Webportal
Browsing Category

Breaking

ଉପରମୁହାଁ ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କରୋନାକୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ। ଗତକାଲି ରାଜ୍ୟରୁ  ୩୮ ଜଣ କରୋନା ପଜିଟିଭ ଚିହ୍ନଟ ‌ହୋଇଥିବା ବେଳେ ଆଜି ୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୧…
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା । ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ଗତ ଗୁରୁବାର ଠାରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଆସି ପହଞ୍ଚିସାରିଥିବା ବେଳେ ଏପର୍ୟ୍ୟନ୍ତ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇପାରି ନାହିଁ। ତେବେ, ରାଜ୍ୟର ପାଗ ଏବେ ଅନୁକୂଳ ରହିଥିବାରୁ ଆସନ୍ତା ଦିନେରୁ…
Read More...

ଭୋଟର ଆଇଡି କାର୍ଡ ସହ ଲିଙ୍କ ହେବ ଆଧାର

ପୂର୍ବରୁ ଆଧାରକୁ ପାନ କାର୍ଡ ସହ ସଂଯୁକ୍ତ କରିବା ସରକାର ଗୁରୁତ୍ୱାରୋପ କରିଥିବା ବେଳେ, ଏବେ ସରକାର ଆଧାରକୁ ଭୋଟର ଆଇଡି କାର୍ଡ ସହ ଲିଙ୍କ କରିବା ନେଇ ଜରୁରୀ କରିଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଜଣେ ନାଗରିକଙ୍କ ଗୋଟିଏ ଭୋଟର ଆଇଡି କାର୍ଡ ରହିବ ଓ ନକଲି ଆଇଡି କାର୍ଡ ଆପେ ଆପେ ରଦ୍ଦ…
Read More...

ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ

ପୁଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ । ତେବେ ୧୯ ଜଣ ଇନ୍ସପେକ୍ଟରଙ୍କୁ ଜିଲ୍ଲାପାରି ବଦଳି କରାଯାଇଥିବାବେଳେ ୧୧୨ ଜଣ ସବ୍ ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ସେହିଭଳି ୧୯ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ପାହ୍ୟାର ଅଧିକାରୀଙ୍କୁ ଡେପୁଟି…
Read More...

ପୁରୀ ପ୍ରକଳ୍ପ ମାମଲା: ଆସିଲା ସର୍ବୋଚ୍ଚ ନ୍ୟାୟାଳୟ ରାୟ

ସୁପ୍ରିମକୋର୍ଟରେ ପୁରୀ ପ୍ରକଳ୍ପ ମାମଲା । ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ । ପ୍ରକଳ୍ପ କାର୍ଯ୍ୟକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ଦେଇଛନ୍ତି । କୋର୍ଟ ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିବାକୁ ମନା କଲେ କୋର୍ଟ । ଏହି କାର୍ଯ୍ୟ ଜାରି ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି |…
Read More...

ସଂଘକୁ ଖୁସି କରିବାକୁ ବୟାନ; ଭଷ୍ୟତରେ ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ବଦଳରେ ଉଡିବ ଗେରୁଆ ପତାକା: ବିଜେପି ନେତା

ଭବିଷ୍ୟତରେ ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ବଦଳରେ ଉଡିବ ଗେରୁଆ ପତାକା। ଏହିଭଳି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କେଏସ ଈଶ୍ଵରପ୍ପା। ବିଜେପି ନେତା ଏହା ମଧ୍ୟ କହିଛନ୍ତି ଯେ, ତ୍ୟାଗ ଏବଂ ବଳିଦାନର ପ୍ରତୀକ ହେଉଛି…
Read More...

ଜାମୁକୋଳି ଖାଇବା ପାଇଁ ଯାଇ ପୋଖରୀରେ ବୁଡି ନାବାଳକ ମୃତ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦ ବର୍ଷର ପୁଅ ନିରାକାର ସାଙ୍ଗ ମାନଙ୍କ ସହ ଜାମୁକୋଳି ଖାଇବାକୁ ଯାଇ ଆଉ ଘରକୁ ଫେରିଲେ ନାହିଁ । ବହୁ ସମୟ ଖୋଜାଖୋଜି କରିବା ପରେ ଗ୍ରାମ ନିକଟରେ ଥିବା…
Read More...

ବିଧାୟକଙ୍କ ରହିବା ଘର ନା ହେବ ଆଉରଙ୍ଗଜେବ ରହିବା ଘର, ତିନି ପାର୍କରେ ସବୁଜିମା ଧ୍ୱସ୍ତବିଧ୍ୱସ୍ତ

ଏକ ବଡ଼ ଦ୍ରୁମ ଦିନକୁ ୧୦ଜଣ ଲୋକଙ୍କୁ ଅମ୍ଳଜାନ ଦିଏ । ତା’ ଠାରୁ ଟିକେ ଛୋଟ ଗଛ ଯେତିକି ଅମ୍ଳଜାନ ଉତ୍ପାଦନ କରେ ସେଥିରେ ୪ରୁ ୬ଜଣ ଲୋକଙ୍କ ଆବଶ୍ୟକତା ପୂରା ହୁଏ । ୧୦୦୦ ଦ୍ରୁମର ଅମ୍ଳଜାନରେ ବଞ୍ଚୁଛନ୍ତି ୧୦ ହଜାର ଲୋକ । ବାୟୁମଣ୍ଡଳର ପ୍ରଦୂଷଣ ଟାଣିବାରେ ଗଛର ଭୂମିକା କିଛି କମ୍‌ ନୁହେଁ ।…
Read More...

ସୋମବାର ଅପରାହ୍ନ ସୁଦ୍ଧା ଦଶଟି ଜିଲ୍ଲାକୁ ୟେଲୋ ୱାର୍ଣିଂ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୩୦ ତାରିଖ ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ…
Read More...

୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ମାନସ ଓ ସୁଲତାଙ୍କୁ ମିଳିଲା ଆନୁଗତ୍ୟର ପୁରସ୍କାର

କଳ୍ପନାଜଳ୍ପନାର ଅନ୍ତ ଘଟି ଘୋଷଣା ହେଲା ୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ । ବିଜେଡି ପକ୍ଷରୁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରିପିଟ କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡି…
Read More...