Webportal
Browsing Category

Current

ଦ୍ରୁତଗତିର ପରିଣତି; ଓଲଟିଲା କାର

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଜଙ୍ଗଲ ନିକଟରେ କାର ଦୁର୍ଘଟଣା। ଯାହାଫଳରେ କାର ରେ ବସିଥିବା ଦୁଇ ଆହତ। ସୂଚନା ଅନୁଯାୟୀ ଭୋର ୪ ଘଟିକା ସମୟରେ ବଅଁରପାଳ ଆଡୁ ମହିଧରପୁର ଆଡକୁ ଦ୍ରୁତଗତିରେ ଆସୁଥିବା କାର ଟି (ଓଆର୦୩ଏଚ ୭୪୧୫) ଭାରସାମ୍ୟ ହରାଇ ବଉଳିଗଡ଼ ଜଙ୍ଗଲ ନିକଟରେ…
Read More...

ଯୁବକକୁ ପଥରରେ ଛେଚି ହତ୍ୟା ସନ୍ଦେହ

ଅନୁଗୁଳ ସହର ଉପକଣ୍ଠ ଡେରେଜାଙ୍ଗ ଡ୍ୟାମ ଠାରେ ଜଣେ ଯୁବକକୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି। ମୃତକ ରନ୍ତଲେଇ ଗ୍ରାମର ଜଗନ ସେନାପତି ବୋଲି ଜଣା ପଡ଼ିଛି। ତାଙ୍କୁ ପଥରରେ ଛେଚି ଛେଚି କେହି ହତ୍ୟା କରିଥିବା ଜଣାପଡୁଛି। ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୯ଟା ବେଳେ ଡେରେଜାଙ୍ଗ ଡ୍ୟାମ…
Read More...

ଦନ୍ତା ନେଲା ଜୀବନ

ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳମୁଣ୍ଡା ଗାଁରେ । ଗାଁର କୁମ୍ଭାରପଶି ନିକଟରେ ଚାଷୀଙ୍କୁ ଦଳି ମାରିଛି ଦନ୍ତା । ମୃତକ ଜଣଙ୍କ ପରଜଙ୍ଗ ଥାନା…
Read More...

ବିଜ୍ଞାପନ କୁ ନେଇ ହଟହଟା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାବମୂର୍ତ୍ତୀକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଜାତୀୟ ଖବରକାଗଜରେ ଫୁଲ ପେଜ ବିଜ୍ଞାପନ ଦେଇଥିଲେ, ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି। କାରଣ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶାସନକାଳରେ ରାଜ୍ୟରେ ହୋଇଥିବା ଉଦ୍ୟୋଗୀକରଣ ଓ ବିକାଶକୁ…
Read More...

ଅକ୍ଟୋବର ରୁ ଆରମ୍ଭ ହେଇପାରେ ୧୮ରୁ କମ ବୟସ୍କଙ୍କ ପାଇଁ ଟୀକାକରଣ

ଜାଇଡସ୍ କାଡିଲାର ଛୁଞ୍ଚିମୁକ୍ତ କରୋନାଭାଇରସ୍ ଟିକା ZyCoV-D ଅକ୍ଟୋବର ଆରମ୍ଭ ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନା ରହିଛି। ଏ ନେଇ ଶନିବାର ରିପୋର୍ଟ ପ୍ରକାଶ ପାଇଛି। ଭାରତର ଔଷଧ ନିୟାମକ ଅଗଷ୍ଟ ୨୦ରେ ଜରୁରୀକାଳୀନ ବ୍ୟବହାର ପାଇଁ ଜାଇଡସ୍ କାଡିଲା ଟିକାକୁ ଅନୁମୋଦନ କରିଥିଲେ।ଏହି ଟିକାକୁ ୧୨…
Read More...

ଆତ୍ମବିଶ୍ବାସରେ ଭରପୁର ଶୁଭେନ୍ଦୁ; ମମତା ବାନାର୍ଜୀଙ୍କୁ କଲେ ପରିହାସ

ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବନୀପୁରରୁ ଲଢିବେ। ମୁଖ୍ୟମନ୍ତ୍ରୀ ରହିବାକୁ ହେଲେ ତାଙ୍କୁ ଏହି ନିର୍ବାଚନରେ ଜିତିବାକୁ ପଡିବ। ତେବେ ଭାଜପା…
Read More...

କୋଭିଡ଼ ନିୟମ ଉଲଂଘନ ପାଇଁ ମିଳିଲା କାରାଦଣ୍ଡ

କୋଭିଡ-୧୯ କ୍ବାରେଣ୍ଟାଇନ ନିୟମକୁ ଉଲ୍ଲଂଘନ କରିବା ଏବଂ ଅନ୍ୟମାନଙ୍କଠାରେ ଭୂତାଣୁ ବିସ୍ତାର କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି।ଭିଏତନାମର ସ୍ଥାନୀୟ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ କୋର୍ଟରେ ବିଚାର କରାଯିବା ପରେ ୨୮ ବର୍ଷୀୟ ଲେ ୱାନ୍ ଟ୍ରାଇ ନାମକ…
Read More...

ଗୁପଚୁପ ପାଇଁ ଆତ୍ମହତ୍ୟା

ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କର ଗୁପଚୁପ୍‍ ଖାଇବାରେ ନାପସନ୍ଦ (କ୍ରୋଧ)ହୋଇ ତାଙ୍କ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ବିଷ ପିଇବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ତ୍ରୀକୁ…
Read More...

ଏମାନେ କରୁଛନ୍ତି ଶାସନ:ଚଡି ପିନ୍ଧି ଟ୍ରେନରେ ବୁଲିଲେ ବିଧାୟକ

ନିଜ କାର୍ଯ୍ୟକଳାପକୁ ବିହାରର JDUର ବିଧାୟକ ଗୋପାଳ ମଣ୍ଡଳ ବିବାଦକୁ ଆସିଛନ୍ତି । ସେ ଦିଲ୍ଲୀରୁ ପାଟଣା ଯାଉଥିବା ସମୟରେ ଏପରି କାମ କଲେ ଯେ, ହଙ୍ଗାମା ହୋଇଗଲା । ସହଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ମାରପିଟ୍ କରିବାକୁ ଅଣ୍ଟା ଭିଡିଥିଲେ ଓ ଗୁଳି କରିବାକୁ ଧମକ ଦେଇଥିଲେ…
Read More...

୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୨୦ ଜଣ ୦-୧୮ ବର୍ଷ ଭିତରେ ଛୁଆ ଓ କିଶୋର ଅଛନ୍ତି । ଆଜି କ୍ୱାରେଣ୍ଟାଇନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୪ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ…
Read More...