Webportal
Browsing Category

Current

ସାରା ଦେଶରେ ଜନତା କର୍ଫ୍ୟୁ କୁ ଅଦ୍ଭୂତପୂର୍ବ ସମର୍ଥନ

କରୋନା ଭାଇରସ କୁ ରୋକିବା ପାଇଁ ଲଗାଯାଇଥିବା ଜନତା କର୍ଫ୍ୟୁ ର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି। ଲୋକମାନେ ଦେଶ ହିତରେ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିବା ସହ ଯାତାୟାତ ମଧ୍ୟ କରୁ ନାହାଁନ୍ତି। କାଁ ଭାଁ କିଛି ଗାଡି ଅତି ଜରୁରି କାମରେ ଗଡୁଛି। ସୋସିଆଲ…
Read More...

ବିଦ୍ୟୁତ ଖୁଣ୍ଟରୁ ପଡି ଶ୍ରମିକ ମୃତ:କ୍ଷତିପୂରଣ ପ୍ରତିଶ୍ରୁତି ପରେ ଉଠିଲା ଶବ

ଅନୁଗୁଳ ଜିଲ୍ଲା ତାଳଚେର MCL ର ଲିଙ୍ଗରାଜ କୋଇଲା ଖଣିରେ ବିଦୂତ ଖୂଂଟୀରେ ଚଡି ଜଣେ ଠିକା ଶ୍ରମିକ ବିଦୂତ ସଜାଡ଼ିବା ସମୟରେ ଖୁଣ୍ଟି ଉପରୁ ତଳକୁ ପଡିଯାଇଥିଲେ। ଫଳରେ ସେ ଗୁରୁତର ହୋଇ ସ୍ଥାନୀୟ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ ହୋଇଥିଲା ।ମୃତକ ହେଲେ ଠିକା କର୍ମଚାରୀ ଶ୍ରୀମୁଖ…
Read More...

ସାତକୋଶିଆ ରେ ମାଈ ହାତୀର ମୃତ୍ୟୁ

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ବହାମୁଣ୍ଡା ସେକ୍ସନରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ହାତୀଟିର ବୟସ ଆନୁମାନିକ ୧୫-୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ହାତୀଟି ଅନୁଗୋଳ ଡିଭିଜନରୁ ସାତକୋଶିଆରେ ପ୍ରବେଶ କରିଥିବା ବେଳେ ଅସୁସ୍ଥ ଥିବା ଜଣାପଡ଼ିଥିଲା। ହେଲେ…
Read More...

୫ଟି ଯୁଗରେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ଆନ୍ତରିକତା ଦେଖାଉନାହାନ୍ତି ପ୍ରଶାସକ ଓ ଜନପ୍ରତିନିଧି

ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ସମଲ ନଦୀବନ୍ଧ ଯୋଜନା ର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ।ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ଥିଲା ତଳ ଅଂଚଳର ଲୋକଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ଓ କେନାଲ ମାଧ୍ୟମରେ ଚାଷ ଜମିକୁ ଜଳସେଚନ…
Read More...

ଅଘଟଣ:ପାଣିରେ ବୁଡି ଦ୍ଵିତୀୟ ଶ୍ରେଣୀ ଛାତ୍ର ମୃତ

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଅଙ୍ଗପଡା ପଂଚାୟତର ତୁରୁଡା ଗ୍ରାମରେ ଗାଧୋଉ ଥିବା ସମୟରେ ପୋଖରୀରେ ବୁଡି ୨ୟ ଶ୍ରେଣୀ ଛାତ୍ର ମୃତ l ମୃତକ ଜଣକ ହେଲେ ଗ୍ରାମର କାହ୍ନା ବେହେରା l ସୂଚନା ମୁତାବକ,କାହ୍ନା ଆଜି ଦିନ ୨ଟା ପାଖାପାଖି ସାଙ୍ଗମାନଙ୍କ ମେଳିରେ ଗାଁ ପୋଖରୀରେ ଗାଧୋଉଥିଲେl…
Read More...

