Webportal
Browsing Category

Current

ଗ୍ୟାସ ଲିକ:ଲୋକେ ଅସୁସ୍ଥ

ପାରାଦ୍ୱୀପ ଗଡ଼ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ନେଇ ସୂଚନା ମିଳିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଭିତରେ ୮ ବର୍ଷର ଶିଶୁ ରହିଛି। ଆମୋନିଆ…
Read More...

ଭ୍ୟାକ୍ସିଂନ ନିର୍ମାଣକାରୀଙ୍କୁ ଧମକ:ଭୟରେ ଛାଡିଲେ ଦେଶ

ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନୱାଲା ଅଭିଯୋଗ କରିଛନ୍ତି ଭ୍ୟାକ୍ସିନ୍ ବିତରଣକୁ ନେଇ ତାଙ୍କ ଉପରେ ଚାପ ପଡ଼ୁଛି । ଦେଶର ବିଭିନ୍ନ ଶକ୍ତିଶାଳୀ ବ୍ୟକ୍ତି ଯେଭଳି ମୁଖ୍ୟମନ୍ତ୍ରୀ, ବ୍ୟବସାୟୀ ଏବଂ ଅନ୍ୟମାନେ ପୁନାୱାଲାଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ କରୁଥିବା ସେ ଅଭିଯୋଗ କରିଛନ୍ତି । ଦେଶରେ…
Read More...

ଆଜି ରାଜ୍ୟରେ କିଛି କମିଲା ସଂକ୍ରମଣ ହାର:ଚବିଶ ଘଣ୍ଟାରେ ୮୦୧୫ ପଜିଟିଭ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ କେବେ ବଢୁଛି ତ କେତେବେଳେ ଖସୁଛି । ଗତକାଲି ୧୦ ହଜାର ପାର କରିଥିଲା । ଆଜି ପୁଣି ୮ ହଜାରକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୧୫ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨ହଜାର ୩୯୮ଟି କମ୍ ପଜିଟିଭ୍ ବାହାରିଛି । ଗତକାଲି…
Read More...

କାର୍ଯ୍ୟକାଳ ର ଶେଷ ଦିନରେ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଭର୍ତ୍ସନା:କହିଲେ ଅମ୍ଳଜାନ ନ ମିଳିବା…

ଦେଶର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୁଣି ଥରେ ନିଜ ତରଫରୁ ଏହି ମାମଲାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଭାବେ ନିଜ କାର୍ଯ୍ୟକାଳର ଶେଷ ଦିନରେ ଜଷ୍ଟିସ୍ ଏସ୍.ଏ ବୋବଡେ ସରକାରଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ଅମ୍ଳଜାନ ଅଭାବରୁ ଲୋକମାନେ ମରୁଛନ୍ତି। ତେବେ ଏହି…
Read More...

ବର୍ତ୍ତମାନ ପରିସ୍ଥିତିରେ ସଟଡାଉନ ଆଦି ଅନେକ କଟକଣା କେତେ ପ୍ରଭାବଶାଳୀ ?

ସମ୍ପ୍ରତି ସମଗ୍ର ଦେଶରେ କରୋନା ମହାମାରୀ ତାର ସଂକ୍ରମଣ ବୃଦ୍ଧି ରେ ନିତି ନୂଆ ନୂଆ ଅଲୋଡ଼ା କୀର୍ତ୍ତିମାନ କରିଚାଲିଛି। ଯାହା ବିଭିନ୍ନ ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟିଛି।ନିରୁପାୟ ହୋଇ ବିଭିନ୍ନ ସ୍ଥାନରେ ଲକଡାଉନ, ସଟଡାଉନ, କର୍ଫ୍ୟୁ ଆଦି କଟକଣା ଲାଗୁ କରାଯାଇ ସଂକ୍ରମଣ ର ଚେନ…
Read More...

ଦିନରେ ରାଲି;ରାତିରେ କର୍ଫ୍ୟୁ ଓ ବନ୍ଦ ଗାଡ଼ିରେ ଏକାଥିଲେ ମଧ୍ୟ ମାସ୍କ ଜରୁରୀ ଚର୍ଚାରେ ଥିବା ବେଳେ ବରିଷ୍ଠ ବିଜେଡି…

ରାତିରେ ସମଗ୍ର ରାଜ୍ୟ ସିଲ୍ । ରାତି ହେଲେ ଟ୍ୱିନ ସିଟି ଭୁବନେଶ୍ୱର- କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ପୋଲିସ ପଇଁତରା ମାରୁଛି । କରୋନାର ଦ୍ୱିତୀୟ ଲହରିରେ ବ୍ରେକ୍ ଦେବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିଜେଡିର ବରିଷ୍ଠ ନେତା ତଥା ଦୈନିକ…
Read More...

ରାଜନୈତିକ ଉଦ୍ଧେଶ୍ୟରେ ଲୋକେ ପୋଲିସ ସାମ୍ନାରେ ଖୁଲମଖୁଲା ବୁଲୁଥିଲା ବେଳେ ମାସ୍କ ନ ପିନ୍ଧିବା ପାଇଁ ଟ୍ରାଫିକ…

ଯେତେବେଳେ କୌଣସି ବି ରାଜନୈତିକ ଦଳର ଏକଦମ ଛୋଟରୁ ବଡ କାର୍ଯ୍ୟକର୍ତା ଓ ସମର୍ଥକ ଖୁଲମଖୁଲା ବିନା ମାସ୍କ ଓ ସାମାଜିକ ଦୁରତ୍ୱରେ ରାଜ୍ୟ ପୋଲିସର ନାକ ଓ ଆଖି ତଳେ ବୁଲୁଛନ୍ତି।ପୋଲିସ ବି ନିରୁପାୟ ହୋଇ ସେସବୁ ଅଣଦେଖା କରୁଛି।ଏହି ସମୟରେ ଆଜି ପୁରୀ ଏସ୍ପି ଟ୍ୱିଟ କରି ତାଙ୍କର ଜଣେ ଟ୍ରାଫିକ…
Read More...