Webportal
Browsing Category

Crime

ରାକ୍ଷସ ହେଇଯାଉଛି ମନୁଷ୍ୟ ରାସ୍ତାରୋକ ସମୟରେ:ଆବଶ୍ୟକତା ରହିଛି ନିଜକୁ ସୁଧାରିବାକୁ

କୌଣସି ସମସ୍ୟାର ସମାଧାନ ପାଇଁ ରାସ୍ତା ଅବରୋଧ କରିବା ଏକ ନିତିଦିନିଆ କଥା ହେଇଗଲାଣି, ଯାହାର ଦୁଷ୍ଗପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି।ଏହାର ଏକ ତାଜା ଉଦାହରଣ ସାମନାକୁ ଆସିଛି। କାଲି ଅନୁଗୁଳ ଜିଲ୍ଲାର ପାଲଲହଡା ରେ କେନ୍ଦୁପତ୍ର ତୋଳାଳୀ ମାନେ ୬ ଦଫା ଦାବି ପୂରଣ ପାଇଁ ସ୍ଥାନୀୟ…
Read More...

ପୋଲିସ କବଜାରେ ଡକାୟତ ଦଳ

ଅନୁଗୁଳ  ଜିଲ୍ଲା ଛେଣ୍ଡିପଦା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । କମ୍ପସଲା ଜଙ୍ଗଲ ନିକଟରେ ଡକାୟତି ଯୋଜନା ଚାଲିଥିବା ବେଳେ ଖବର ପାଇ ଛେଣ୍ଡିପଦା ପୋଲିସ ଚଢାଉ କରି ଡକାୟତି ଗ୍ୟାଙ୍ଗର ୬ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି ,ଦେଶି ବନ୍ଧୁକ ଭଳି ମାରଣାସ୍ତ୍ର ସମେତ ଗୋଟିଏ…
Read More...

ବିପୁଳ ପରିମାଣର ଚୋରା କାଠ ଜବତ:ଦୁଇ ଗିରଫ

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋରଡ଼ା ଗାଁରେ ମଙ୍ଗଳବାର ଛେଣ୍ଡିପଦା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ ଓ ଶାଳ କାଠ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ବ୍ୟକ୍ତିମାନେ ହେଲେ ଢେଙ୍କାନାଳ ଜିଲା ଦୁଦୁରକୋଟ ଗ୍ରାମର…
Read More...

ଡକାୟତିର ଦୁଇଦିନ ମଧ୍ୟରେ ଧରାପଡିଲେ ସମସ୍ତ ଅପରାଧୀ,ଉଦ୍ଧାର ହେଲା ଡକାୟତି ହୋଇଥିବା ସାମଗ୍ରୀ

ଚଳିତ ମାସ ଦଶ ତାରିଖ ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ତଳମୂଳ ଗ୍ରାମର ଚିତ୍ତରଞ୍ଜନ ଧଳବିଶୋଇ ମଇଧରପୁର ରୁ ତାଙ୍କ ଘରକୁ ଫେରିବା ସମୟରେ ତଳମୂଳ କଲେଜ ନିକଟରେ ପାଞ୍ଚଜଣ ଏକ ମାରୁତି ସ୍ୱିଫ୍ଟ ରେ ଆସି ତାଙ୍କୁ ଅଟକାଇଥିଲେ ଓ ଡ଼ରାଇ ତାଙ୍କଠାରୁ ପ୍ରାୟ ପାଞ୍ଚହଜାର ଟଙ୍କା ଥିବା ମନୀପର୍ସ, ଗୋଟେ…
Read More...

ଅପରାଧୀ ଡାଳେଡାଳେ ପୋଲିସ ପତ୍ରେପତ୍ରେ: ଅନୁଗୁଳ ଜିଲ୍ଲା ପୋଲିସ ହାତରେ ପୁଣି ଧରା ପଡିଲେ ବ୍ରାଉନ ସୁଗାର ବିକ୍ରେତା

ଅନୁଗୋଳ ଜିଲ୍ଲା ସ୍ପେଶାଲ ସ୍କ୍ବାର୍ଡର ସଫଳତା । ଚାରିଜଣ ବ୍ରାଉନସୁଗାର ବିକ୍ରେତାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନସୁଗାର ପୁଡିଆ, ନଗଦ ଟଙ୍କା , ମୋଟର ସାଇକେଲ ଓ ଏଟିଏମ କାର୍ଡ ଆଦି ଜବତ କରିଛି ପୋଲିସ। ଜିଲ୍ଲାରେ ବ୍ରାଉନ ସୁଗାର ବିକ୍ରି ରାକେଟ ସକ୍ରିୟ ଅଛି ଓ ବିଗତ କିଛି…
Read More...