କରୋନା ପାଇଁ ବିନିକେଇ ପୀଠ ଯାତ୍ରା ବନ୍ଦ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ବିନିକେୟୀଙ୍କ ପୀଠରେ ଚଳିତ ମାସ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଯାତ୍ରାକୁ କରୋନା ସଂକ୍ରମଣ ରୋଗ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ କରାଯାଇଛି।ମା’ ବିନିକେୟୀଙ୍କ ପୀଠ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଯାତ୍ରା ରେ ବହୁ…
Read More...

ସାଧାରଣ ଲୋକଙ୍କ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ ଅଭିଯୋଗ:ମୁଖ୍ୟ ରାସ୍ତା ଖୋଳି ଅବରୋଧ କଲେ ଗ୍ରାମବାସୀ

ଅନୁଗୁଳ ପୂର୍ତ୍ତ ବିଭାଗ ଜୋର ଜବରଦସ୍ତି ରାସ୍ତା ନେଉଥିବାରୁ ରାସ୍ତା ଖୋଳିଦେଲେ ଗ୍ରାମବାସୀ।ଠିକାଦାରଙ୍କ ମନମ୍ମୁଖୀ କାର୍ଯ୍ୟକୁ ବିରୋଦ୍ଧ। ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଠାରେ ରାସ୍ତା କାମକୁ ବିରୋଦ୍ଧ କରିଛନ୍ତି ଗ୍ରାମବାସୀ। ପୂର୍ତ୍ତ ବିଭାଗ ଖଣ୍ଡହତା ଠାରୁ ବଉଳିଗଡ଼…
Read More...

କୋଇଲାଖଣି ପାଇଁ ଜମିଦଖଲ ବେଳେ ଉତେଜନା

ଶନିବାର ଦିନ ଏନଟିପିସି କୋଲ ଲିମିଟେଡ଼ ଅଧିକାରୀଙ୍କ ଉପସ୍ଥିତିରେ ଚାଙ୍ଗୁଡିଆ ଗ୍ରାମର ପାଳ,ଭାଲୁଖମଣ ଏରିଆରେ ସୀମାନିର୍ଦ୍ଧାରଣ ପାଇଁ ପୋଲ୍ ପୋତା କାର୍ଯ୍ୟ ଆରମ୍ଭ ହେଉଥିଲା । ପ୍ରକାଶ ଥାଉକି ଭାରତ ସରକାରଙ୍କ କୋଲ ମନ୍ତ୍ରଣାଳୟ ଚିଠି Vide F.No.103/33/2015 NA dated 8th August 2016…
Read More...

ଅନଗୁଳ ଜିଲ୍ଲା ମହିଳା କଂଗ୍ରେସର ଆନ୍ତର୍ଜାତିୟ ମହିଳା ଦିବସ ପାଳନ

ଅନୁଗୁଳ ନନ୍ଦିନୀ ଦେବୀ ପାଠାଗାର ଠାରେ ଜିଲ୍ଲା ମହିଳା କଂଗ୍ରେସ କମିଟି ତରଫରୁ ଆନ୍ତର୍ଜାତିୟ ମହିଳା ଦିବସ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ସୁକାନ୍ତି ଦାସଙ୍କ ନେତୃତ୍ୱରେ ପାଳନ କରାଯାଇଛି। ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧୀର ମହିଳା ମାନଙ୍କ ଉପରେ ହେଉଥିବା ଘରୋଇ…
Read More...

ନିଲକଣ୍ଠେଶ୍ୱର ମହାବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଅନୁଗୁଳ ଜିଲ୍ଲାର ସାଉଥ ବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ମହିଳା ଦିବସ ମହା ସମାରୋହରେ ଜାତୀୟ ସେବା ଯୋଜନା NSS ମହିଳା ବିଭାଗ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି । NSS ମହିଳା ଅଧିକାରୀ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ଶୁଭଦର୍ଶିନୀ ମହାପାତ୍ରଙ୍କ…
Read More...