Webportal
Browsing Category

Current

ଆଜି ପହିଲି ରଜ; ୨ ବର୍ଷ ପରେ ପୁଣି ଆଡମ୍ବରରେ ପାଳନ ହେଉଛି ପର୍ବ: ଘରେ ଘରେ ପିଠାପଣାରେ ଆସର

ଆଜି ହେଉଛି ପହିଲି ରଜ। ୨ବର୍ଷର କୋଭିଡ ମହାମାରୀ ପରେ ଚଳିତ ବର୍ଷ ବେଶ ଆଡମ୍ବରରେ ପାଳନ କରାଯାଉଛି ରଜ। ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ। ଏହା ତିନିଦିନ ଧରି ପାଳନ କରାଯାଇଥାଏ। ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ…
Read More...

ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସୀଙ୍କ ବିରୁଦ୍ଧରେ ପୁରୀ ଥାନାରେ ଏତଲା ହୋଇଥିବା ନେଇ ଖବର ମିଳିଛି। ଜଗନ୍ନାଥ ମନ୍ଦିରକୁ ନେଇ ଓୱେସୀ ଏକ ସଭାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଜଗନ୍ନାଥ ସେନା ଓ ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ…
Read More...

ଗଣମାଧ୍ୟମ କାମ ରାଜନ୍ କଲେ; କହିଲେ ବେକାରି ବୃଦ୍ଧି ରାଜନେତାଙ୍କୁ ସୁହାଇବ ଓ ଧର୍ମ ନାମରେ ବିଭାଜନ ଉଦ୍ୟମ କରିବେ

ବେକାରିରେ‌ ହୋଇଥିବା ବୃଦ୍ଧି ରାଜନେତାମାନଙ୍କୁ ସୁହାଇବ। ସେହି ଆଳରେ ସେମାନେ ଲୋକମାନଙ୍କୁ ବିଭାଜନ କରିବାକୁ ପ୍ରୟାସ କରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତରେ ଯେହେତୁ ବେକାରି ହାର ଉଚ୍ଚ…
Read More...

ଅଦ୍ଭୂତପୂର୍ବ ସାହସର ପ୍ରଦର୍ଶନ : ୪୨ ଘଣ୍ଟା ହେଲା ବୋର୍‌ୱେଲ୍‌ରେ ପଡ଼ିଥିବା ଶିଶୁ ନିଜ ଉଦ୍ଧାର ପାଇଁ ଉଦ୍ଧାରକାରୀ…

ଛତିଶଗଡ଼ର ଜାଁଜଗିର-ଚାଁପାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଏକ ବୋର୍‌ୱେଲ୍‌ ମଧ୍ୟରେ ଜଣେ ୧୧ ବର୍ଷୀୟ ବାଳକଟି ଖସିପଡ଼ିଛି। ଖୁସିର କଥା ହେଉଛି କି ପଡ଼ିଯିବାର ୪୨ ଘଣ୍ଟା ପରେ ବି ବାଳକଟି ସୁରକ୍ଷିତ ରହିଛି। ଆଶ୍ଚର୍ଯ୍ୟ କଥା ହେଉଛି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି…
Read More...

ମୁଁ କିଛି କହିପାରିବିନି; ସତ୍ୟେନ୍ଦ୍ର ଜୈନଙ୍କ ରକ୍ତ ଜୁଡ଼ୁବୁଡ଼ୁ ଫୋଟ ଭାଇରାଲ ହେବା ପରେ ଏପରି କହିଲେ କେଜ୍ରିୱାଲ

ଆପ ଦଳର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବର୍ତ୍ତମାନ ଇଡି ଅଧୀନରେ ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ମୁହଁରେ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି । ଏହି ଫଟୋକୁ ନେଇ ଅନେକ ପ୍ରଶ୍ନ ଉଙ୍କି…
Read More...

ବାରବାଟୀରେ ଟିକେଟ କେଳେଙ୍କାରୀ : ଭିଭିଆଇପିଙ୍କ ପାକେଟରେ ୩୨ ହଜାରରୁ ଅଧିକ ଟିକେଟ ଏବଂ ପାସ୍, ୧୨ ହଜାର ଟିକେଟ ପାଇଁ…

ଆଉ ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ। ତେବେ ମ୍ୟାଚ ପୂର୍ବରୁ ପ୍ରସ୍ତୁତି ଜୋର ଧରିଛି | ସୁରକ୍ଷା ବ୍ୟାବସ୍ତାଠୁ ଆରମ୍ଭ କରି ଟିକେଟ ବିକ୍ରି ପର୍ଯ୍ୟନ୍ତ ସେ ସବୁ କୁ ନେଇ ଚାଲିଛି ପ୍ରସ୍ତୁତି | ଗତ ଦୁଇ…
Read More...

