Webportal
Browsing Category

Current

ଅଳିଆ ଠେଲାଗାଡିରୁ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମିଳିବା ପରେ ଗଲା ସଫେଇ କର୍ମଚାରୀର ଚାକିରି

ମଥୁରା-ବୃନ୍ଦାବନ ନଗର ନିଗମ ଇଲାକାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ଭୁଲ କଲା ଆଉ ଜଣେ ଦଣ୍ଡ ପାଇଲା ଭଳି ଜଣେ ନିରୀହ ସଫେଇ କର୍ମଚାରୀ ର ଚାକିରୀ ପଳେଇଛି । ସୂଚନାଯୋଗ୍ୟ, ଅଳିଆ ଗୋଟାଇ ନେଉଥିବା ଠେଲାଗାଡିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ…
Read More...

କେବଳ ନବୀନଙ୍କୁ ପ୍ରଭାବିତ କରିବା ପାଇଁ ଭୁବନେଶ୍ବର ରେ କୋଭିଡ କଟକଣା; ସ୍ଵୟଂ ମେୟର ମଧ୍ଯ ବେପରୁଆ,ବିଏମସିର ଦୋମୁହାଁ…

ଦେଶ ତଥା ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି । ଏନେଇ ଏବେ ବିଏମସି ବି କରୋନା କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଏହି କଟକଣାରେ ସ୍ପଷ୍ଟଭାବେ ଉଲ୍ଲେଖ ରହିଛି କି, ପ୍ରେକ୍ଷାଳୟ କିମ୍ବା କୌଣସି କାର୍ଯ୍ୟକ୍ରମ କଲାବେଳେ ମାସ୍କ ପିନ୍ଧିବା…
Read More...

ଇଲିସି ଦର ଆକାଶଛୁଆଁ

ଧାମରା ଅଂଚଳରେ ଇଲିସି ମାଛର ଆକାଶଛୁଆଁ ଦର। ଚନ୍ଦନୀପାଳ କଣ୍ଟା ହେଉ କିମ୍ବା ଧାମରା ମାଛଧରା  ଜେଟି ହେଉ ସବୁଠି ଇଲିସି ମାଛର ଚାହିଦା। ମାଛର ସାଇଜ ଯେତିକି ବଡ ଦର ବି ସେତିକି ଉଚ୍ଚା। ଇଲିସିର ଏମିତି ଆକାଶଛୁଆଁ ଦର ଶୁଣି ସାଧାରଣ ଖାଉଟି କେବଳ ଦେଖି ଦେଖି ମନକୁ ବୁଝାଇ ଦେଉଛି। କିଲେ ଅଧେ…
Read More...

ବିକଳ ଚିତ୍ର: ଦଉଡି ସାହାଯ୍ୟରେ ଭରା ନଦୀ ପାର୍ ହେଲେ ଗର୍ଭବତୀ

ଉଛୁଳା ସମାକୋଈ ନଦୀରେ ଗୁରୁତର ଥିବା ଜଣେ ଗର୍ଭବତୀଙ୍କୁ ତେଲକୋଇ ଅଗ୍ନିଶମ ବାହିନୀ ଦଉଡି ସାହାଯ୍ୟରେ ପାରି କରି ମେଡିକାଲକୁ ଆଣିବା ଭଳି ଲକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ସରକାରଙ୍କ ପରିବା ପଣିଆକୁ ପଦାରେ ପକାଇଛି। ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ମୁଣ୍ଡା ସାହିକୁ ରାସ୍ତା ଖଣ୍ଡିଏ…
Read More...

ଆଜି ନିଟ୍‌ ପରୀକ୍ଷା

ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ୟୁଜି ପରୀକ୍ଷା ହେବ । ଚଳିତବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରେ ୧୦.୬୪ ଲକ୍ଷ…
Read More...

ଓଡ଼ିଶାର ମୁଦ୍ରାସ୍ଫୀତି ହାର ଜାତୀୟ ହାରଠୁ ଅଧିକ

ରାଜ୍ୟର ଦରଦାମ୍ ସ୍ଥିତି ଜାତୀୟ ହାରଠାରୁ ଅଧିକ ଖରାପ ରହିଛି। ଜୁନ୍‌ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୭୧ ପ୍ରତିଶତ ରହିଛି ଯାହା ଜାତୀୟ ହାର ୭.୦୧%ଠାରୁ ଅଧିକ। ଓଡ଼ିଶାର ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୭.୯୩ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳ ମୁଦ୍ରାସ୍ଫୀତି ହାର ୭.୨୩ ପ୍ରତିଶତ ରହିଛି…
Read More...

ଘୁଷୁରୀକୁ ଖୋଜି ଆଣିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋର୍ଟ ପରିସରରେ ରହୁଥିଲା ଘୁଷୁରୀ | ଆଉ କେହି ଘୁଷୁରୀକୁ ଚୋରି କରି ନେଇଯାଇଥିବାରୁ କୋର୍ଟରେ ଦାୟର ହେଲା ମାମଲା | ଆଉ ଏହା ପରେ ହାଇକୋର୍ଟ ପୁଲିସକୁ ଘୁଷୁରୀ ଖୋଜି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି | କଲିକତା ହାଇକୋର୍ଟ ନାଦିଆ ଜିଲ୍ଲା ପୁଲିସକୁ ଏକ ଘୁଷୁରୀର ସନ୍ଧାନ କରିବାକୁ ନିର୍ଦ୍ଦେଶ…
Read More...

ରାନିଲଙ୍କ ନିର୍ଦ୍ଦେଶ ପାଳନ କଲାନି ସେନା, ଗୁଳି ଚଳାଇବାକୁ ମନା କଲା

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ଶ୍ରୀଲଙ୍କା ସେନା ପ୍ରତ୍ୟାଖ୍ୟାନ କରିଛି। ଶ୍ରୀଲଙ୍କାର ଲୋକମାନେ ଅଭାବ ଅନଟନରୁ ମୁକ୍ତି ପାଇଁ ଆନ୍ଦୋଳନ କରୁଛନ୍ତି।…
Read More...