Webportal
Browsing Category

Current

୨୦୨୩ରେ ବିଶ୍ବର ସବୁଠୁ ଅଧିକ ଜନବହୁଳ ଦେଶ ହୋଇପାରେ ଭାରତ: ଜାତିସଂଘ

ଆସନ୍ତାବର୍ଷ ଜନସଂଖ୍ୟାରେ ଭାରତ ଚୀନ୍‌କୁ ଟପିଯାଇ ପାରେ ବୋଲି ଆଜି ଜାତିସଂଘଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏହାଛଡ଼ା, ଚଳିତ ବର୍ଷ ନଭେମ୍ବର ମଧ୍ୟଭାଗ ସୁଦ୍ଧା ବିଶ୍ବଜନସଂଖ୍ୟା ମଧ୍ୟ ୮ ୦୦ କୋଟିରେ ପହଞ୍ଚିଯିବ ବୋଲି ଜାତିସଂଘ ପୂର୍ବାନୁମାନ କରିଛି। ଉକ୍ତ ରିପୋର୍ଟରେ…
Read More...

ଶ୍ରୀଲଙ୍କାରେ ମୁସ୍କିଲ ପରିସ୍ଥିତି; ରାଷ୍ଟ୍ରପତି ଭବନରେ ପଶି ଖାଦ୍ୟ ଖାଇଲେ ଓ ସୁଇମିଂ ପୁଲରେ ପହଁରିଲେ ବିକ୍ଷୋଭକାରୀ

ଶ୍ରୀଲଙ୍କାର ହଜାର ହଜାର ବିକ୍ଷୋଭକାରୀ ଶନିବାର ପୁଲିସର ବ୍ୟାରିକେଡ୍ ଭାଙ୍ଗି କଲମ୍ବୋରେ ଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କାର ପତାକା ଓ ହେଲମେଟ ଧରିଥିବା ବିକ୍ଷୋଭକାରୀମାନେ ତାଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଭବନରେ ପ୍ରବେଶ…
Read More...

ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ, ଦେଲେ ସେ ସବୁ ଆଉ ଫେରସ୍ତ ମିଳିବ ନାହିଁ: ମମତା…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ବର୍ତ୍ତମାନ ବେଶ୍ ଚର୍ଚ୍ଚା ଜୋର୍ ଧରିଛି । ବିଦ୍ୟା, ବୁଦ୍ଧି ଓ ପତ୍ନୀଙ୍କୁ କାହାକୁ ଉଧାର ଦିଅନ୍ତୁ ନାହିଁ। ଦେଲେ ସେ ସବୁ ଆଉ ଫେରସ୍ତ ମିଳିବ ନାହିଁ।ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ…
Read More...

ମୁଲାୟମ ସିଂ ଯାଦବଙ୍କ ପତ୍ନୀଙ୍କର ଦେହାନ୍ତ

ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ଦେହାନ୍ତ ହୋଇଛି।ଫୁସଫୁସ ସଂକ୍ରମଣ ହେତୁ ସାଧନାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ୟ ସାଧନା ଗୁପ୍ତାଙ୍କୁ ଶ୍ରଦ୍ଧାଞ୍ଜଳି…
Read More...

କରଞ୍ଜିଆରେ ବଢ଼ିଚାଲିଛିି ହାତୀ ଉପଦ୍ରବ: ଦିନରେ ଜଙ୍ଗଲ ବାସସ୍ଥାନ ଓ ରାତିରେ ଗାଁ ରେ ଉତ୍ପାତ

ହାତୀପଲ ଭାଙ୍ଗି ଦେଉଛନ୍ତି ଘର । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତି ହେଲେ ଖାଦ୍ୟ ଖୋଜି ଖୋଜି ଗାଁ ଆଡକୁ ମାଡି ଆସୁଛନ୍ତି । ଗାଁରେ ଚାଷ ନଷ୍ଟ କରିବା ସହ ବାସ ମଧ୍ୟ ନଷ୍ଟ କରି ଦେଉଛନ୍ତି । ମୟୂରଭଂଜ ଜିଲ୍ଲା କରଂଜିଆ ବନଖଣ୍ଡରେ ୨୩ଟିକିଆ ଝାଡଖଣ୍ଡି ହାତୀପଲ ଉପଦ୍ରବ କରୁଛନ୍ତି । ଏହି…
Read More...

ନିଆଁ ଲଗାଇଲେ ମଧ୍ୟ ତରଳୁନି ଚୀନ୍‌ର ଆଇସ୍‌କ୍ରୀମ

ଚୀନ୍‌ର Zhong Xue Gao ନାମକ ଆଇସକ୍ରୀମ୍‌କୁ ନେଇ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛି। ଏହି ଆଇସକ୍ରୀମ୍‌କୁ ନିଆଁ ଲଗାଇଲେ ଓ ୩୧ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ପ୍ରାୟ ୧ ଘଣ୍ଟା ରଖିବା ପରେ ମଧ୍ୟ ତରଳିନଥିଲା। ଏହାର ଭିଡିଓ ଏବେ ସାମନାକୁ ଆସିବା ପରେ ଚୀନ୍‌ କମ୍ପାନୀ ଆଇସକ୍ରୀମର ଗୁଣବତ୍ତାକୁ…
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିଷ୍ପତ୍ତି: ଚେକ୍ ହେବ ନୋଟର ଫିଟନେସ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୋଟର ଫିଟନେସ କୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ଅଧିକାଂଶ ସମୟରେ ଲୋକମାନେ ପୁରୁଣା ଚିରା ଫଟା ନୋଟକୁ ନେଇ ନେଣଦେଣ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ନୋଟର ଫିଟନେସ ଚେକ୍ କରାଯିବ । ଦେଶରେ ସମସ୍ତ…
Read More...

ଲକ୍ଷ୍ମଣ ରେଖା ଡେଉଁଥିବାରୁ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲାଗିବା ଦରକାର:ସୁପ୍ରିମକୋର୍ଟ ଜଷ୍ଟିସ

ସମ୍ପ୍ରତ୍ତି ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଛି । ଏହାସହିତ ଏହାର ଅପବ୍ୟବହାର ମଧ୍ୟ ବଢିଚାଲିଛି । ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଫ୍ରଫେଟ ଟିପ୍ପଣୀକୁ କଡା ଭତ୍ସନା କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପର୍ଦ୍ଦିୱାଲା(Justice JB Pardiwala) ସୋସିଆଲ ମିଡିଆ…
Read More...

ଆସନ୍ତାକାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା

ଆସନ୍ତାକାଲି ବନ୍ଦ୍ ରହିବ ତାଳଚେର । ୧୨ ଘଣ୍ଟିଆ ତାଳଚେର ବନ୍ଦ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦେଇଛି ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ସରକାର ମେଡିକାଲ କଲେଜ ଚଳାଇବାର ତାରିଖ ଘୋଷଣା ଦାବିରେ ବନ୍ଦ ଡାକରା ଦିଆଯାଇଛି । କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ…
Read More...

ଡାକ୍ତର ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

ଡାକ୍ତର ଦିବସ ଅବସରରେ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ତିତ ଓଡିଶା ରକ୍ତ କେନ୍ଦ୍ର ଠାରେ ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏହି ଶିବିରକୁ ସହଯୋଗ କରିଥିଲେ ଓଡ଼ିଶା ସେଲସ ରିପ୍ରେଜେଣ୍ଟିବ ୟୁନିଅନ ଓ ପତଞ୍ଜଳି ଯୋଗ…
Read More...