ଫୁଣି ଆସିଲା ଦୂର୍ବୁଧି; ଆସନ୍ତା କାଲି ଭାରତ ବନ୍ଦ ଡାକରା
କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଆସନ୍ତା କାଲି ଅର୍ଥାତ ମଇ ୨୫ ତାରିଖକୁ ବନ୍ଦ ଡାକରା ଦିଆଯାଇଛି । ଅଲ୍ ଇଣ୍ଡିଆ ବେକୱାର୍ଡ ଆଣ୍ଡ ମାଇନୋରିଟି ଏମ୍ପ୍ଲଇଜି ଫେଡେରେସନ (ବିଏଏମସିଇଏଫ) ତରଫରୁ ଏହି ଡାକରା ଦିଆଯାଇଛି ।
ଫେଡେରେସନ ପକ୍ଷରୁ ଜାତିଗତ ଜନଗଣନାକୁ ସମର୍ଥନ କରି ଏହି ଡାକରା…
Read More...
Read More...