Webportal
Browsing Category

Current

ତିନି କିଲୋମିଟର ଶବ ବୁହିଲା ପୋଲିସ

ରାସ୍ତା ନଥିବାରୁ ତିନି କିଲୋମିଟର ଶବ ବୋହିଲା ପୁଲିସ । କୋରାପୁଟ ଲାଠିଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କିଛି ଦିନ ତଳେ ଶବ ସତ୍କାର ପାଇଁ କୋରାପୁଟ ଦଶମନ୍ତପୁର ଅଞ୍ଚଳରେ ଲୋକଙ୍କୁ ନଦୀ ପାର ହେବାକୁ ପଡିଥିଲା । ଆଉ ଏବେ ପୁଣି ସେହିଭଳି ଘଟଣା ଦେଖିବାକୁ ମିଳିଛି ।ଲାଠିଗୁଡ଼ା…
Read More...

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ; ସରକାରୀ ଛତ୍ରଛାୟାରେ ବ୍ୟାପକ ଜମି ଘୋଟାଲା

ପ୍ରଭାବଶାଳୀ ଖଣି ବ୍ୟବସାୟୀ ପି.ପ୍ରଭାକରନଙ୍କ ପତ୍ନୀ କିରୁଥାକି ପ୍ରଭାକରନ ସେନା ଓ ମନ୍ଦିର ଜମିକୁ ବି ଛାଡ଼ିନାହାନ୍ତି, ଭୁବନେଶ୍ୱରରେ କିଣିଛନ୍ତି ୩୮ଟି ପ୍ଲଟ୍‌। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ତଥ୍ୟ ଦେବା ସହ ସରକାରୀ ପ୍ରୋତ୍ସାହନରେ ଏସବୁ ଜମି…
Read More...

OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ

OAS ସ୍ତରରେ ବଡ଼ ଧରଣର ଅଦଳ ବଦଳ।OPSCର ସଚିବ ଭାବେ ରାମଚନ୍ଦ୍ର ପାଲଟା ନିଯୁକ୍ତ।ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିଲେ ରାମଚନ୍ଦ୍ର।ସେହିପରି ପ୍ରମୋଦ କୁମାର ମିଶ୍ର ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ହୋଇଛନ୍ତି।OPSCର ଅଧ୍ୟକ୍ଷ ଥିଲେ ପ୍ରମୋଦ କୁମାର।ଦେବବ୍ରତ ସାହୁଙ୍କ ବଦଳି ଗଞ୍ଜାମ…
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଜୁଲାଇ ୨୫ରୁ ୨୭ ଯାଏଁ ଓଡ଼ିଶାରେ ରହିବେ। ଏହି ସମୟରେ ସେ ବିଭିନ୍ନ ସ୍ଥାନରେ…
Read More...

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ

କୋଟିଆରେ ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଦୃଶ୍ୟ। ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ବିଦ୍ୟାଳୟ ଖୋଲିଥିବାରୁ ପିଲା ପାଳି କରି ଦୁଇ ରାଜ୍ୟର ବିଦ୍ୟାଳୟକୁ ଯାଉଛନ୍ତି। ସପ୍ତାହରେ ୩ଦିନ ଆନ୍ଧ୍ର ସ୍କୁଲ ଆର ତିନିଦିନ ଓଡ଼ିଶା ସ୍କୁଲ ଯାଉଛନ୍ତି। ତେବେ ଆନ୍ଧ୍ର ସ୍କୁଲଗୁଡିକରେ ଓଡ଼ିଆ ସ୍କୁଲ ଅପେକ୍ଷା…
Read More...

ଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର

ଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର।ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ବେକରେ ବରଣମାଳା ପକାଇଲେ ମହିଳା। ଆଉ ଥାନା ବାବୁଙ୍କଠାରୁ ନେଲେ ଆଶୀର୍ବାଦ। ଏପରି ବିରଳ ବିବାହ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ।ପୂରା ଘଟଣାଟି ଏମିତି। ଅନୁଗୋଳ ଜିଲ୍ଲା ସାମସିଙ୍ଗା ଗାଁର…
Read More...

୨୪ ଜିଲ୍ଲାକୁ ଗ୍ରସ୍ତ କରିସାରିବା ପରେ ଏବେ ଆମେରିକା ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିବ ସିଏମଓ, ପାଣ୍ଡିଆନଙ୍କ ସହ ଗଲେ…

୨୪ ଜିଲ୍ଲାକୁ ଗ୍ରସ୍ତ କରିସାରିବା ପରେ ଏବେ ଆମେରିକା ଯାଇ ପ୍ରବାସୀ ଓଡ଼ିଆଙ୍କୁ ଭେଟିବ ସିଏମଓ, ପାଣ୍ଡିଆନଙ୍କ ସହ ଗଲେ ମନ୍ତ୍ରୀ ଓ ସାଂସଦ।ରାଜ୍ୟର ୨୪ଟି ଜିଲ୍ଲାକୁ ଗସ୍ତ କରି ରାତ୍ରି ରହଣୀ ସହ ଭବ୍ୟ ସମ୍ବର୍ଦ୍ଧନା, ସଭାସମିତି ସହ ପ୍ରକଳ୍ପ ଘୋଷଣା ଆଦି କାର୍ଯ୍ୟକ୍ରମ କରିବା ପରେ…
Read More...

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଙ୍କ ଏବେ ଡେରା

ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଏବେ ଡେରା ପକାଇଛନ୍ତି।ସିବିଆଇ, ଇଡି ନଜରରେ ଓଡିଶା।ଚିଟ୍‌ଫଣ୍ଡ ମାମଲା, କଳା ଟଙ୍କା ଠୁଳ ଓ ଆୟକର ଫାଙ୍କି ଅଭିଯୋଗ, ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଲଗାତାର କେନ୍ଦ୍ରୀୟ ସଂସ୍ଥା ସବୁ ଓଡିଶାରେ ସକ୍ରିୟ ଅଛନ୍ତି।ଖୁବ୍ ଶୀଘ୍ର ଚିଟ୍ ଫଣ୍ଡ ଘଟଣାରେ…
Read More...

ଧରାପଡ଼ିଲା ମଣିଷଖିଆ କୁମ୍ଭୀର

କେନ୍ଦ୍ରାପଡ଼ା ରାଜନଗରରେ ଧରାପଡ଼ିଲା ମଣିଷଖିଆ କୁମ୍ଭୀର । ଚାନ୍ଦିବାଉଁଶମୂଳ ଚରଡ଼ିଆ ନାଳରୁ ୧୦ ଫୁଟ ଲମ୍ବର କୁମ୍ଭୀରକୁ ଜାଲ ପକାଇ କାବୁ କଲା ବନ ବିଭାଗ । ଧରା ହେବା ପରେ ଭିତରକନିକା ଭିତର ବାଉଁସଗଡ଼ ନଦୀରେ ଛଡ଼ାଗଲା ଏହି କୁମ୍ଭୀରକୁ |ଜୁନ ୨୧ ତାରିଖରେ ଚାନ୍ଦିବାଉଁଷମୂଳ ପଞ୍ଚାୟତର…
Read More...