ଜାତି କାର୍ଡ : ଆପ୍ ଖେଳିଲା ରାଜପୁତ୍ କାର୍ଡ, କହିଲା ମନୀଷ ସିସୋଦିଆ ମହାରାଣା ପ୍ରତାପଙ୍କ ବଂଶଜ
ଦିଲ୍ଲୀ ଅବକାରୀ ନୀତି ପ୍ରଣୟନରେ ଦୁର୍ନୀତି ହୋଇଛି ବୋଲି କୁହାଯାଉଥିବା ଘଟଣାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆଉ୧୩ଜଣଙ୍କ ନାମରେ ‘ସିବିଆଇ’ ‘ଲୁକ୍ ଆଉଟ୍ ସର୍କ୍ୟୁଲାର୍’ ଜାରି କରିଛି। ଏହି ମାମଲାରେ ‘ସିବିଆଇ’ ଫାଇଲ୍ କରିଥିବା ‘ଏଫ୍ଆଇଆର୍’ରେ ମନୀଷ…
Read More...
Read More...