Webportal
Browsing Category

Current

ପଞ୍ଜାବ ସରକାରଙ୍କ ମିଛ ବାହାଦୂରୀ ପାଇଁ ପ୍ରସିଦ୍ଧ ଗାୟକ ତଥା କଂଗ୍ରେସ ନେତା ହରେଇଲେ ନିଜ ଜୀବନ

ଅପରିପକ୍ଵତାର ପରିଚୟ ଦେଇଛନ୍ତି ପଞ୍ଜାବର ଆପ ପରିଚାଳିତ ସରକାର। ଆତଙ୍କବାଦର ବାଦଲ ରାଜ୍ୟ ଉପରେ ବୁଲୁଥିବା ସମୟରେ ହଠାତ୍ 424 ଜଣ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର କାରଣ କେବଳ ବାହାଦୂରୀ ମାତ୍ର। କାରଣ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱତ ମାନ ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍…
Read More...

ମନି ଲଣ୍ଡରିଂ ମାମଲାରେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କଲା ଇଡି

ନ୍ୟାସନାଲ କନଫରେନ୍ସ ସୁପ୍ରିମୋ ତଥା ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ପଚରାଉଚରା ପାଇଁ ମେ ୩୧ରେ ଦିଲ୍ଲୀକୁ ଡକାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…
Read More...

ଅଘଟଣ; ଚଳନ୍ତା ଅଟୋ ଉପରେ ଗଛ ପଡ଼ି ଦୁଇ ମୃତ

ଅନୁଗୁଳ ଜିଲ୍ଲା ପାଳଲହଡା ବାଲିପଶି ଗ୍ରାମ ନିକଟରେ ଦିନ ଗୋଟାଏ ସମୟ ରେ ଜାତୀୟରଜପଥ 149 ରେ ଏକ ଚଳନ୍ତା ଅଟୋ ଉପରେ ରାସ୍ତା କଡ ରେ ଥିବା ଏକ ବଡ ଗଛ ପଡିଯିବା ଫଳ ରେ ଅଟୋ ରେ ବସିଥିବା ଘଟନାସ୍ଥଳରେ ତିଲେଇପଶି ଗ୍ରାମର ଜେମା ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ , ଅନ୍ୟଜଣେ ଗର୍ଭବତୀ ମହିଳା…
Read More...

ସର୍ଭେରେ ସାଙ୍ଘାତିକ ଖୁଲାସା: ରାଜ୍ୟରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲରେ ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ

ନ୍ୟାସନାଲ ଆଚିଭମେଣ୍ଟ ସର୍ଭେ ବା ନାସ୍ ପକ୍ଷରୁ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ରିପୋର୍ଟ ପ୍ରକାଶ ପାଇଛି | ତେବେ ପ୍ରକାଶିତ ଏହି ରିପୋର୍ଟ ରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି | ୨୦୨୧ ରିପୋର୍ଟ ଅନୁସାରେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ଚିତ୍ର…
Read More...

ମୋ ସରକାରରେ ସାମିଲ ହେଲା ଆଉ ୩ ବିଭାଗର ୧୭ଟି ସେବା

ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ‘ମୋ ସରକାର’ ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ‘ମୋ ସରକାର’ ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି…
Read More...

ତାମିଲକୁ ମଧ୍ୟ ହିନ୍ଦୀ ଭଳି ସମାନ ଅଧିକାର ମିଳୁ; ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଅପିଲ୍

ଚେନ୍ନାଇରେ ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଆସିଛନ୍ତି, ସେ କିଛି ଜିନିଷ ପାଇଁ ତାଙ୍କୁ ନିବେଦନ କରୁଛି। ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛନ୍ତି ଯେ ତାମିଲକୁ ହାଇକୋର୍ଟରେ ଏକ ସରକାରୀ ଭାଷା ଭାବରେ ଘୋଷଣା କରାଯାଉ।…
Read More...

ଦେହ ବ୍ୟବସାୟ ଏକ ଆଇନସମ୍ମତ ପେଶା; ସୁପ୍ରିମକୋର୍ଟ

ଦେହ ବ୍ୟବସାୟ ଏକ ବୃତ୍ତି ବା ପେସା ଏବଂ ଆଇନ ଅନୁସାରେ ଦେହଜୀବୀମାନେ ସାମାଜିକସ୍ତରରେ ସମ୍ମାନ ଏବଂ ସମାନ ସୁରକ୍ଷା ପାଇବାକୁ ହକ୍‌ଦାର। ତେଣୁ, ସହମତିରେ ବେଶ୍ୟାବୃତ୍ତି କରୁଥିବା ଯୌନକର୍ମୀଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

ଫେରୁଛି ଆମ୍ବାସଡର ଯୁଗ; ପୁନର୍ବାର ମିଳିବ ଏହି କିମ୍ବଦନ୍ତୀ କାର

ଦିନେ ସମଗ୍ର ଭାରତୀୟ ସଡ଼କରେ ରାଜ୍ କରୁଥିବା ଆମ୍ବାସାଡର କାର ପୁଣି ଫେରିବ । ଆସନ୍ତା ଦୁଇ ବର୍ଷରେ ଏକ ନୂଆ ରୂପରେ ଫେରିବ କିମ୍ବଦନ୍ତି ପାଲଟିଥିବା ଏହି କାର ।ଏହି କାରକୁ  ପୁଣି ବଜାରକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ହିନ୍ଦ୍ ମୋଟର୍ସ ଫାଇନାନ୍ସ କର୍ପୋରେସନ ଓ ଫ୍ରାନ୍ସର କାର…
Read More...

ଦୁର୍ଘଟଣା ଘଟାଇବା କଣ ଜରୁରୀ; ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ନୂତନ ବାଇପାସ୍ ଛକ ନିକଟରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ। ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମ ନିକଟସ୍ଥ ମାଧପୁର ଅଞ୍ଚଳର ଅକ୍ଷୟ ବେହେରା (୩୨)ଆଜି…
Read More...

ଅପରାଜିତାଙ୍କ ଲୋକପ୍ରିୟତା ବୃଦ୍ଧିରେ ସହାୟକ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ

ନବୀନ ସରକାରଙ୍କ ତରବରିଆ କାର୍ଯ୍ୟକଳାପ ଅପରାଜିତା ଷଡ଼ଙ୍ଗୀ ଙ୍କ ରାଜନୈତିକ ମାର୍ଗ ପ୍ରଶସ୍ତ କରୁଛି କି!!? ପଢନ୍ତୁ ପୁରା ଖବର। ବେଶୀ ନୁହେଁ, ଟିକିଏ ପଛକୁ ଫେରିଯିବା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିକ୍ରମା ପ୍ରକଳ୍ପ ର ବିରୋଧ କରିବାକୁ ପୁରୀ ଗସ୍ତ କରିଥିଲେ। ବିଚକ୍ଷଣ ଓ…
Read More...