Webportal
Browsing Category

Crime

ବିଭତ୍ସ ହତ୍ୟାକାଣ୍ଡ, ମୁଣ୍ଡ ଗଣ୍ଡି କଲେ ଅଲଗା

ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ବାଲିପଶି ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗାଁର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୁଣ୍ଡ ଗଣ୍ଡି ଅଲଗା କରି କୂଅରେ ପକାଇ ଦେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଦୁର୍ଯୋଧନ ତୁଙ୍ଗ ନାମକ ଜଣେ ଯୁବକ ଗତକାଲି ରାତିରେ ଘରେ ଶୋଇଥିଲେ ଓ ଭୋର ୪ ଟା ବେଳେ ତାଙ୍କ…
Read More...

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ

ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୁଳିମାଡ ହୋଇଛି । ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦୁଇଟି ଗାଡିରେ ୯ରୁ ୧୦ ଜଣ ଯୁବକ…
Read More...

ସମ୍ପତି ଲୋଭରେ ଦିଅରର ଭାଉଜକୁ ହତ୍ୟା ଅଭିଯୋଗ

ସମ୍ପତ୍ତି ଲୋଭରେ ଦିଅର ର ଭାଉଜଙ୍କୁ ହତ୍ୟା ଅଭିଯୋଗ। ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇନ୍ଦୁପାହି ଅଞ୍ଚଳର ହିସି ହେମ୍ବ୍ରମ୍(୪୦)ଙ୍କୁ ତାଙ୍କ ଦିଅର ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ଭାଇ ରାଜେଶ ବାସ୍କେଙ୍କ ଅଭିଯୋଗ ପରେ ସଦର ଥାନା ପୁଲିସ୍…
Read More...

ଡକାୟତି ଯୋଜନା ସମୟରେ ଅନୁଗୁଳ ପୋଲିସ ଦ୍ୱାରା ଗିରଫ

ଅନୁଗୁଳ ପୋଲିସ ଡକାୟତି ପାଇଁ ଯୋଜନା କରୁଥିବା ଚାରିଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସାତ ତାରିଖ ରାତି ପ୍ରାୟ ଦୁଇଟା ତିରିଶ ସମୟରେ ଏସଆଇ ଶ୍ରୀ ମାଝୀ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଡକାୟତି ରୋକିବା ପାଇଁ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ସୂଚନା ପାଇଥିଲେ କି…
Read More...

ଗୁଳି ଫୁଟାଇ ଡକାୟତି ଉଦ୍ୟମ ପଣ୍ଡ

ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ। ବିପିନ ବିହାରୀ ନାହାକ (୩୨) ନାମକ ବ୍ୟକ୍ତି ଥର୍ମାଲ ସାପ୍ତାହିକ ହାଟରୁ ନିଜର ବେପାର ସାରି ସ୍କୁଟି ରେ ଘରକୁ ଫେରୁଥିବା ସମୟରେ ହେଲମେଟ ପିନ୍ଧା ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ୟୁନିକର୍ଣ ବାଇକରେ ଆସି ସେ…
Read More...

ପୁଅ ଜୀବନରେ ମାରିଦେଲା ଜନ୍ମଦାତ୍ରୀ ମା କୁ

ପାଗଳ ପୁଅର ଉନ୍ମକ୍ତ କାଣ୍ଡ । ଠେଙ୍ଗାରେ ପିଟି ପିଟି ନିଜ ଜନ୍ମ କଲା ମାଆକୁ କଲା ହତ୍ୟା । ଏମିତି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗ୍ରାମରେ । ପାଗଳ ପୁଅ ବିଷ୍ଣୁ ଚରଣ ସାହୁ ନିଜ ଜନ୍ମ କଲା ମାଆ ବଇଦେଇ ସାହୁଙ୍କୁ କଲା ହତ୍ୟା । ଗାଁରେ…
Read More...

ବିଳମ୍ବିତ ରାତିରେ ସସତ୍ର ଡକାୟତି

ଅନୁଗୁଳ ଜିଲ୍ଲା ନାଲକୋ ସିପିପି ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା ଓ ନଗଦ ରାଶି ଡକାୟତି। ଗତକାଲି ବିଳମ୍ବିତ ରାତିରେ ସିପିପି ଛକ ନିକଟରେ ରହୁଥିବା ବରଦା ପ୍ରସନ୍ନ ପଟ୍ଟନାୟକ ଘରେ ଶୋଇଥିବା ସମୟରେ ପ୍ରାୟ ୫ ରୁ ୬ ଜଣ ଦୁର୍ବୁତ୍ତ କବାଟ ତାଡି ଘରେ…
Read More...

ବନରପାଲ ପୋଲିସ ଦ୍ୱାରା ବ୍ରାଉନ ସୁଗାର ଜବତ ଓ ବିକ୍ରେତା ଗିରଫ

ଗତକାଲି ସକାଳ ପ୍ରାୟ ୧୦ ଟା ସମୟରେ ବନରପାଲ ଥାନା ଏସ ଆଇ ରିତାରଣୀ ପ୍ରଧାନ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ କି ଗୋତମରା ର ଦୀପକ ସାମଲ ନାମକ ବ୍ୟକ୍ତି ସେଠାର ପାଇପ ଲାଇନ ନିକଟରେ ନିଜ ପକେଟରେ ବ୍ରାଉନ ସୁଗାର ରଖି ବିକ୍ରି କରୁଛି।ସେ ରେଡ଼ କରି ଅଭିଯୁକ୍ତ ଠାରୁ…
Read More...

ପୁଣି ଅନୁଗୁଳରେ ବେଆଇନ କଫ ଶିରାପ ଜବତ

ଗତକାଲି ଦ୍ବୀପହରେ ଅନୁଗୁଳ ଥାନା ଏସ ଆଇ ପ୍ରକାଶ ଚନ୍ଦ୍ର ମାଝୀ ତୁରଙ୍ଗ ସ୍ଥିତ କୁନ୍ତଳା ମେଡ଼ିସିନ ଷ୍ଟୋରରେ ଦୋକାନୀ ଅଜିତ କୁମାର ସାହୁ ଦ୍ୱାରା ବେଆଇନ ଭାବେ କଫ ଶିରାପ ବିକ୍ରି କରାଯାଉଥିବା ସୂଚନା ବିଶ୍ୱସ୍ତ ସୂତ୍ରରୁ ପାଇ ସେଠି ଚଢ଼ାଉ କରିଥିଲେ।ଅଧିକାରୀ ଓ ସାକ୍ଷୀଙ୍କ ଉପସ୍ଥିତିରେ…
Read More...

ନାଲକୋ ଥାନା ଅଂଚଳରେ ବ୍ରାଉନ ସୁଗାର ଜବତ

ଗତ ଦୁଇ ତାରିଖରେ ନାଲକୋ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ କି ଗିରାଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁ ତାଙ୍କ ପାନ ଦୋକାନରେ ବ୍ରାଉନ ସୁଗାର ବିକ୍ରି କରୁଛନ୍ତି।ସେମାନେ ତା ଦୋକାନରେ ରେଡ଼ କରିଥିଲେ ଓ ଏକ୍ସଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ…
Read More...