Webportal
Browsing Category

Current

ଖାଲି ରାସ୍ତାରେ ମଧ୍ୟ ବେପରୁଆ ଗାଡି ଚାଳନା ପାଇଁ ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା ବଇଣ୍ଡା-ହଣ୍ଡପା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ନମ୍ବର ଡେବରାପାଲି ଠାରେ ଗତକାଲି ମଧ୍ୟାହ୍ନରେ ୨ଟି ଟ୍ରକ ମୁହାଁମୁହିଁ ଧକ୍କା ଫଳରେ ଚାଳକ ଗୁରୁତର। ଖବରରୁ ଜଣାଯାଇଛି ଯେ ଅନୁଗୁଳ ରୁ ସମ୍ବଲପୁର ଯାଉଥିବା ଏମ ଏଚ ୪୩ ବିସି ୩୦୯୨ ଟ୍ୟାଙ୍କର ସହିତ ବିପରୀତ ଦିଗରୁ ଆସୁଥିବା…
Read More...

କରୋନା ସମ୍ପର୍କରେ ଆଜି ଅନୁଗୁଳରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ

ଆଜି ଅନୁଗୁଳ ରେ ବାହାରୁ ଆସୁଥିବା ୧୯୦ ଶ୍ରମିକ ଓ ତାଙ୍କର ୪୦ ଜଣ ପିଲାଙ୍କୁ ପୌରପାଳିକା ପକ୍ଷରୁ ଖାଇବାକୁ ଦିଆଯାଇଛି।ସେହିପରି ୫୦ ଜଣ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।ସେହିପରି ୧୮୦ ଶଯ୍ୟା ବିଶିଷ୍ଟ ଟେମ୍ପରାରୀ ମେଡିକାଲ ସେଣ୍ଟର ଅନୁଗୁଳ ସହରର ୨୩ଟି…
Read More...

ପୋଲିସ ମହାନିର୍ଦ୍ଦେଶକଙ୍କ ଆଜିର ଅନୁଗୁଳ ଗସ୍ତ ସମୟରେ ପୋଲିସର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଦେଲେ…

ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି କରୋନା ସଂକ୍ରମଣ ରୋକିବା ପାଇଁ ପୋଲିସ ପକ୍ଷରୁ କଟକଣା ଲାଗୁ କରିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଗୁଡ଼ିକର ସମୀକ୍ଷା କରିଥିଲେ।ଏହି ସନ୍ଦର୍ଭରେ ସେ ଆଇଜି ଏନସିଆର ଓ ଏସ୍ପିଙ୍କ ସହ ଆଲୋଚନା କରିଥିଲେ।ମାଲ ପରିବହନ ବିନା…
Read More...

ଅନୁଗୁଳ ଜିଲ୍ଲାରେ ସୋମବାର ଠାରୁ ମଙ୍ଗଳବାର ସକାଳ ସୁଦ୍ଧା ଲକ ଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ମାମଲା ରୁଜୁର…

ଅନୁଗୁଳ ଜିଲ୍ଲାରେ ସୋମବାର ଓ ମଙ୍ଗଳବାର ସକାଳ ମଧ୍ୟରେ ଲକ ଡାଉନ ନ ମାନିବା ପାଇଁ ୫୨ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଗୋଟିଏ ଚାରିଚାକିଆ ଯାନ,ପାଞ୍ଚଟି ମୋଟର ସାଇକେଲ ଓ ୧୩ ଲିଟର ଦେଶୀ ମଦ ଜବତ କରାଯାଇଛି।ଏନଟିପିସି ଥାନାରେ ଦୁଇଜଣ, କିଶୋରନଗର ଥାନାରେ ଚାରିଜଣ, ପାଲହଡା ଥାନାରେ…
Read More...

