Webportal
Browsing Category

Crime

ପେଟ୍ରୋଲ ଢ଼ାଳି ଜାଲିଦେଲେ ଯୁବକକୁ

ଅନୁଗୁଳ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପେଟ୍ରୋଲ ଢାଳି ଯୁବକକୁ ନିଆଁ ଲଗାଇ ଦେଲେ ଦୁବୃତ । ଘଟଣା ସ୍ଥଳରୁ ଦୁବୃତ ଫେରାର । ଅନୁଗୁଳ ଜିଲ୍ଲା କଦଲିମୁଣ୍ଡା ଗ୍ରାମରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା । ଘଟଣା ସ୍ଥଳରେ ଯୁବକ  ମୃତ । ମୃତ ଯୁବକ ରାଜକିଶୋର ପ୍ରଧାନ । ଘଟଣା ସ୍ଥଳରେ…
Read More...

ଲାଞ୍ଚ ନେଇ ସାଧାରଣ ଲୋକଙ୍କ ଟଙ୍କା ଲୁଟୁଥିବା ସରକାରୀ କର୍ମଚାରୀ ଭିଜିଲାନ୍ସ ପଂଜାରେ

ଅନୁଗୁଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ଼। କିରାଣୀ ରୋହିତେଶ୍ୱ ବାଗ। ସେ ଅନୁଗୁଳ ସବ ଡିଭିଜନ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୁଦ୍ଧରେ ଆୟବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗ ଥିଲା। ଆଜି ସକାଳୁ ଭିଜିଲାନ୍ସ କଟକ ଡିଭିଜନର ଅଧିକାରୀ…
Read More...

ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ଅନୁଗୁଳ ଜିଲ୍ଲାର ନାଲକୋ ଥାନା ନାଲକୋ ଆସ ପଣ୍ଡ ନିକଟରେ ଆଜି ମଧ୍ୟାହ୍ନ ସମୟରେ କିଛି ଦୁର୍ବୁତ୍ତ ଜଣେ ଯୁବକଙ୍କୁ କଟୁରୀରେ ମରଣାତ୍ମକ ଆକ୍ରମଣ କରିଥିବା ସୂଚନା ମିଳିଅଛି । ନାଲକୋ ଥାନା ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତ କେନ୍ଦୁ ପାଟଣା ସାହିର ଯୁବକ ସୁଧୀର କୁମାର ବେହେରାଙ୍କୁ ପୂର୍ବ…
Read More...

ନାବଳିକାକୁ ଦୁଷ୍କର୍ମ ଅଭିଯୋଗ:ଅଭିଯୁକ୍ତକୁ ବାନ୍ଧିଲେ ଲୋକେ

ଅନୁଗୁଳ ଜିଲ୍ଲା ରେଙ୍ଗାଳୀ ଥାନା ଅନ୍ତର୍ଗତ ଗଣ୍ଡମଳା ଗାଁ ରେ ଦଶ ବର୍ଷ ର ଝିଅ କୁ ଦୁଷ୍କର୍ମ ଅଭିଯୋଗ।ଗଣ୍ଡମଳା ଗାଁ ର ପ୍ରହଲାଦ ବେହେରା ଙ୍କ ଦଶ ବର୍ଷର ଝିଅ ଏକା ଥିବା ର ସୁଯୋଗ ନେଇ ସେହି ଗାଁ ର ପଚାଶ ବର୍ଷୀୟ ଦିଲେଶ୍ଵର ବେହେରା ଦିନ ଗୋଟାଏ ବେଳେ ନଦୀ କୂଳ କୁ ଡାକି ଦୁଷ୍କର୍ମ କରିଥିବା…
Read More...

ଦୁର୍ନୀତିଗ୍ରସ୍ତ ଟାମଡା କର୍ମଚାରୀ ସାଧାରଣ ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବାର ଦୋଷୀ:ଗଳି ଗଳି ଚର୍ଚ୍ଚା

ସମ୍ପ୍ରତି ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ ମନମୁଖୀ ନିର୍ମାଣ କାର୍ଯ୍ୟ ପାଇଁ ସାଧାରଣ ଲୋକଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇପଡିଛି।ଲୋକମାନେ ମୁକ୍ତ ନିଶ୍ୱାସ ମଧ୍ୟ ନେଇ ପାରୁନାହାନ୍ତି।ଯାହାଦ୍ୱାରା ସେମାନଙ୍କ ମାନବଧିକାର କ୍ଷୁର୍ଣ୍ଣ ହେଉଛି।ଆଉ ଏହାର କାରଣ ହେଲା ଦୁର୍ନୀତିରେ ବୁଡି ରହିଥିବା…
Read More...

