Webportal
Browsing Category

Breaking

ଏଟିଏମ୍ ରୁ ୨୪ ଘଣ୍ଟା ମିଳିବ ରାସନ; ପ୍ରଥମେ ଭୁବନେଶ୍ୱରରୁ

ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶସ୍ୟ ମିଳିବ। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲ ଟାଇମ ଗ୍ରେନ୍ (ଏଟିଜି) ବ୍ୟବସ୍ଥା କରାଯାଉଛି। ୨୪ ଘଣ୍ଟା ମିଳିବ ରାସନ। ପାଇଲଟ ପ୍ରକଳ୍ପ ଭୁବନେଶ୍ୱରରେ ଆରମ୍ଭ ହେବ। ଏଟିଏମରୁ ବାହାରିବ ଚାଉଳ। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର…
Read More...

ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା, ଆସନ୍ତା କାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ୍ ଡାକରା

ଆତ୍ମହତ୍ୟା କରିଥିବା ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି । କାଲି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରି ବନ୍ଦ ପାଳନ ପାଇଁ ସଂଗଠନ ଆହ୍ୱାନ…
Read More...

ଦେଶରେ ମନଇଚ୍ଛା ଗରିଫଦାରୀକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟ ବିଚାରପତି

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଦେଶରେ ଚାଲିଥିବା ମନଇଚ୍ଛା ଗିରଫଦାରୀ ଓ ଜାମିନରେ ଡେରି ହେଉଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ବି ରମନ୍ନା । ସେ କହିଛନ୍ତି କି ଦେଶରେ ରାଜନୈତିକ ଅଭିସନ୍ଧି ରଖି କରାଯାଉଥିବା…
Read More...

ରାଜ୍ୟରେ ଲଗାତାର ବଢୁଛି ସଂକ୍ରମଣ; ଆଜି ପୁଣି ହଜାରେ ପାର

ଗତକାଲି ଭଳି ଆଜି ବି ହଜାରେ ଉପରେ ରହିଛି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ। ଗତକାଲି ୧୦୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୪୧…
Read More...

୧୪ ଜଣ ଛାତ୍ରଛାତ୍ରୀ ବନ୍ୟା ଯୋଗୁଁ ଘରକୁ ଫେରି ନ ପାରି ଗ୍ୟାରେଜରେ କଲେ ରାତ୍ରିଯାପନ

ବନ୍ୟା ପାଣି ଯୋଗୁଁ ନାଳ ଅତିକ୍ରମ କରିପାରି ନାହାନ୍ତି ଛାତ୍ରଛାତ୍ରୀ। ସେମାନଙ୍କୁ ରାତି ସାରା ଗ୍ୟାରେଜରେ ବିତାଇବାକୁ ପଡ଼ିଛି। ଏଥିରୁ ବୌଦ୍ଧ ଜିଲ୍ଲା ଗମନାଗମନ କ୍ଷେତ୍ରରେ କେତେ ବିକଶିତ ତାହା ଜଣାପଡୁଛି। ବର୍ଷା ପରେ ବନ୍ୟା ପାଣି ଯୋଗୁଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳ ଲଷ୍ମୀ ନାଳ…
Read More...

ପରୀକ୍ଷା ଦେଇପାରିବେ ନାହିଁ ୭ହଜାର ଓଡିଶା ସିଭିଲ ସର୍ଭିସ ଆଶାୟୀ

ଓଡିଶା ସିଭିଲ ସର୍ଭିସ ପାଇଁ ଆଶାୟୀ ଥିବା ୭ ହଜାର ୩୯ ଜଣ ଛାତ୍ର ଛାତ୍ରୀ ପ୍ରିଲିମ ପରୀକ୍ଷା ଦେଇପାରିବେ ନାହିଁ । ଆଶାୟୀଙ୍କ ଛୋଟିଆ ଭୁଲ୍ ପାଇଁ ସେମାନଙ୍କ ଆବେଦନକୁ ନାକଚ କରିଦେଇଛି ଓଡିଶା ପବ୍ଲିକ୍ ସର୍ଭିସ କମିଶନ ବା ଓପିଏସ୍‌ସି । ଦରଖାସ୍ତ ନାକଚ୍‌ର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି କମିଶନ…
Read More...

ହେବ ପ୍ରବଳ ବର୍ଷା: ୮ ଜିଲ୍ଲାକୁ ଅରେଞ୍ଜ ୧୫ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଦକ୍ଷିଣ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବ ବର୍ତ୍ତମାନ ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବସ୍ଥିତ ରହିଛି ଏବଂ ଏହା ଦକ୍ଷିଣ-ପଶ୍ଚିମ ଆଡକୁ ଢଳିବା ସହିତ ସମୁଦ୍ର ପତନରୁ ୭.୬ କିଲୋମିଟର ଉଚ୍ଚତାରେ…
Read More...

ଘରକୁ ଫେରୁଥିବା ଟ୍ରକ୍ ଧକ୍କାରେ ଭଉଣୀ ମୃତ, ଭାଇ ଗୁରୁତର

ରଥଯାତ୍ରାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଭାଇ-ଭଉଣୀ। ଏହି ଦୁର୍ଘଟଣା ପରେ ଭାଇକୁ ଛାଡ଼ି ଚାଲିଯାଇଛନ୍ତି ଭଉଣୀ। ଢ଼େଙ୍କାନାଳ କଲେଜ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବାଇକ୍ ଓ ଟ୍ରକ୍ ମଧ୍ୟରେ ହୋଇଥିବା ଦୁର୍ଘଟଣା ଯୋଗୁଁ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ…
Read More...

ଆସାମରେ ବନ୍ୟା – ୫.୦୩ ଲକ୍ଷ ଜନତା ପ୍ରଭାବିତ: ଅନେକଙ୍କ ରାଜପଥରେ ଆଶ୍ରୟ

ଆସାମର ନାଗାଁଓ ଜିଲ୍ଲା ବନ୍ୟା ପ୍ଳାବିତ ହେବା ଯୋଗୁଁ ୫.୦୩ ଲକ୍ଷ ଜନତା ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ନଦୀବନ୍ଧ ଓ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପ‌ୋର୍ଟ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଘରେ ବଢ଼ିପାଣି…
Read More...

ନିଆଁ ଲାଗିଯିବାରୁ ଜରୁରୀ ଅବତରଣ କଲା ପାଟନାରୁ ଦିଲ୍ଲୀ ଯାଉଥିବା ବିମାନ

ଡେଣାରେ ନିଆଁ ଲାଗିଯିବାରୁ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ପାଇସ୍‌ ଜେଟ୍‌ର ଏକ ବିମାନ ଆଜି ପାଟନାସ୍ଥିତ ବିହଟା ବାୟୁସେନା ବିମାନ ଘାଟିରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ସ୍ପାଇସ୍‌ ଜେଟ୍‌ର ଉକ୍ତ…
Read More...