ହତ୍ୟା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ସମଲ ପୋଲିସ
ଗତକାଲି ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସିଲିଙ୍ଗ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ସଂଦର୍ଭରେ ପୋଲିସ ଆଇପିସି ଧାରା ୩୦୨/୩୪ ଅନ୍ତର୍ଗତ ମାମଲା ରୁଜୁ କରି ଆତ୍ମସମର୍ପଣ କରିଥିବା ୩ଜଣଙ୍କୁ ମିଶାଇ ଆଠ ଜଣଙ୍କୁ ଗିରଫ କରିଛି।ଗିରଫ ମାନଙ୍କ ମଧ୍ୟରେ ମୃତକ ର ସ୍ତ୍ରୀ, ଦୁଇ ଝିଅ, ଶ୍ୱଶୁର,ଶଳା,…
Read More...
Read More...