Webportal
Browsing Category

Current

ଥଣ୍ଡାର ଆନନ୍ଦ ନେବାକୁ ଦାରିଙ୍ଗବାଡିରେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼, ବିନା ଅନୁମତିରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ…

ଏବେ ଶୀତ ଋତୁ।ଶୀତର ମଜା ନେବାସହ ସୁଦର ପ୍ରାକୃତିକ ମନୋରମ ପରିବେଶ ସହ ନିଜକୁ ହଜାଇ ଦେବାଲାଗି ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ଦାରିଙ୍ଗବାଡିରେ।ତା'ସହ ଆଦିବାସୀଙ୍କ ସହ ସେଲଫି ମଧ୍ୟ ଉଠାଉଛନ୍ତି ବିଦେଶୀ ପର୍ଯ୍ୟଟକ।ପ୍ରତିଦିନ କିଛି ନା କିଛି ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି…
Read More...

ଅନୁଗୁଳ ଜିଲ୍ଲାରେ ତାଣ୍ଡବଲୀଳା ଭୟରେ ବନ୍ଦ ଶାନ୍ତିପୂର୍ଣ୍ଣ

ଆଜି ଭାରତ ବନ୍ଦ ଡାକରା କୁ ସଫଳ କରିବା ପାଇଁ ବିଭିନ୍ନ ବାମ ପନ୍ଥୀ ସଂଗଠନ ମାନଙ୍କ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରା କୁ ସଫଳ କରିବା ପାଇଁ ଅନୁଗୁଳ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ପିକେଟିଂ କରି ରାସ୍ତା ଓ ଟ୍ରେନ ଚଳାଚଳ ବନ୍ଦ କରାଇଛନ୍ତି ଆନ୍ଦୋଳନକାରୀମାନେ। ଅନୁଗୋଳ ଷ୍ଟେସନ ଠାରେ କର୍ମୀ…
Read More...

ଅନୁଗୁଳରେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୁଳ ଜିଲ୍ଲାରେ ଚଳିତ ମାସ ଏଗାର ତାରିଖରୁ ସତର ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ…
Read More...

ପ୍ରଥମେ ଶସ୍ତା ଲୋକପ୍ରିୟତା ହାସଲ ଚେଷ୍ଟା, ପରେ ଗଣମାଧ୍ୟମରେ ସଫେଇ

ଜଣେ ଉଛଶିକ୍ଷିତ,ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ଲୋକଙ୍କ ନିର୍ବାଚିତ ପ୍ରତିନିଧି ଗତକାଲି ସାମ୍ବଦଶମୀ ଉପଲକ୍ଷେ ଗଣ୍ଡସମାଜ ପକ୍ଷରୁ ଆୟୋଜିତ ପୂଜାରେ ତାଙ୍କ ଦେହରେ କାଲିସି ମାଡି ଆସିବା ପରି ଅଭିନୟ କଲେ ଯାହାପରେ ଲୋକମାନେ ତାଙ୍କ ପାଦତଳେ ପୂଜାର୍ଚ୍ଚନା କରିଥିଲେ।ଏସବୁ…
Read More...

ଅନୁଗୁଳରେ ସିଏଏ ଏନଆରସି ସମର୍ଥନରେ ବାହାରିଲେ ସାଧାରଣ ଜନତା, ଦେଖାଗଲା ସଠିକ ତଥ୍ୟର ଅଭାବ

ଆଜି ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସିଏଏ ଓ ଏନଆରସି ସପକ୍ଷରେ ଏକ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଜ୍ଞାମ୍ପନ ପ୍ରଦାନ କରିଥିଲେ,ଯେଉଁଥିରେ ଏହାର ସପକ୍ଷରେ ନିଜର ପକ୍ଷ…
Read More...

ମାମୁଁ ଘରେ ଭାଣିଜୀର ଆତ୍ମହତ୍ୟା

ଶନିବାର ରାତି ରେ ଅନୁଗୁଳ ଜିଲ୍ଲା ପIଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ମଣ୍ଡାଖୋଲ ଗ୍ରାମ ରେ ମାମୁଁ ଘରେ ରହି ପାଠ ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀ ଫ୍ୟାନ ରେ ନିଜର ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅନୁଗୁଳ ଜିଲ୍ଲା କୁରୁଡୋଲ ଗ୍ରାମ ର ସସ୍ମିତା ଦେହୁରୀ ଯିଏ ଗତ ୨ ମାସ ହେଲା…
Read More...

ଯୁକ୍ତ ୨ ପରୀକ୍ଷା ହଲରେ ସିସିଟିଭି ବାଧ୍ୟତାମୂଳକ

ଯେଉଁ ଯୁକ୍ତ ୨ କଲେଜ ଗୁଡିକ ଆସନ୍ତା ୧୦ ତାରିଖ ସୁଦ୍ଧା ସିସିଟିଭି ଲଗାଇବେ ନାହିଁ ସେଗୁଡିକୁ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମ୍ପୃକ୍ତ କଲେଜ ଗୁଡିକୁ ଚିଠି ଲେଖି ଜଣାଇ ଦିଆଯାଇଛି।୧୦ ତାରିଖ ସୁଦ୍ଧା କେତେ କଲେଜ ପରୀକ୍ଷା ହଲ ଗୁଡିକରେ…
Read More...