ସାଧାରଣରେ ଚର୍ଚ୍ଚା ଜୋର:ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ହାତରେ ଟାମଡା(TAMDA): ସାଧାରଣ ଲୋକଙ୍କ ଶାନ୍ତିରେ…

ଶୀର୍ଷକ ଭଳି ସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ଆଲୋଚନା ମଧ୍ୟ ସତ୍ୟ ଲାଗୁଛି। ଅନୁଗୁଳ ଓ ଆଖପାଖ ଅଞ୍ଚଳରେ ଯୋଜନାବଦ୍ଧ ଭାବେ ନିର୍ମାଣ କାର୍ଯ୍ୟ କରିବା ର ମୁଖ୍ୟ ଉଦ୍ଧେଶ୍ୟ ନେଇ ଗଠନ ହୋଇଥିଲା ଟାମଡା। ଯା ଦ୍ୱାରା ନୂଆକରି ଗଢ଼ିଉଠୁଥିବା ଆବାସିକ ଓ ବ୍ୟବସାୟିକ କୋଠା ଗୁଡିକ ସମୁଦାୟ ଜାଗାର…
Read More...

ଗୁଳି ଭୁଜାଲି ମାଡରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ ସହର ନିକଟ ମୁଷାପାପୁଲି ଗାଁରେ ହତ୍ୟାକାଣ୍ଡ । ରାତି ସାଢେ ୮ ଟା ସମୟରେ କିଛି ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲିରେ ଆକ୍ରମଣ କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ ମୂଷାପାପୁଲି ଛକରେ ରନ୍ତଲେଇ ଗାଁର ଦୁଇଭାଇ ଦୁଃଶାସନ ସେନାପତି ଓ…
Read More...

ନିଶାର କମାଲ:ମଦ ନିଶାରେ ତିନି ନାଲକୋ ଅଫିସର ସ୍ଥାନୀୟ ଯୁବକଙ୍କୁ ପିଟିପିଟି କଲେ ଲହୁଲୁହାଣ

ଅନୁଗୁଳ ନିକଟ ନାଲକୋନଗର ଅଂଚଳରେ ନିଶା ଶକ୍ତ ତିନି ନବରତ୍ନ କମ୍ପାନୀ ନାଲକୋ ଅଫିସରଙ୍କ ଉନ୍ମତ୍ତକାଣ୍ଡ। ହୋଟେଲରେ ହେଲେ ମାତାଲ। ହୋଟେଲରେ ଗୋଡ଼ାଇ ଗୋଡ଼ାଇ ପିଟିଲେ। ନାଲକୋ ନଗର ଥାନା ଅନ୍ତର୍ଗତ ୫୫ଜାତୀୟ ରାଜପଥ ପାର୍ଶ୍ୱ ଠାରେ ଥିବା ଭୋଜନବାର ହୋଟେଲ ରେ କାଣ୍ଡସର ଗ୍ରାମର ଦୁଇ ସାଙ୍ଗ ଙ୍କ…
Read More...

ଟ୍ରକ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଛକ ନିକଟରେ ଜଣେ ଯୁବକ ଗତକାଲି ରାତି ପ୍ରାୟ ୯ଟା ସମୟରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଛନ୍ତି। ଆହତ ଯୁବକ ଜଣକ ହେଉଛନ୍ତି ଆଠମଲ୍ଲିକ ଅଂଚଳର ଦୀନକୃଷ୍ଣ ଭୋଇ (୩୫)। ସେ ଗତକାଲି ଟ୍ରକ ଚଳାଇ ଯାଉଥିବା ସମୟରେ…
Read More...

ମୋବାଇଲ ଛଡେଇବା ପଡିଲା ମହଙ୍ଗା:ଲୋକେ ନିର୍ଧୁମ ଛେଚିଲେ

ଗତକାଲି ସନ୍ଧ୍ୟାରେ ଅନୁଗୁଳ ସହରର କମଲେଶ ହୋଟେଲ୍ ନିକଟରୁ ମୋବାଇଲ୍ ଛଡ଼ାଇ ଧରା ପଡିଛନ୍ତି ଦୁଇ ଦୁର୍ବୃତ୍ତ। ଆଙ୍କୁଲା ଗ୍ରାମର ଜଣେ ଯୁବକ ମୋବାଇଲରେ କଥା ହେଇ ସାଇକେଲରେ ସର୍କିଟ ହାଉସ ଆଡକୁ ଯାଉଥିବାବେଳେ ଦୁଇ ଜଣ ଯୁବକ ପଛପଟୁ ବାଇକରେ ଦ୍ରୁତ ଗତିରେ ଆସି ମୋବାଇଲ ଟିକୁ ଛଡ଼ାଇ ନେଇ…
Read More...