ଚାପ ପଡ଼ିଲା ନା ପ୍ରକୃତ ମାନସିକ ରୋଗୀ;ବଦଳିଲା ସ୍ୱର: ଭିଡିଓ ଅପଲୋଡ କରି ଭୁଲ୍‌ ମାଗିଲେ ପୁରୀ ଜିଲ୍ଲା ଅବକାରୀ…

ପୁରୀ ଜିଲ୍ଲା ଅବକାରୀ ଇନ୍‌ସପେକ୍ଟର ସଞ୍ଜୀବ ପଣ୍ଡା ଏକ ଭିଡିଓ ଜାରି କରି ଭୁଲ ମାଗିଛନ୍ତି | ପ୍ରଥମେ ଛୁଟି ପାଇଁ ଆବେଦନ କରି ଏବେ ଏକ ଭିଡିଓ ଅପଲୋଡ କରି ଭୁଲ୍‌ ମାଗିଛନ୍ତି । ନିଜର ଭୁଲ୍‌ ସ୍ୱୀକାର କରି ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି । ଭିଡିଓରେ ସଞ୍ଜୀବ ପଣ୍ଡା…
Read More...

ହିଜାବ ବିବାଦ; ହିଜାବ କଟକଣାକୁ ବିରୋଧ କରିବାରୁ ୨୪ ଜଣ ଛାତ୍ରୀଙ୍କୁ ବହିଷ୍କାର କଲା ମହାବିଦ୍ୟାଳୟ

ପୁଣିଥରେ କର୍ଣ୍ଣାଟକରେ ହିଜାବ ବିବାଦ ଦେଖିବାକୁ ମିଳିଛି । ତେବେ ହିଜାବ କଟକଣାକୁ ବିରୋଧ କରିବାରୁ ୨୪ ଜଣ ଛାତ୍ରୀଙ୍କୁ ବହିଷ୍କାର କରିଛି ଏକ ମହାବିଦ୍ୟାଳୟ । ଏହି ଛାତ୍ରୀମାନେ ହିଜାବ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବିରୋଧ କରିଥିଲେ। ଏମାନେ ସମସ୍ତେ ଉପ୍ପିନଗଣ୍ଡି ସରକାରୀ ଫାଷ୍ଟ ଗ୍ରେଡ…
Read More...

ସରକାରୀ ସଂସ୍ଥାର ପିଶାଚି ଆଚରଣ;୧୭ ବର୍ଷୀୟା ଅନାଥ ଝିଅକୁ ୨୯ଲକ୍ଷ ଲୋନ ଶୁଝିବାକୁ ଏଲଆଇସିର ନୋଟିସ

୧୭ ବର୍ଷୀୟା ଅନାଥ ଝିଅକୁ ୨୯ଲକ୍ଷ ଲୋନ ଶୁଝିବାକୁ ଏଲଆଇସିର ନୋଟିସ ପଠାଇଥିବାର ଖବର ସାମ୍ନାକୁ ଆସିଛି ।ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୋପାଲର ୧୭ ବର୍ଷୀୟା ଝିଅ ଭନିସା ପାଠକ୍, କରୋନା…
Read More...

ଆମେରିକାର ଧମକକୁ ବେଖାତିର,: ଉତ୍ତର କୋରିଆ ଏକାଥରକେ କଲା ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ

ଆମେରିକାର ନାଲି ଆଖିକୁ ଖାତିର ନ କରି ଉତ୍ତର କୋରିଆ ଏକାଥରକେ ୮ ବାଲିଷ୍ଟିକ ମିସାଇଲ ପରୀକ୍ଷଣ କରିଛି । ପୂର୍ବତଟ ସମୁଦ୍ରିକ ଆଞ୍ଚଳରେ ୮ଟି ବାଲିଷ୍ଟିକ୍‌ ମିସାଇଲ୍‌ ପରୀକ୍ଷଣ କରିଛି ଉତ୍ତର କୋରିଆ। ଉତ୍ତର କୋରିଆ ଉପରେ ମିସାଇଲ୍‌ ପରୀକ୍ଷଣରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା। ହେଲେ…
Read More...