଥିବାରୁ ବହୁ…
Read More...

ସିପିପି ମେଟ୍ରିଆଲ ଗେଟ ନିକଟରେ ଦୁର୍ଘଟଣା; ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା ନାଲକୋ ସିପିପି ମେଟ୍ରିଆଲ ଗେଟ ନିକଟରେ ଦୁର୍ଘଟଣା ଘଟି ଜଣେ ଗୁରୁତର। ଆଜି ଦିନ ପ୍ରାୟ ୧୨ସମୟ ରେ ନାଲକୋ ଥାନା ଅନ୍ତର୍ଗତ ଅମାନ୍ତ ପୁର ଗ୍ରାମ ର ପଞ୍ଚୁ ରାଉତ(୭୫) ଗାଧେଇ ଆସୁଥିବା ସମୟରେ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା ।ଏହି କୋଇଲା ବୋଝେଇ ଟ୍ରକଟି ତାଳଚେର ରୁ ନାଲକୋ…
Read More...

ହାତୀ କରିଡ଼ର ର ଚମତ୍କାର; ଜଙ୍ଗଲରେ ଜାଗା ନ ପାଇ ସହର ମୁହାଁ ହୋଇ ମନୁଷ୍ୟ ମାରିଲା ହାତୀ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମୃତ। ମିଳିଥିବା ସୂଚନା ଅନୁଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇ ଥିବା ବ୍ୟକ୍ତି ଜଣଙ୍କ ତାଳଚେର୍ ବନବିଭାଗ ରେ କାର୍ଯ୍ୟରତ ଥିବା ସୂଚନା। ସେ ହାତୀ କୁ ଘଉଡାଇବା  ବେଳେ ଜଙ୍ଗଲି ହାତୀ ତାଙ୍କୁ ଆକ୍ରମଣ…
Read More...

କେନାଲରେ ନାବାଳକର ମୃତଦେହ

ଅନୁଗୁଳ ଥାନା ଅମଲାପଡା ଦେଇ ଯାଇଥିବା କେନାଲରୁ ଆଜି ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଶଙ୍କର ଶେଖରଙ୍କ ପାଞ୍ଚ ବର୍ଷର ପୁଅ ଚିକୁ ଶେଖର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଶଙ୍କର ଯାଯାବର ସମ୍ପ୍ରଦାୟର ହୋଇଥିବା ବେଳେ…
Read More...

କାନାଡାରେ ଭାରତୀୟଙ୍କ ଉପରେ ବଢ଼ୁଛି ଘୃଣା ଅପରାଧ; ସାବଧାନ ରହିବାକୁ ପରାମର୍ଶ ଜାରି ହେଲା

କାନାଡାରେ ଅପରାଧ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଏବେ ଭାରତ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏ ପରିପ୍ରେକ୍ଷୀରେ କାନାଡାରେ ରହୁଥିବା ଭାରତୀୟ ନାଗରିକ ଏବଂ ପଢ଼ୁଥିବା ଛାତ୍ରମାନଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମଇଏ)…
Read More...

ବାର୍ଷିକ ସମରାଭ୍ୟାସ ଭୋସ୍ତକ-୨୦୨୨: ରୁଷ ଓ ଚୀନ ସହ ସମରାଭ୍ୟାସ କରିବ ଭାରତ

ରୁଷରେ ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ମଧ୍ୟରେ ଅନୁଷ୍ଠିତ ହେବ ବାର୍ଷିକ ସମରାଭ୍ୟାସ ଭୋସ୍ତକ-୨୦୨୨ । ଏଥିରେ ଚୀନ ଓ ଭାରତର ସେନା ଅଂଶଗ୍ରହଣ କରିବେ । ଚୀନ ସେନା ଏହି ସମରାଭ୍ୟାସରେ ଯୋଗ ଦେବା ବିଷୟରେ ଘୋଷଣା କରିଥିବା ବେଳେ ଭାରତ ପକ୍ଷରୁ ଏ ନେଇ କୌଣସି ଘୋଷଣା ହୋଇନାହିଁ । ଚୀନ…
Read More...

ପୁନଶ୍ଚ ହାତୀ ଆକ୍ରମଣରେ ଜଣେ ମୃତ

ଧମୁନି ମନୁଷ୍ୟ ଉପରେ ହାଥି ଆକ୍ରମଣ। ନିଷ୍କ୍ରିୟ ବନବିଭାଗ। ଫୁଣି  ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ମାରୁଢିପି ଗ୍ରାମରେ ଧାନ ବିଲରେ ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ।ମୃତକ ହେଲେ ସେହି ଗ୍ରାମର ଦୁର୍ଯ୍ୟୋଧନ ସାହୁ ।
Read More...

ଆରପାରିରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

ଆରପାରିରେ ଓଡ଼ିଆ ଟେଲି ଜଗତର ଜଣାଶୁଣା ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର । ବିଳମ୍ବିତ ରାତିରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେବ କର୍କଟ ରୋଗ ସହ ଲଢେଇ କରି ଶେଷରେ ଆଖି ବୁଜୀଛନ୍ତି ଅଭିନେତ୍ରୀ । ଧାରାବାହିକ ‘ଉଆଁସୀ…
Read More...

ରାଜ୍ୟରେ ଥିବା ୧୬୭୨ଟି ସ୍କୁଲରେ ଅଛନ୍ତି ଜଣେ ଲେଖାଏ ଶିକ୍ଷକ

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ତଥ୍ୟ ଅନୁଯାୟୀ ୨୦୨୧ ଆର୍ଥିକ ବର୍ଷରେ ରାଜ୍ୟର ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ଖର୍ଚ୍ଚ ହୋଇଛି ୨୫ ହଜାର ୫୬ ଟଙ୍କା। ୨୦୧୪-୧୫ରେ ଏହି ରାଶି ଥିଲା ୯ ହଜାର ୧୮୪ ଟଙ୍କା।…
Read More...