Webportal
Browsing Category

Current

କାମରେ ଲାଗୁନି କଡା ଟ୍ରାଫିକ ନିୟମ: ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ

କଡା ସଡକ ସୁରକ୍ଷା ଅଭିଯାନ ସତ୍ତ୍ୱେ ଲୋକେ ବେପରୁଆ। ଅନୁଗୁଳ ସହର ଜାତୀୟ ରାଜପଥ ୫୫ରେ ସଡକ ଦୁର୍ଘଟଣା ରେ ଦୁଇ ମୃତ। ଟ୍ରକ ଚାପାରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ଗୋଲାବନ୍ଧ ଗ୍ରାମର ବୋଲି ଜଣା ପଡ଼ିଛି । ସକାଳ ପ୍ରାୟ ୯ଟା ସମୟରେ ସ୍ୱାମୀ ସ୍ତ୍ରୀ ଉଭୟ ଏକ ସ୍କୁଟି ରେ…
Read More...

ଏନଟିପିସି ର ପାଇପରୁ ପାଉଁଶ ଯାଇ ପହଁଚିଲା ଲୋକଙ୍କ ଘରେ

ଅନୁଗୁଳ ଜିଲ୍ଲାର ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟର ଏକ ଆସ ପାଇପ ( ପାଉଁଶ ମିଶ୍ରିତ ପାଉଁଶ ନିର୍ଗତ ହେଉଥିବା ପାଇପ) ଆଜି ଫାଟିଯିବାରୁ ପ୍ରଚୁର ପରିମାଣର ବିଷାକ୍ତ ପାଉଁଶ ମିଶା ପାଣି ସ୍ଥାନୀୟ ଜଗନ୍ନାଥପୁର ଗ୍ରାମ ନିକଟରେ ଯାଇଥିବା ମୁଖ୍ୟ ରାସ୍ତା ଓ ପାଶ୍ୱବର୍ତୀ କିଛି ଲୋକଙ୍କ ଘର…
Read More...

ଏପ୍ରିଲ ୨୨ରୁ ସେନାବାହିନୀ ପାଇଁ ନିଯୁକ୍ତି ଶିବିର

ସେନାବାହିନୀ ପାଇଁ ଖାଲିଥିବା ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଆଗାମୀ ୨୨ ଏପ୍ରିଲରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଏକ ନିଯୁକ୍ତି ଶିବିର ରାଉରକେଲା ର ଉଦିତନଗର ପରେଡ଼ ପଡ଼ିଆରେ ଅନୁଷ୍ଠିତ ହେବ।ଏହି ସୂଚନା ଉଦିତନଗର ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି।୭ ଦିନ…
Read More...

୬ତାରିଖରୁ ଅନୁଗୁଳରେ ନାଟ୍ୟମ ପକ୍ଷରୁ ୪ଦିନିଆ ନାଟ୍ୟମେଳା

ନାଟ୍ୟମ,ଅନୁଗୋଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚଳିତ ବର୍ଷର ନାଟ୍ୟମ ନାଟ୍ୟମେଳା ମାର୍ଚ୍ଚ ୬ ତାରିଖ ରୁ ୯ ତାରିଖ ଦୀର୍ଘ ୪ଦିନ ଧରି ସଭାଘର ଅନୁଗୋଳ ଠାରେ ଅନୁଷ୍ଠିତ ହେବ ବୋଲି ନାଟ୍ୟମ ଅନୁଷ୍ଠାନର ସଭାପତି ସୁଧାଂଶୁ ମୋହନ ଦ୍ୱିବେଦୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…
Read More...

ଟ୍ରାଫିକ ଓ ମୋଟରଯାନନ ନିୟମ ପାଳନ ପାଇଁ ଲୋକଙ୍କୁ ମନାଇବା ରାସ୍ତା କେତେ ଯଥାର୍ଥ

ସଂପ୍ରତି ରାଜ୍ୟରେ ଟ୍ରାଫିକ ଓ ମୋଟରଯାନ ନିୟମ କଡାକଡି କରାଯାଇଛି।ଏହା ଏକ ଉତ୍ତମ ପଦକ୍ଷେପ ଯାହାଦ୍ୱାରା ଲୋକମାନେ ନିୟମ ପାଳନରେ ଅଭ୍ୟସ୍ତ ହେବେ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଦୁର୍ଘଟଣା ଏବଂ ଜୀବନହାନି ବହୁ ପରିମାଣରେ ହ୍ରାସ ପାଇବ। କିନ୍ତୁ ଯେଉଁଭଳି ବେଲଗାମ ଭାବେ ନିୟମର ଦ୍ୱାହି…
Read More...

