Webportal
Browsing Category

Crime

ଯୁବକକୁ ପଥରରେ ଛେଚି ହତ୍ୟା ସନ୍ଦେହ

ଅନୁଗୁଳ ସହର ଉପକଣ୍ଠ ଡେରେଜାଙ୍ଗ ଡ୍ୟାମ ଠାରେ ଜଣେ ଯୁବକକୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି। ମୃତକ ରନ୍ତଲେଇ ଗ୍ରାମର ଜଗନ ସେନାପତି ବୋଲି ଜଣା ପଡ଼ିଛି। ତାଙ୍କୁ ପଥରରେ ଛେଚି ଛେଚି କେହି ହତ୍ୟା କରିଥିବା ଜଣାପଡୁଛି। ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୯ଟା ବେଳେ ଡେରେଜାଙ୍ଗ ଡ୍ୟାମ…
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣ: ସିଆରପିଏଫ ଯବାନ ଆହତ

ମାଲକାନଗିରି ସୀମାନ୍ତ ବିଜାପୁର ଜିଲା ତିମାପୁରଠାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟି ଜଣେ ଯବାନ ଆହତ ହୋଇଛନ୍ତି। ତିମାପୁରଠାରେ ରାସ୍ତା କାର୍ଯ୍ୟ ଚାଲୁଥିବାରୁ ସୁରକ୍ଷା ଦେବା ପାଇଁ ଏହି ଯବାନମାନେ ବାହାରିଥିଲେ। ତେବେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ହୋଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ…
Read More...

ଅପରାଧୀ ସାଜିଛି ଟାମଡା

ଅପରାଧୀ ସାଜିଛି ଟାମଡ଼ା। ପ୍ରିୟ ପାଠକବନ୍ଧୁ ଆପଣ ମାନେ ଭାବୁଥବେ ଏକ ସରକାରୀ ସଂସ୍ଥା କିଭଳି ଅପରାଧି ହେଲା।ଆଜ୍ଞା ହଁ ଏହା ସରକାରୀ ସଂସ୍ଥା ହୋଇ ଖୁଲମଖୁଲା ଅପରାଧ କରି ଚାଲିଛି। ଟାମଡା ମାନେ ତାଳଚେର ଅନୁଗୁଳ ଉନ୍ନୟନ କର୍ତ୍ତୃପକ୍ଷ।ଏହାର କାର୍ଯ୍ୟ ହେଲା ସରକାରୀ ନିୟମ ଅନୁଯାୟୀ ଏହାର…
Read More...

ପୋଲିସକୁ ବେଖାତିର; ଗୁଣ୍ଡାଙ୍କୁ ଭୀଷଣ ଭୟ

ଅନୁଗୁଳ ସହରରେ ଏମିତି କିଛି ନିର୍ଦ୍ଦିଷ୍ଟ ଦୋକାନ ଅଛନ୍ତି ଯାହାକି ସଟଡାଉନ ଓ କର୍ଫ୍ୟୁ ସମୟରେ  ମଧ୍ୟ ପୋଲିସର ତାଗିଦ ସତ୍ତ୍ୱେ ଖୋଲା ରହିବାର ଦେଖାଯାଏ।କାରଣ ଟି ନିୟମକୁ କଡାକଡି ଭାବେ ଲାଗୁ କରିବା ଦାଇତ୍ୱ ରେ ଥିବା ବାବୁମାନେ ଭଲ ଭାବରେ ଜାଣିଥିବେ।କିନ୍ତୁ ଆଜିର ଛଅ ଘଣ୍ଟିଆ ବନ୍ଦ ସମୟରେ…
Read More...

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଫାଶି ସଦୃଶ୍ୟ ଦଣ୍ଡର ଆବଶ୍ୟକତା

ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଆଇନ କାନୁନ ପ୍ରଣୟନ କରାଯାଉଥିଲେ ମଧ୍ୟ ଅଧିକାଂଶ ସମୟରେ ସାଧାରଣ ଲୋକଟିଏ ନିଜର କୌଣସି ପ୍ରକାର କାମ ସରକାରୀ କାର୍ଯ୍ୟାଳୟରେ କରିବାକୁ ହେଲେ ନାନା ପ୍ରକାର ହଇରାଣ ହରକତ ହେବା ସହ ଲାଞ୍ଚ ଆକାରରେ ଟଙ୍କା ଖର୍ଚ୍ଚ କରୁଛି।ତେବେ ଯାଇ ସରକାରୀ ବାବୁମାନେ ଏମିତି…
Read More...

