Webportal
Browsing Category

Crime

ଝିଅ ଜନ୍ମ ହେବାରୁ ଏସିଡ୍‌ ପିଆଇ ବୋହୂକୁ ହତ୍ୟା କରାଗଲା

ଆସାମ କରିମଗଞ୍ଜ ଜିଲ୍ଲାରେ ଜଣେ ମହିଳା ଝିଅ ଜନ୍ମ କରିବାରୁ ଶାଶୂଘର ଲୋକେ ତାଙ୍କୁ ଜବରଦସ୍ତ ଏସିଡ୍‌ ପିଆଇ ହତ୍ୟା କରିଛନ୍ତି। ଏହି ହତ୍ୟା ମାମଲାରେ ଶାଶୁ ଗୋପାଲଜାନ୍‌ ବିବିଙ୍କୁ ଆଜି ପୁଲିସ ଗିରଫ କରିଛି। ସେ ରତାବାରୀ ତହସିଲ ଅନ୍ତର୍ଗତ ବୈରବନଗରର ବାସିନ୍ଦା। ମୃତା ମହିଳାଙ୍କ ମାମୁଁ…
Read More...

ବାପା ହେଲେ ଅଲୋଡ଼ା, ରଥଯାତ୍ରା ବାହାନାରେ ବୃଦ୍ଧ ବାପାଙ୍କୁ ବଡ଼ଦାଣ୍ଡରେ ଛାଡ଼ିଦେଇ ଚାଲିଗଲା ପୁଅ

ବାପାଙ୍କୁ ରଥଯାତ୍ରା ଦେଖେଇବାକୁ ଆଣି ବଡ଼ଦାଣ୍ଡରେ ଛାଡ଼ି ଦେଇ ପଳାଇଛି ପୁଅ । ପାଳି ପୋଷି ବଡ଼ କରିଥିବା ବାପା ଏବେ ଅଲୋଡ଼ା। ବୃଦ୍ଧ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ଜଗବନ୍ଧୁ ନାୟକ (୭୫)।ବୃଦ୍ଧ ଜଗବନ୍ଧୁ କହିଛନ୍ତି, ଶିବରାମ, ସମୀର, ଶଙ୍କର ଓ ସୁଶାନ୍ତ ନାମକ ତାଙ୍କର ୪…
Read More...

ସ୍ବାମୀ ସ୍ତ୍ରୀକୁ କାଦୁଅରେ ଘୋଷାଡି ଘୋଷାଡି ବେଲ୍ଟରେ ମାରିଲା ମାଡ

ବର୍ବରତାର ସବୁ ସୀମା ଟପିଗଲା ସ୍ବାମୀ । ମହିଳା ହେଉ ବା ପୁରୁଷ କାହାକୁ କଣ ସତରେ ଏପରି ଅମାବୀୟ ଭାବେ ମାଡ ମରାଯାଇପାରେ।  ଜଣେ ମହିଳାଙ୍କୁ ଘର ବାହାରେ ଘୋଷାରି ଘୋଷାରି କାଦୁଅରେ ମାଡ ମରାଯାଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା…
Read More...

ଚରିତ୍ରକୁ ସନ୍ଦେହ କରି ବିଭତ୍ସ ହତ୍ୟା, କଟୁରୀରେ ହାଣି ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନୃଶଂସ ସ୍ଵାମୀ

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା। କଟୁରୀରେ ହାଣି ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନୃଶଂସ ସ୍ଵାମୀ। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଚନ୍ଦ୍ରଶେଖରପୁରରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର କଟାମୁଣ୍ଡ ଧରି ଜୋରନ୍ଦା ଫାଣ୍ଡିକୁ ଯାଉଥିବାବେଳେ ଖାଙ୍କିରା…
Read More...

ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ବାନ୍ଧବୀ ଆଣିଲେ ସେକ୍ସ ରାକେଟ୍ କାରବାର ଅଭିଯୋଗ

ପ୍ରେମ ସମ୍ବୋଧିୟ ଖବର କୁ ନେଇ ଗତ କିଛି ଦିନ ଚର୍ଚ୍ଚାରେ ରହି ଆସୁଥିବା ତିର୍ତ୍ତୋଲ ବିଧାୟକଙ୍କ ପାଇଁ ଏବେ ଅଡ଼ୁଆ ଆହୁରି ବଢ଼ିଯାଇଛି । ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ବାନ୍ଧବୀ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ରାଜନୀତି ସରଗରମ ହେବା ସହ ରାଜ୍ୟ ସାରା ଚର୍ଚ୍ଚା…
Read More...

ଭିଭୋ’ ପରେ ଏବେ ‘ଓପୋ’ : ଧରାପଡ଼ିଲା ୪୩୮୯ କୋଟିର ଟିକସ ଠକେଇ

ଭାରତରେ କାରବାର କରୁଥିବା ଚୀନ ମୋବାଇଲ କମ୍ପାନିମାନଙ୍କ ସଂଦିଗ୍ଧ ନେଣଦେଣ ଓ ଟିକସ ଠକେଇ ଉପରେ ତୀକ୍ଷଣ ନଜର ରଖିଛନ୍ତି ଭାରତ ସରକାର । ଗତ ସପ୍ତାହରେ ଭିଭୋ ଉପରେ ଇଡି ଚଢଉ ଏବେ ଓପୋର ପାଳି ପଡ଼ିଛି । ବୁଧବାରଦିନ ଅର୍ଥମନ୍ତ୍ରାଳୟ ଅଧିନସ୍ଥ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ  ପକ୍ଷରୁ ଓପୋ…
Read More...

ପରୀକ୍ଷା ପୂର୍ବରୁ ଲିକ୍ ହେଲା ପ୍ରଶ୍ନପତ୍ର

ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍‌ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ। ଜୁଲାଇ ୧୨ରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପଦାର୍ଥବିଜ୍ଞାନ ଓ ଶିକ୍ଷା ଅନର୍ସର ପୂର୍ବରୁ ଗୋଟିଏ ଗୋଟିଏ ପେପର ପରୀକ୍ଷା ସରିଛି। ଆଉ ପ୍ରତ୍ଯେକ ବିଷୟରେ ୨ଟି ଲେଖାଏଁ ହିସାବରେ ୪ଟି ପେପରର ପରୀକ୍ଷା ବାକି…
Read More...

ସନ୍ଦେହ କାହାକୁ: ଶିଳ୍ପପତି ଗୌତମ ଅଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ପୁଣି ୩୭୫ କୋଟି ଟଙ୍କାର ଡ୍ରଗ୍ସ ଜବତ

ଶିଳ୍ପପତି ଗୌତମ ଅଦାନୀଙ୍କ ମୁନ୍ଦ୍ରା ବନ୍ଦରରୁ ପୁଣି ୩୭୫ କୋଟି ଟଙ୍କାର ଡ୍ରଗ୍ସ ଜବତ । ସେପଟେ ଗତ କିଛିବର୍ଷ ମଧ୍ୟରେ ମୁନ୍ଦ୍ରା ବନ୍ଦର ଦେଇ କଚ୍ଛର ସମୁଦ୍ରାଞ୍ଚଳ ରାସ୍ତାରେ ବିଭିନ୍ନ ସାମଗ୍ରୀ ସହ ଡ୍ରଗ୍ସ ଆସୁଛି ବା ବାହାର ଦେଶକୁ ଯୋଗାଣ ହେଉଛି । କିଛିଦିନ ତଳେ ପାକିସ୍ତାନରୁ ଆସୁଥିବା…
Read More...