ଆଜିଠାରୁ ଟ୍ରାଫିକ ନିୟମ କଡାକଡି

ଆଜିଠାରୁ ନୂଆ ସଂଶୋଧିତ ମୋଟରଯାନ ଆଇନ କଡାକଡି ହୋଇଛି।ଉଲ୍ଲଂଘନକାରୀଙ୍କଠାରୁ ଆଦାୟ ଆରମ୍ଭ ହେଲା ମୋଟା ଅଙ୍କର ଜରିମାନା।ଏହା ପୂର୍ବରୁ ରାଜ୍ୟ ପରିବହନ କମିଶନର ରାଜ୍ୟର ସବୁ ଜିଲ୍ଲାପାଳ, ଏସ୍ପି ଓ ଡ଼ିଏସପି ମାନଙ୍କୁ ଚିଠି ଲେଖିଛନ୍ତି।ଏଥିରେ ଉଲ୍ଲେଖ ରହିଛି, ଯେଉଁମାନେ ଟ୍ରାଫିକ ନିୟମ ଉଲଂଘନ…
Read More...

RPF (ଆରପିଫ) ଯବାନଙ୍କ ଦବଙ୍ଗଗିରି:ସାଧା ପୋଷାକରେ ପିଟିଲେ ଛାତ୍ରଙ୍କୁ

ଗୁଣ୍ଡା ସାଜିଲେ ନିଜକୁ RPF ଯବାନ କହୁଥିବା ବ୍ୟକ୍ତି।ଏପରି ଏକ ଘଟଣାରେ ସାମ୍ନାକୁ ଆସିଛି ଅନୁଗୁଳ RPF ଯବାନଙ୍କ ଦବଙ୍ଗ ଗିରି ।ଛାତ୍ରଙ୍କୁ ନିର୍ଧୁମ ପିଟିଲେ RPF ଯବାନ।ଘଟଣା ଘଟିଛି ଅନୁଗୋଳ ଷ୍ଟେସନ ନିକଟରେ । କାହିଁକି ନିର୍ଧୁମ ପିଟିଲେ RPF ଯବାନ।ଆଇନ ର ରକ୍ଷକ ହୋଇ ଭକ୍ଷକ ସାଜିଲେ।ଗୋଟିଏ…
Read More...

ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୁଳ ଜିଲ୍ଲା ୫୫ ନଂ ଜାତୀୟ ରାଜପଥ ଜରପଡା ଥାନା କଞ୍ଜରା ନିକଟରେ ଟ୍ରକ ସହ ଦୁଇ ବାଇକ ମୁହାଁ ମୁହିଁ ଧକ୍କା । କଞ୍ଜରା ନିକଟରେ ଦୁଇ ଟି ମୋଟର ସାଇକେଲକୁ ଧକ୍କା ଦେଲା ଟ୍ରକ । ଘଟଣା ସ୍ଥଳରେ ଜଣଙ୍କର ମୃତ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତ୍ବର ଅବସ୍ଥାରେ ଅନୁଗୋଳ…
Read More...

ମହିଳାଙ୍କୁ କମେଟ ମାରି ଛେଚା ଖାଇଲେ ରୋମିଓ

ଅନୁଗୁଳ ଜିଲ୍ଲାରେ ଗାଧୁଆ ତୁଠରେ ମହିଳାଙ୍କୁ କମେଣ୍ଟ କରି ନିସ୍ତୁକ ମାଡ଼ ଖାଇଲେ ଯୁବକ । ସୂଚନା ଅନୁଯାୟୀ କୋଶଳା ଗାଁର ଏକ ପୋଖରୀ ତୁଠରେ କିଛି ମହିଳା ଗାଧୋଉ ଥିବା ସମୟରେ ବ୍ରାହ୍ମଣବିଲ ଗାଁର ପପୁ ସେଠି ନାମକ ଜଣେ ଯୁବକ ସେମାନଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ ମାରିଥିଲା । ମହିଳା ମାନେ…
Read More...

ସାବଧାନ ଡ୍ରଗସ ବେପାରୀ: ଜେଲଦଣ୍ଡ ସହ ବ୍ୟାଯ୍ୟାପ୍ତ ହେବ ସମ୍ପତ୍ତି

ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଅଧିକୃତ ଅଧିକାରୀଙ୍କ ଅନୁମୋଦନ କ୍ରମେ ଅନୁଗୁଳ ଜିଲ୍ଲା ପୋଲିସ ବେଆଇନ ଡ୍ରଗସ ବେପାରୀଙ୍କ ସମ୍ପତ୍ତି ଜବତ ଆରମ୍ଭ କରିଛି । ଜିଲ୍ଲାରେ ବିପୁଳ ପରିମାଣର ଡ୍ରଗସ କାରବାର ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ପୋଲିସ ଏଥିରେ ସମ୍ପୃକ୍ତ ବେପାରୀ ମାନଙ୍କୁ ଗିରଫ…
Read More...