Webportal
Browsing Category

Crime

ଧରାପଡିଲେ ଡକାୟତ ଦଳ

ଅନୁଗୁଳ ପୋଲିସ ଏସଆଇ ଲେଙ୍କାଙ୍କ ନେତୃତ୍ୱରେ ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସହରର ହାଟପଡା ଠାରେ କିଛି ଅପରାଧି ବସିଥିବାର ଖବର ପାଇ ଚଢ଼ାଉ କରି ଚାରିଜଣ ଅପରାଧି ଅନୁଗୁଳ ଥାନା ଅଂଚଳ ଜରାଶିଙ୍ଗାର ସାଗର ସାହୁ, ଅଙ୍ଗାରବନ୍ଧ ର…
Read More...

ରହସ୍ୟ ଭିତରକୁ ଚାଲିଯାଉଛି ଅନୁଗୁଳ ଜିଲ୍ଲାପାଳଙ୍କ ଏଚଡିଏଫସି ବ୍ୟାଙ୍କରୁ ଟଙ୍କା ଗାୟବ ହେବାର କାରଣ

ଅନୁଗୁଳରେ ଘରୋଇ ବ୍ୟାଙ୍କ ଏଚଡିଏଫସି ରେ ଥିବା ଜିଲ୍ଲାପାଳଙ୍କ ଖାତାରୁ ଜାଲ ଉପାୟରେ ଟଙ୍କା ଗାୟବ ହୋଇ ପରେ ଫେରିବା ଓ ଆରକ୍ଷୀ ଅଧୀକ୍ଷକଙ୍କ ଅନୁଯାୟୀ ଏହି ମାମଲାରେ ଦୋଷୀ ପାଇ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରିବା ପରେ ଘଟଣାରେ ଦିନକୁଦିନ ନୂଆ ନୂଆ…
Read More...

ବିଭତ୍ସ ହତ୍ୟାକାଣ୍ଡ

ଅନୁଗୁଳ ଜିଲ୍ଲା ପIଲଲହଡା ଥାନା ଅନ୍ତର୍ଗତ ବତିସୁଆଁ ପଂଚାୟତ ସୋଲଡା ଗ୍ରାମ ର ଜଣେ ବିଧବା ମହିଳା ଗୁବେଇ କୁଂକାଲ (୩୬) ଙ୍କୁ ସେହିଗ୍ରାମ ର ସୁକୁଦାର ସୋରେନ (୪୫)ଏକ ଟାଙ୍ଗିଆ ରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡ଼ିଛି । ପୋଲିସ ପକ୍ଷରୁ ମିଲିଥିବା ସୂଚନା ଅନୁଯାୟୀ ଗୁବେଇ ସନ୍ଧ୍ୟା…
Read More...

ଖାମଖିଆଲ ଓ ବେପରୁଆ ଗାଡି ଚାଳନା ନେଲା ଆଉ ଏକ ଅମୂଲ୍ୟ ଜୀବନ

ଅନୁଗୋଳ ଥାନା କୁମଣ୍ଡ ଠାରେ ଟ୍ରକ ଧକ୍କାରେ ସ୍କୁଲ ଛାତ୍ରୀ ମୃତ ସ୍କୁଲ ରୁ ଘରକୁ ଫେରୁଥିବା ବେଳେ ପଛପଟୁ ଟ୍ରକ ଧକ୍କା ଦେଇଥିଲା।ଧକ୍କା ଫଳରେ ଛାତ୍ରୀ ଗୁରୁତର ଅବସ୍ଥାରେ ଉଧାର କରାଯାଇ ପ୍ରଥମେ ଅନୁଗୋଳ ପରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁବରଣ କରିଥିବା ଜଣାପଡିଛି।ମୃତକ ଛାତ୍ରୀ ଜଣକ ହେଲେ…
Read More...

ଅବକାରୀ ବିଭାଗର ଚଢ଼ାଉ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇ ୮୫ ଲିଟର ଦେଶୀ ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଠାକୁରଗଡ଼ ଥାନା ରାଜିଙ୍ଗ ଗ୍ରାମର କୁମାରୀ ବେହେରା, ନବଘନ ବେହେରା, ଟାପଢୋଲ ଗ୍ରାମର ଶଶି ନାୟକ, ବରଡିପ…
Read More...

ବ୍ୟାଙ୍କ ଆକାଉଣ୍ଟ ରୁ ଜାଲ ଦସ୍ତଖତ ରେ ଟଙ୍କା ଉଠାଗଲା ଓ ପରେ ଫେରାଇ ଦିଆଗଲା, ମୁଖ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହେଲା

ସାଧାରଣ ଲୋକ ଠକାମିର ଶିକାର ହୋଇ ଭାଗ୍ୟକୁ ଆଦରି ରହୁଥିବା ବେଳେ ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ସ୍ଥାନୀୟ ଏଚଡିଏଫସି ବ୍ୟାଙ୍କରେ ଥିବା ଆକାଉଣ୍ଟ ରୁ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ଜାଲ ଦସ୍ତଖତ ରେ ଉଠାଯାଇଥିବା ଅଭିଯୋଗ ପରେ ଦୁଇଦିନ ମଧ୍ୟରେ ଟଙ୍କା ସେହି ଆକାଉଣ୍ଟ କୁ ଫେରି ଆସିବା ଓ ମୁଖ୍ୟ…
Read More...