ଅନୁଗୁଳ ଜିଲ୍ଲାରେ ରବିବାର ଲକ ଡାଉନ ଅବମାନନା ଜନିତ ମାମଲା ରୁଜୁର ବିବରଣୀ

ଅନୁଗୁଳ ଜିଲ୍ଲାରେ ରବିବାର ଦିନ ଲକ ଡାଉନ ନ ମାନିବା ପାଇଁ ବତୀଶ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଛଅ ଟି ମୋଟର ସାଇକେଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।ବନ୍ତଳା ଥାନାରେ ତିନି ଜଣ, ଏନଟିପିସି ଥାନାରେ ତିନିଜଣ, ତାଳଚେର ଥାନାରେ ଜଣେ, କିଶୋରନଗର ଥାନାରେ ଛଅଜଣ,ଅନୁଗୁଳ ଥାନାରେ…
Read More...

ଲକ ଡାଉନ ସମୟରେ ବୁଲାପଶୁଙ୍କ ଖାଦ୍ୟପାଇଁ ସରକାରଙ୍କ ବ୍ୟବସ୍ଥା

ଆଜି ରାଜ୍ୟ ସରକାରଙ୍କ କମିଶନର ଓ ସଚିବ ଶ୍ରୀ ଆର. ରଘୁ ପ୍ରସାଦ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ବୁଲା କୁକୁର, ଗାଇ ଆଦିଙ୍କ ପାଇଁ ଲକ ଡାଉନ ସମୟରେ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।କାରଣ ଏମାନେ ହୋଟେଲ ଆଦିର ବଳକା ଖାଦ୍ୟ ଉପରେ ନିର୍ଭର…
Read More...

କରୋନା ମୁକାବିଲା ପାଇଁ ଅନୁଗୁଳ ଜିଲ୍ଲାରେ ୧୮୬ ନୂତନ ପାରାମେଡ଼ିକାଲ କର୍ମୀ ନିଯୁକ୍ତ

କରୋନା କୁ ମୁକାବିଲା କରିବା ପାଇଁ ଅନୁଗୁଳ ଜିଲ୍ଲାରେ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା।ଆଜି ଏଥିପାଇଁ ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ହୋଇଥାଏ।ଏହି ସନ୍ଦର୍ଭରେ ୧୮୬ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।
Read More...

ମା ହିଙ୍ଗୁଳାଙ୍କ ଯନ୍ତାଳ ପୂଜା ଅନୁଷ୍ଠିତ

ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଠାକୁରାଣୀଙ୍କ ଯନ୍ତାଳ ପୂଜା ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା ଭାଇରସ ର ଭୟାବହତା ଯୋଗୁଁ କରାଯାଇଥିବା ଲକ ଡାଉନ ପାଇଁ କେବଳ ପୂଜା ଓ ନିତିକାନ୍ତି ଅନୁଷ୍ଠିତ ହୋଇଯାଇଛି।
Read More...

ମନ୍ଦିର ପରିସରରେ ଆମିଷ ରୋଷେଇ କରି ଗିରଫ

ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩ ଜଣ ପୂଜକଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଳଚେର ଥାନାରେ କେସ୍‌ ନଂ୧୧୭/୨୦ରେ ଏକ ମାମଲା ରୁଜୁ କରାଯାଇଛି।…
Read More...

ନୀୟମ ମାନନ୍ତୁ:ପୋଲିସକୁ ସହଯୋଗ କରନ୍ତୁ:ସୁସ୍ଥ ରୁହନ୍ତୁ

କରୋନା ନାମକ ଅଦୃଶ୍ୟ ଶତ୍ରୁ ଦାଉରୁ ରକ୍ଷା କରିବା ପାଇଁ ଲକ ଡାଉନ ଘୋଷଣା କରାଯାଇଛି। ଆମେ ଆଶାକରୁଛୁ ସମସ୍ତେ ଏ ପର୍ଯ୍ୟନ୍ତ କରୋନା ଓ ଲକ ଡାଉନ ବିଷୟରେ ବିସ୍ତୃତ ଭାବେ ଜାଣି ସାରିଛନ୍ତି। ଅମାନିଆ ଲୋକଙ୍କୁ ବୁଝାଇବା ପାଇଁ ପୋଲିସ ମୁତୟନ ଅଛନ୍ତି ଏବଂ ବହୁତ ପ୍ରଶଂସନୀୟ ଭାବେ ସେମାନେ…
Read More...