ସ୍ୱାମୀ ଲୁଟୁଛି ନିଶା ପାଇଁ ଟଙ୍କା; ସ୍ତ୍ରୀ କାଉନସିଲର ଆଶାୟୀ

କଣ ହେବ ଏ ଦେଶର? ପାଠକ ବନ୍ଧୁମାନେ ଏ ପ୍ରଶ୍ନ ଉଙ୍କି ମାରୁଛି ଅନୁଗୁଳ ସହରରେ ଏକ ଘଟଣା ଦେଖିବା ପରେ। ଏଠି ଏମିତି ଏକ ନାରୀନେତ୍ରୀଙ୍କୁ ଦେଖିବାକୁ ମିଳୁଛି ଯାହାର କି ଲୋକସମ୍ପର୍କ ଭଲ ଓ ସମ୍ଭବତଃ ସେ ଆଗାମୀ ମ୍ୟୁନିସିପାଳିଟି ନିର୍ବାଚନରେ କାଉନସିଲର ପ୍ରାର୍ଥୀ ହେବାକୁ ଆଶାୟୀ।କିନ୍ତୁ…
Read More...

ଆଶ୍ଚର୍ଯ୍ୟ:ଗାଡି ଭିତରେ ଥିବା ଚୋରା ସୁନା ଖୋଜିବାକୁ ଲାଗିଲା ଅଠର ଘଣ୍ଟାରୁ ଅଧିକ ସମୟ

ଆସାମରେ ଏକ ବଡ ଧରଣର ସୁନା ରାକେଟ ଠାବ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ରାଜସ୍ୱ ବିଭାଗ ଗୁଇନ୍ଦା କର୍ମଚାରୀଙ୍କ ଦ୍ୱାରା ପ୍ରାୟ ୨୧ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କରାଯାଇଛି। ଜବତ ସୁନାର ଓଜନ ପ୍ରାୟ ୪୩ କିଲୋଗ୍ରାମ ହେବ। ବିଶେଷ ସୂତ୍ରରୁ ଖବର ପାଇ ଗୁଇନ୍ଦା କର୍ମଚାରୀମାନେ ଏକ…
Read More...

ऑक्सिजन सिलिंडर से भरे ट्रक से गांजा जब्त

ओड़िसा के जयपुर सदर पुलिस ने शनिवार को कोरापुट से पंजाब ले जाते समय ऑक्सीजन सिलेंडर से भरे ट्रक से 1.10 करोड़ रुपये मूल्य का कुल 1277 किलोग्राम गांजा जब्त किया. एक खुफिया सूचना पर कार्रवाई करते हुए, जयपुर सदर पुलिस स्टेशन ओआईसी ए महाकुड,…
Read More...

ଧରାପଡିଲେ ଅପରାଧୀଙ୍କୁ ଜାଲ ସୀମ ଓ ବ୍ୟାଙ୍କ ଆକାଉଣ୍ଟ ଆଦି ଯୋଗାଉଥିବା ଏକ ଦଳ:ଅଭିଯୋଗକାରୀଙ୍କ ନାମ ଗୋପନ ରଖିଲା…

ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନାରେ ୪.୧.୨୧ ରେ ମିଳିଥିବା ଅଭିଯୋଗ ଅନୁଯାୟୀ ଜଣେ ବ୍ୟକ୍ତି ୧ ଜାନୁଆରୀ ରେ ଫେସବୁକ ରେ ଜଣେ ଆର୍ମି ଚାକିରିଆ ବୁଲେଟ ମୋଟରସାଇକେଲ ବିକିବାକୁ ନେଇ ବିଜ୍ଞାପନ ଦେଇଥିବା ଦେଖିଥଲେ।ଏହାପରେ ସେ ଉକ୍ତ ବ୍ୟକ୍ତିକୁ ଯୋଗାଯୋଗ କରି ବାଇକ କିଣିବା ପାଇଁ ୫୫୦୦୦ ଟଙ୍କା…
Read More...