ଅନୁଗୁଳ ଜିଲ୍ଲାରେ ଏଟିଏମ ଭାଁଙ୍ଗୀ ଲୁଟ

ଅନୁଗୁଳ ଜିଲ୍ଲାର କୋଶଳା ଲକ୍ଷ୍ମୀ ବଜାର ସ୍ଥିତ ଆକ୍ସିସ ବ୍ୟାଙ୍କ ର ଏଟିଏମ ତାଡି ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ ଗତକାଲି ବିଳମ୍ବିତ ରାତିରେ। ସ୍ଥାନୀୟ ଲୋକେ ଓ ଘର ମାଲିକ ବ୍ୟାଙ୍କ କାର୍ତ୍ୟୁପକ୍ଷ ଏବଂ ଛେଣ୍ଡିପଦା ପୋଲିସ କୁ ଏ ସମ୍ପର୍କରେ ଜଣାଇଛନ୍ତି। ଲୁଟର ପରିମାଣ ଅନୁସନ୍ଧାନ ଆରମ୍ଭ…
Read More...

ଭେଜାଲ ଖାଇବା ତେଲ କାରଖାନା ଜବତ

କଟକ ଫୁଲନଖରା ଅନ୍ତର୍ଗତ ବମ୍ପକୁଦ ଅଞ୍ଚଳରେ ଚାଲିଥିଲା ନକଲି ଖାଇବା ତେଲ ତିଆରି କାରଖାନା।ତେଲର ପ୍ୟାକେଟ ଏଭଳି ତିଆରି ହୋଇଛି ଯେ ଅସଲି ଓ ନକଲି ଭିତରେ ଫରକ କରିବା ମୁସ୍କିଲ।ଏଭଳି ଭେଜାଲ ଖାଇବା ତେଲ କାରଖାନା ଉପରେ ବୁଧବାର ଚଢ଼ାଉ ହୋଇ ମୁଖ୍ୟ ଅଭିଯୁକ୍ତ କୁ କଟକ ସଦର ପୋଲିସ ଗିରଫ କରିବା ସହ…
Read More...

ରାଗିଙ୍ଗ ରିଟନ୍ସ,ପୁନର୍ବାର ଲଜ୍ୟାଜନକ ରାଗିଙ୍ଗ, ଦୋଷୀ ଛାତ୍ରଙ୍କୁ ମିଳିଲା ଦଣ୍ଡ, ବର୍ତ୍ତିଗଲେ ଦୋଷୀ ବିଶ୍ୱବିଦ୍ୟାଳୟ…

ସୁପ୍ରିମକୋର୍ଟ ର କଡା ନିର୍ଦେଶବଳୀ ଓ ଉଚ୍ଚ ଶିକ୍ଷା ବିଭାଗର ବାରମ୍ବାର ସଚେତନତା ଅଭିଯାନ ସତ୍ତ୍ୱେ ପୁନର୍ବାର ସାମ୍ନାକୁ ଆସିଛି ଲଜ୍ୟାଜନକ ରାଗିଙ୍ଗ ଘଟଣା।ଦୁଇଦିନ ମଧ୍ୟରେ ଉତ୍ତରପ୍ରଦେଶର ସେଫାଇ ପରେ ଏବେ ଓଡ଼ିଶାର ବୁର୍ଲା ସ୍ଥିତ ଭି ଏସ ଏସ ବୈଷୟିକ ବିଶ୍ୱବିଦ୍ୟାଳୟ ରେ ଏହି ନିନ୍ଦନୀୟ…
Read More...

ଆଜି ବି ଭୟଙ୍କର ରାଗିଙ୍ଗ ର ସମ୍ମୁଖିନ ହେଉଛନ୍ତି ଉଚ୍ଚଶିକ୍ଷା ର ଛାତ୍ର ଛାତ୍ରୀ,ମେଡିକାଲ ଛାତ୍ରଙ୍କୁ କରାଗଲା ରାଗିଙ୍ଗ

ଦେଶରେ ଆଜି ଦିନରେ ଏଭଳି ଲଜ୍ୟାଜନକ ଆଉ ଭୟଙ୍କର ଘଟଣା ସାମନାକୁ ଆସିଛି ଯାହା ଜାଣିବା ପରେ ଅଭିଭାବକ ମହଲରେ ନିଜ ନିଜ ପିଲାମାନେ ଉଚ୍ଚଶିକ୍ଷା ପାଇଁ ବାହାରେ ରହୁଥିବା ସମୟରେ ମାତ୍ରାଧିକ ଚିନ୍ତାର କାରଣ ହେବ।ଆଜି ଉତ୍ତରପ୍ରଦେଶର ଇଟାବା ଅଞ୍ଚଳର ସେଫାଇ ସ୍ଥିତ ଉତ୍ତରପ୍ରଦେଶ ବିଶ୍ୱବିଦ୍ୟାଳୟ…
Read More...