ବିଳମ୍ବିତ ରାତିରେ ଯାତ୍ରା ବଢାଇଲା ଅଘଟଣ ଆଶଙ୍କା, ଖବର ପାଇ ଲୁଟ ଉଦ୍ୟମ କରୁଥିବା ଅପରାଧୀଙ୍କୁ ଗିରଫ କଲା ପୋଲିସ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଉଚ୍ଚ ବିଦ୍ୟାଳୟ ପାଖରେ ଡକାୟତି ଉଦ୍ୟମ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମର କିଛି ଯୁବକ ପୁରୀ ଓ ତାରା ତାରିଣୀ ବୁଲି ଫେରୁଥିବା ସମୟରେ ତଳମୂଳ ନିକଟରେ ତିନି ଜଣ ଯୁବକ ଦୁଇଟି ମୋଟର ସାଇକେଲକୁ ରାସ୍ତାଉପରେ ରଖି ସେମାନେ…
Read More...

କୋଇଲା ଚୋରି କରି ବିକ୍ରି କରିବାକୁ ନେଇ ଚାରି ଗିରଫ, ଦୁଇ ଫେରାର

ଅନୁଗୁଳ ଥାନା ଏସଆଇ ସତ୍ୟରଞ୍ଜନ ଲେଙ୍କା ପନ୍ଦର ତାରିଖ ରାତିରେ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ଏକ ଧଳା ୪୦୭ ଓଡ଼ି ୧୯ସି ୩୫୭୪ ଆମ୍ବପାଳ ଜଙ୍ଗଲରେ ଚୋରା କୋଇଲା ଲୋଡ଼ କରି ଛିଡା ହୋଇଛି।ଶ୍ରୀ ଲେଙ୍କା ସଦଳବଳେ ସେଠାରେ ପହଞ୍ଚି ଉକ୍ତ ଗାଡିକୁ ଚୋରା କୋଇଲା ସହିତ ଜବତ କରିବା ସହ ନତଡା ର ତପନ…
Read More...

କ୍ଲେପଟୋ କରେଂସି ଜାଲରେ ରାଜ୍ୟର ରାଜଧାନୀ

ଦିନକୁ ଦିନ ରାଜ୍ୟରେ ସାଇବର ଅପରାଧ ବଡି ଚାଲିଥିବାବେଳେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ବର କ୍ଲେପଟୋ କରେଂସି ଜାଲରେ ଛନ୍ଦି ହୋଇପଡୁଥିବା ଲକ୍ଷ୍ୟ କରାଯାଏ।ମୁମ୍ବାଇ, ଦିଲ୍ଲୀ ଆଦି ମେଟ୍ରୋନଗରୀ ଗୁଡିକରୁ କିଛି ଅସମାଜିକ ଯୁବକ ରାଜଧାନୀ ଭୁବନେଶ୍ବରକୁ ଆସି ସେମାନଙ୍କର ଏହି ବେପାରକୁ ସାଇବର…
Read More...

ସରକାରୀ କାର୍ଯ୍ୟାଳୟର ଚିଠି ଜାଲିଆତି

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜେନେରାଲ ମିସ ବିଭାଗରୁ ବାଲିକୁଦା ବିଡ଼ିଓଙ୍କ ନିକଟକୁ ପତ୍ର ସଂଖ୍ୟା ୮୪୭୫ ତା ୮।୧୧।୨୦୧୯ ବାଲିକୁଦା ପ୍ରେସ ଆସୋସିଏସନ ନାମକ ଏକ ସଂସ୍ଥା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାପାଇଁ ଚିଠି ହୋଇଥିଲା।ଉକ୍ତ ପତ୍ର ଅନୁସାରେ ବାଲିକୁଦା ବିଡ଼ିଓ ତଦନ୍ତ…
Read More...

ପୁଣି ଭିଜିଲାନ୍ସ ହାତରେ ଅସାଧୁ ତଳତଳିଆ କର୍ମଚାରୀ, ବଡ ଅଧିକାରୀମାନଙ୍କ ନମ୍ବର ନ ଆସିବା ସନ୍ଦେହ ଘେରରେ

ଅନୁଗୁଳ ଜିଲ୍ଲା ବନରପାଳ ତହସିଲ ଅଫିସ ର ବରିଷ୍ଠ କିରାଣୀ ବିନୟ ମହାପାତ୍ର ଜମି ଚିହ୍ନଟ ର ଫାଇଲ ପ୍ରୋସେସ ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ତହସିଲ ଅନ୍ତର୍ଗତ ପଥୁରିଆ ଗାଁର ଦେବେନ୍ଦ୍ର ଆମନ୍ତ ତାଙ୍କ ଜମି ଚିହ୍ନଟ କରାଇବା ପାଇଁ ପୂର୍ବରୁ ଆବେଦନ କରିଥିଲେ ଓ…
Read More...