ଅପରେଶନ୍ ଲୋଟସରେ ହେଉଛି ବ୍ୟାପକ ଅର୍ଥ କାରବାର: ଯାଞ୍ଚ ପାଇଁ ସିବିଆଇ ନିକଟରେ ଆପର ଦାବି
ଦିଲ୍ଲୀର ଅବକାରୀ ଦୁର୍ନୀତିକୁ ନେଇ ଆପ ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଶେଷ ହେବାର ନାଁ ନେଉନାହିଁ। ଆମ ଆଦମୀ ପାର୍ଟି (ଆପ) ବିଧାୟକ ତଥା ମୁଖପାତ୍ର ଆତିଶି ମାର୍ଲେନା ଏକ ଗଣମାଧ୍ୟମ ସମ୍ମିଳନୀରେ ପୁଣି ଭାଜପାକୁ ଟାର୍ଗେଟ କରିଛନ୍ତି। ଆତିଶି ସୂଚନା ଦେଇଛନ୍ତି ଯେ…
Read More...
Read More...